ପ୍ରଥମ ଅଗ୍ନି ପରୀକ୍ଷାରେ ସିନ୍ଦେ ପାସ୍‌, ବାଚସ୍ପତି ଭାବେ ବାଜି ମାରିଲେ ବିଜେପି ପ୍ରାର୍ଥୀ

ମୁମ୍ବାଇ: ଏମ୍‌ଭିଏକୁ ଲାଗିଲା ଆଉ ଏକ ଝଟ୍‌କା। ପ୍ରଥମ ଅଗ୍ନିପରୀକ୍ଷାରେ ପାସ୍‌ ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କୁ ମିଳିଲା ଆଉ ଏକ ସଫଳତା। ପ୍ରଥମେ ଉଦ୍ଧବ ସରକାରକୁ ଶାସନ କ୍ଷମତାରୁ ବିଦା କରିବା ପରେ ଏବେ ବାଚସ୍ପତି ନିର୍ବାଚନରେ ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି କାମ କରିଛି। ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ବାଚସ୍ପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ ରାହୁଲ ନାର୍ବେକର। ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା […]

eknath-shinde and Rahul

eknath-shinde and Rahul

Madhupriya Mistry
  • Published: Sunday, 03 July 2022
  • Updated: 03 July 2022, 12:25 PM IST

Sports

Latest News

ମୁମ୍ବାଇ: ଏମ୍‌ଭିଏକୁ ଲାଗିଲା ଆଉ ଏକ ଝଟ୍‌କା। ପ୍ରଥମ ଅଗ୍ନିପରୀକ୍ଷାରେ ପାସ୍‌ ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କୁ ମିଳିଲା ଆଉ ଏକ ସଫଳତା। ପ୍ରଥମେ ଉଦ୍ଧବ ସରକାରକୁ ଶାସନ କ୍ଷମତାରୁ ବିଦା କରିବା ପରେ ଏବେ ବାଚସ୍ପତି ନିର୍ବାଚନରେ ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି କାମ କରିଛି। ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ବାଚସ୍ପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ ରାହୁଲ ନାର୍ବେକର।

ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ ରାହୁଲଙ୍କୁ ୧୬୪ ଖଣ୍ଡ ଭୋଟ ପାଇଁ ମହାରାଷ୍ଟ୍ରର ନୂଆ ବାଚସ୍ପତି ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍‌ରେଙ୍କ ଅନୁଗାମୀ ରାଜନ ସାଲ୍‌ୱି ‘ଶିବସେନା-ଏନ୍‌ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତେବେ ସାଲ୍‌ୱି ୧୦୭ ଖଣ୍ଡ ଭୋଟ୍‌ ପାଇଛନ୍ତି।

Maharashtra Assembly Session Live Updates: एकनाथ शिंदे गुट के राहुल नार्वेकर चुने गए महाराष्ट्र विधानसभा के नए स्पीकर, पार किया बहुमत का आंकड़ा

ବାଚସ୍ପତି ନିର୍ବାଚନ ପାଇଁ ପ୍ରତ୍ୟେକ ସଦସ୍ୟଙ୍କ ବ୍ୟକ୍ତିଗତ ମତ ପଚରାଯାଉଛି। ଯାହାଦ୍ୱାରା ଗୃହ ଭିତରେ ହିଁ ସ୍ପଷ୍ଟ ହୋଇଛି ଯେ, କାହା ସମର୍ଥନରେ କିଏ ଭୋଟ କରିଛନ୍ତି। ତେବେ ବାଚସ୍ପତି ପଦରେ ରାହୁଲଙ୍କ ବିଜୟ ନେଇ କେବଳ ଔପଚାରିକ ଘୋଷଣା ବାକି ରହିଛି।

ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ଦୁଇ ଜଣ ବିଧାୟକ କାହାକୁ ଭୋଟ ଦେଇନାହାନ୍ତି । ଅନ୍ୟପଟେ ଏହି ନିର୍ବାଚନରେ ଶିବସେନା ସମର୍ଥିତ ପ୍ରାର୍ଥୀ ରାଜନ ସାଲଭି ପରାଜିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ନାନା ପାଟୋଲେ କଂଗ୍ରେସ ଛାଡିବା ପରେ ଗତ ଫେବ୍ରୁଆରୀ ମାସରୁ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story