ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିବା ହତ୍ୟା ଧମକର ଖୁଲାସା ହୋଇଛି। ପାକିସ୍ତାନରୁ ଇ-ମେଲ୍‌ ଜରିଆରେ ତାଙ୍କୁ ଏହି ହତ୍ୟା ଧମକ ମିଳିଥିବା ଜଣାପଡିଛି। ଆଇଏସ୍‌ଆଇଏସ୍‌ କଶ୍ମୀରରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିବା ନେଇ ଗୌତମ ଗମ୍ଭୀର ଅଭିଯୋଗ ଆଣିଥିଲେ। ତେବେ ସିଷ୍ଟମର ଆଇପି ଆଡ୍ରେସ୍‌ ମାଧ୍ୟମରୁ ଏହି ଇ-ମେଲ୍‌ ପାକିସ୍ତାନରୁ ଆସିଥିବା ଜଣାପଡିଛି। କୁହାଯାଉଛି ଯେ, ଦିଲ୍ଲୀ ପୁଲିସ ଗୁଗୁଲ୍‌ରୁ ଏହି ତଥ୍ୟ ମାଗିଥିଲା। ତେବେ ଗୁଗୁଲ […]

Goutam Gambhir

Goutam Gambhir

Madhupriya Mistry
  • Published: Thursday, 25 November 2021
  • Updated: 25 November 2021, 12:50 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିବା ହତ୍ୟା ଧମକର ଖୁଲାସା ହୋଇଛି। ପାକିସ୍ତାନରୁ ଇ-ମେଲ୍‌ ଜରିଆରେ ତାଙ୍କୁ ଏହି ହତ୍ୟା ଧମକ ମିଳିଥିବା ଜଣାପଡିଛି।

ଆଇଏସ୍‌ଆଇଏସ୍‌ କଶ୍ମୀରରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିବା ନେଇ ଗୌତମ ଗମ୍ଭୀର ଅଭିଯୋଗ ଆଣିଥିଲେ। ତେବେ ସିଷ୍ଟମର ଆଇପି ଆଡ୍ରେସ୍‌ ମାଧ୍ୟମରୁ ଏହି ଇ-ମେଲ୍‌ ପାକିସ୍ତାନରୁ ଆସିଥିବା ଜଣାପଡିଛି।

କୁହାଯାଉଛି ଯେ, ଦିଲ୍ଲୀ ପୁଲିସ ଗୁଗୁଲ୍‌ରୁ ଏହି ତଥ୍ୟ ମାଗିଥିଲା। ତେବେ ଗୁଗୁଲ ତରଫରୁ ମିଳିଥିବା ସୂଚନା ମୁତାବକ ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇ-ମେଲ ପାକିସ୍ତାନରୁ ପଠାଯାଇଥିଲା। ଆଇପି ଆଡ୍ରେସ୍‌ ମଧର୍ଧ ପାକିସ୍ତାନର ହିଁ ମିଳିଛି।

କେବଳ ଗୌତମ ଗମ୍ଭୀର ନୁହେଁ, ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ନାଁରେ ଅନେକ ଲୋକଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଥିଲା। ଦିଲ୍ଲୀ ପୁଲିସ ଏହି ପୂରା ଘଟଣାର ତଦନ୍ତ କରୁଛି। ତେବେ ଦିଲ୍ଲୀ ପୁଲିସ ବ୍ୟତୀତ ଅନ୍ୟ ଏଜେନ୍ସି ମଧ୍ୟ ଏହି ମାମଲା ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ସାଂସଦ ଗୌତମ ଗମ୍ଭୀରଙ୍କୁ ଦୁଇ ଥର ହତ୍ୟା ଧମକ ମିଳିଥିଲା। ଥରେ ଇ-ମେଲ୍‌ ଜରିଆରେ ଏବଂ ଦ୍ୱିତୀୟ ଥର ଇ-ମେଲ୍‌ରେ ଜରିଆରେ ଏକ ଭିଡିଓ ଅପ୍‌ଲୋଡ କରି ତାଙ୍କୁ ଧମକ ଦିଆଯାଇଥିଲା। ଏନେଇ ଏହି ପୂର୍ବତନ କ୍ରିକେଟର ପୁଲିସରେ ଅଭିଯୋଗ କରିଥିଲେ।

ଏହି ଧମକପୂର୍ଣ୍ଣ ଇ-ମେଲ୍‌ରେ ଲେଖାଯାଇଥିଲା ଯେ “ଆମେ ତୁମକୁ ହତ୍ୟା କରିବାକୁ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲି ତୁମେ ବଞ୍ଚିଗଲ। ଯଦି ତୁମେ ନିଜ ପରିବାର ଲୋକଙ୍କ ଜୀବନକୁ ଭଲ ପାଉଛ, ତା’ହେଲେ ରାଜନୀତି ଓ କଶ୍ମୀର ପ୍ରସଙ୍ଗରୁ ଦୂରେଇ ରୁହ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story