ଶହୀଦ ହେମନ୍ତଙ୍କୁ ନେଇ ପୁଣିଥରେ ଆପତ୍ତି ଉଠାଇଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମୁମ୍ୱାଇ ଆକ୍ରମଣରେ ଶହୀଦ ହୋଇଥିବା ହେମନ୍ତ କରକରେଙ୍କୁ ନେଇ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଧ୍ୱୀ କହିଛନ୍ତି ପ୍ରକୃତ ଦେଶପ୍ରେମୀ ମହାରାଷ୍ଟ୍ରର ଆଇପିଏସ୍ ଅଧିକାରୀ କରକରେଙ୍କୁ ଦେଶପ୍ରେମୀ ବୋଲି ଡାକିବେନି ବା ସମ୍ବୋଧନ କରିବେ ନାହିଁ। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଯାଞ୍ଚ କରିଥିବା ମହାରାଷ୍ଟ୍ରର ପୂର୍ବତନ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ମୁଖ୍ୟ ହିମନ୍ତ କରକରେ ତାଙ୍କୁ ଜେରା ବେଳେ ଅନେକ ହଇରାଣ କରିଥିବା ଶୁକ୍ରବାର […]

pragnya-thakur

pragnya-thakur

Subhransu Sekhar
  • Published: Saturday, 26 June 2021
  • Updated: 26 June 2021, 11:10 AM IST

Sports

Latest News

ନୂଆଦିଲ୍ଲୀ: ମୁମ୍ୱାଇ ଆକ୍ରମଣରେ ଶହୀଦ ହୋଇଥିବା ହେମନ୍ତ କରକରେଙ୍କୁ ନେଇ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଧ୍ୱୀ କହିଛନ୍ତି ପ୍ରକୃତ ଦେଶପ୍ରେମୀ ମହାରାଷ୍ଟ୍ରର ଆଇପିଏସ୍ ଅଧିକାରୀ କରକରେଙ୍କୁ ଦେଶପ୍ରେମୀ ବୋଲି ଡାକିବେନି ବା ସମ୍ବୋଧନ କରିବେ ନାହିଁ।

୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଯାଞ୍ଚ କରିଥିବା ମହାରାଷ୍ଟ୍ରର ପୂର୍ବତନ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ମୁଖ୍ୟ ହିମନ୍ତ କରକରେ ତାଙ୍କୁ ଜେରା ବେଳେ ଅନେକ ହଇରାଣ କରିଥିବା ଶୁକ୍ରବାର ଏହି ବିଜେପି ସାଂସଦ ଅଭିଯୋଗ କରିଛନ୍ତି। ମାଲେଗାଓଁ ବିସ୍ଫୋରଣ ମାମଲାରେ ସାଧ୍ୱୀ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଜ୍ଞା ଠାକୁର କହିଛନ୍ତି ଯେ ୨୦୦୮ ମସିହାରେ ଯେତେବେଳେ ତାଙ୍କୁ ମିଛ ମାମଲାରେ ଗିରଫ କରାଯାଇଥିଲା ସେତେବେଳେ ଜରୁରୀକାଳୀନ ପରିସ୍ଥିତି ଉପୁଜିଥିଲା। ସେ ଅଭିଯୋଗ କରିଛନ୍ତି ଯେ କରକରେ ତଦନ୍ତ କରୁଥିବା ବେଳେ ତାଙ୍କ ଆଙ୍ଗୁଠି ଭାଙ୍ଗି ଦେଇଥିଲେ।

ପ୍ରଜ୍ଞା ଠାକୁର କହିଛନ୍ତି ଯେ ତାଙ୍କ ବିରୋଧରେ ଲଗାଯାଇଥିବା ମାମଲା ମିଛ। ବିଭିନ୍ନ ମିଛ ପ୍ରମାଣ ପତ୍ର ଯୋଗାଡ କରାଯାଇ ମିଛ ମାମଲାକୁ ସତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରାଯାଉଛି। ସେ କହିଛନ୍ତି ଯେ ପ୍ରକୃତ ଦେଶପ୍ରେମୀ କେବେ ମହାରାଷ୍ଟ୍ରର ଆଇପିଏସ୍ ଅଧିକାରୀ କରକରେଙ୍କୁ ଦେଶପ୍ରେମୀ ବୋଲି କହିବେନି।

ଏହାପୂର୍ବରୁ ୨୦୧୯ ମସିହାରେ ମଧ୍ୟ ପ୍ରଜ୍ଞା ଠାକୁର ତାଙ୍କର ଏକ ବିବୃତ୍ତିରେ କହିଥିଲେ ଯେ କରକରେ ତାଙ୍କୁ ଅସଦାଚରଣ ପାଇଁ ଅଭିଶାପ ଦେଇଥିଲେ, ତେଣୁ କରକରେଙ୍କର ମୃତ୍ୟୁ ହୋଇଥିଲା। ଏହି ମନ୍ତବ୍ୟକୁ ସମାଲୋଚନା କରାଯିବା ପରେ ସାଧ୍ୱୀ ପ୍ରଜ୍ଞା ଠାକୁର କ୍ଷମା ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story