ନିଜ ଦଳ ଦଖଲରେ ଥିବା ଏମସିଡି ଠିକ କାମ କରୁ ନ ଥିବା କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବିଜେପି ଦଖଲରେ ଥିବା ପୌରପାଳିକା ଠିକ୍‌ ଭାବେ କାମ କରୁ ନଥିବା ଅଭିଯୋଗ କରିଛନ୍ତି ଦଳୀୟ ସାଂସଦ ହଂସ ରାଜ ହଂସ। କଣ୍ଠଶିଳ୍ପୀରୁ ଉତ୍ତର ପଶ୍ଚିମ ଦିଲ୍ଲୀର ସାଂସଦ ହୋଇଥିବା ହଂସ ରାଜ ହଂସ ଏନେଇ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ବର୍ଷା ପାଣି ନିଷ୍କାସନ ପାଇଁ ପୌରପାଳିକା କିମ୍ବା ଦିଲ୍ଲୀ ଜଳ ବୋର୍ଡ କୌଣସି ପ୍ରକାରର ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ସେ ଉପ ରାଜ୍ୟପାଳଙ୍କୁ ଚିଠିରେ […]

BJP-MP

BJP-MP

Hemant Lenka
  • Published: Friday, 24 September 2021
  • Updated: 24 September 2021, 01:04 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ଦଖଲରେ ଥିବା ପୌରପାଳିକା ଠିକ୍‌ ଭାବେ କାମ କରୁ ନଥିବା ଅଭିଯୋଗ କରିଛନ୍ତି ଦଳୀୟ ସାଂସଦ ହଂସ ରାଜ ହଂସ। କଣ୍ଠଶିଳ୍ପୀରୁ ଉତ୍ତର ପଶ୍ଚିମ ଦିଲ୍ଲୀର ସାଂସଦ ହୋଇଥିବା ହଂସ ରାଜ ହଂସ ଏନେଇ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ବର୍ଷା ପାଣି ନିଷ୍କାସନ ପାଇଁ ପୌରପାଳିକା କିମ୍ବା ଦିଲ୍ଲୀ ଜଳ ବୋର୍ଡ କୌଣସି ପ୍ରକାରର ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି।

ସେ ଉପ ରାଜ୍ୟପାଳଙ୍କୁ ଚିଠିରେ ଲେଖିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ଜନିତ ସମସ୍ୟାର ସମ୍ମୁଖୀନ ହେଉଛି। ପାଣି ଜମି ରହୁଥିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକଙ୍କ ଧନ ସମ୍ପତ୍ତି ନଷ୍ଟ ହୋଇଛି। ତାଙ୍କ ନିର୍ବାଚନ ମଣ୍ଡଳୀରେ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ସାଂସଦ ହଂସ ରାଜ ଦିଲ୍ଲୀ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗ, ଦିଲ୍ଲୀ ଜଳ ବୋର୍ଡ, ଦିଲ୍ଲୀ ଅର୍ବାନ ଶେଲଟର ବିକାଶକରଣ ବୋର୍ଡ(ଡିୟୁଏସ୍‌ଆଇବି), ଡିଡିଏ ଏବଂ ମ୍ୟୁନିସିପାଲ କର୍ପୋରେସନ ଅଫ ଦିଲ୍ଲୀ (ଏମସିଡି)କୁ ବାରମ୍ବାର ଅବଗତ କରାଇଛନ୍ତି।

ଏହା ସତ୍ତ୍ୱେ ସେମାନେ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ସେମାନେ ଆଦୌ ଭଲ କାମ କରୁ ନାହାନ୍ତି। ଏହି କାରଣ ପାଇଁ ବର୍ଷା ହେବା ମାତ୍ରେ ତାଙ୍କ ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରେ ପାଣି ଜମି ରହୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏଥିପାଇଁ ସେ ଉପ ରାଜ୍ୟପାଳ ଶ୍ରୀ ବୈଜଲଙ୍କୁ ତୁରନ୍ତ ବୈଠକ ଡାକିବାକୁ ନିବେଦନ କରିଛନ୍ତି। ଦିଲ୍ଲୀ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗ, ଦିଲ୍ଲୀ ଜଳ ବୋର୍ଡ ଏବଂ ଦିଲ୍ଲୀ ଅର୍ବାନ ଶେଲଟର ବିକାଶକରଣ ବୋର୍ଡ(ଡିୟୁଏସ୍‌ଆଇବି) ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ଅଧୀନରେ ରହିଛି।

କିନ୍ତୁ ଡିଡିଏ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବେଳେ ଏମସିଡି ଦୀର୍ଘ ୧୪ ବର୍ଷ ହେଲାଣି ବିଜେପି ଦଖଲରେ ରହିଛି। ଏବେ ହଂସ ରାଜ ହଂସ ବିଜେପି ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story