ହତ୍ୟା ଉଦ୍ୟମ ମାମଲା: ବିଜେପି ବିଧାୟକଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ମୁମ୍ବାଇ: ବିଜେପି ବିଧାୟକଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ। ଏକ ହତ୍ୟା ଉଦ୍ୟମ ମାମଲାରେ ଛନ୍ଦି ହୋଇଥିବା ବିଜେପି ବିଧାୟକ ନିତେଶ ରାଣେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲା ବେଳେ ତାହା ଖାରଜ ହୋଇଯାଇଛି। ତେବେ ଏହି ଘଟଣାରେ ବିଧାୟକଙ୍କ ସହଯୋଗୀ ଅଭିଯୁକ୍ତ ମନିଶ ଦଲଭିଙ୍କଙ୍କୁ ଜାମିନ ମିଳିଛି। ପୂର୍ବରୁ  ବିଧାୟକ ନିତେଶଙ୍କ ଆଗୁଆ ଜାମିନ ଆବେଦନ ସେସନ କୋର୍ଟରେ ଖାରଜ ହୋଇଥିଲା।  ନିତେଶ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ। […]

bjp

bjp

Tapas Behera
  • Published: Monday, 17 January 2022
  • Updated: 17 January 2022, 03:00 PM IST

Sports

Latest News

ମୁମ୍ବାଇ: ବିଜେପି ବିଧାୟକଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ। ଏକ ହତ୍ୟା ଉଦ୍ୟମ ମାମଲାରେ ଛନ୍ଦି ହୋଇଥିବା ବିଜେପି ବିଧାୟକ ନିତେଶ ରାଣେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲା ବେଳେ ତାହା ଖାରଜ ହୋଇଯାଇଛି। ତେବେ ଏହି ଘଟଣାରେ ବିଧାୟକଙ୍କ ସହଯୋଗୀ ଅଭିଯୁକ୍ତ ମନିଶ ଦଲଭିଙ୍କଙ୍କୁ ଜାମିନ ମିଳିଛି। ପୂର୍ବରୁ  ବିଧାୟକ ନିତେଶଙ୍କ ଆଗୁଆ ଜାମିନ ଆବେଦନ ସେସନ କୋର୍ଟରେ ଖାରଜ ହୋଇଥିଲା।  ନିତେଶ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ। ସିନ୍ଧୁ ଦୁର୍ଗ ଜିଲ୍ଲାରୁ କାଙ୍କଭଲି ବିଧାନସଭା ଆସନରୁ  ନିତେଶ ପ୍ରତିନିଧିତ୍ୱ କରୁଛନ୍ତି।

ସନ୍ତୋଷ ପରବ ନାମ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ଗତ ଡିସେମ୍ବର ୧୮ରେ  ନିତେଶ ତଳ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଅଭିଯୋଗ ଅନୁଯାୟୀ, ପରବ ବାଇକରେ ଯାଉଥିବା ବେଳେ  ଏକ ଇନୋଭା ତାଙ୍କୁ  ପିଛା କରିଥିଲା।  କାଙ୍କଭଲି ଅଞ୍ଚଳରେ ଉକ୍ତ କାରରରୁ କିଛି ବ୍ୟକ୍ତି ବାହାରି ତାଙ୍କ ଛାତିକୁ  ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ।

ତେବେ ଆକ୍ରମଣକାରୀମାନେ  ଫେରାର ହୋଇଯାଇଥିବା ବେଳେ ସେମାନେ ନିତେଶ ରାଣେଙ୍କ ଲୋକ କହିଥିବା ପରବ ଶୁଣିବାକୁ ପାଇଥିଲେ। ଏହି ଘଟଣାରେ ପୁଲିସ ବିଧାୟକ ନିତେଶଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ରାଯାଇଥିବା ଅଭିଯୋଗ ଆଣି ଆଗୁଆ ଜାମିନ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story