'ବୁଲ୍ଲି ବାଈ' ମାମଲା: ବନ୍ଧା ହେଲେ ଆଉ ଜଣେ

ମୁମ୍ବାଇ: ବିବାଦୀୟ ବୁଲ୍ଲି ବାଈ ଆପ୍‌ ମାମଲାରେ ଧରାପଡିଲା ଆଉ ଜଣେ ଅଭିଯୁକ୍ତ। ସୋଶାଲ ମିଡିଆରେ ଆକ୍ଟିଭ ଥିବା ୧୦୦ ଜଣ ମୁସ୍‌ଲିମ ମହିଳାଙ୍କ ଅନ୍‌ଲାଇନ୍‌ରେ ନିଲାମ ଡାକିବା ଏବଂ ଅଶ୍ଳୀଳ କମେଣ୍ଟ କରିବା ମାମଲାରେ ମୁମ୍ବାଇ ସାଇବର ସେଲ୍‌ ପୁଲିସ ଗତକାଲି ଦୁଇ ଜଣକୁ ଗିରଫ କରିଥିଲା। ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ତେବେ ଗିରଫ ବ୍ୟକ୍ତି ଜଣକ କିଏ ତାଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ନେଇ ପୁଲିସ ଏଯାଏଁ ସୂଚନା […]

Arrest

Arrest

Madhupriya Mistry
  • Published: Wednesday, 05 January 2022
  • Updated: 05 January 2022, 11:20 AM IST

Sports

Latest News

ମୁମ୍ବାଇ: ବିବାଦୀୟ ବୁଲ୍ଲି ବାଈ ଆପ୍‌ ମାମଲାରେ ଧରାପଡିଲା ଆଉ ଜଣେ ଅଭିଯୁକ୍ତ। ସୋଶାଲ ମିଡିଆରେ ଆକ୍ଟିଭ ଥିବା ୧୦୦ ଜଣ ମୁସ୍‌ଲିମ ମହିଳାଙ୍କ ଅନ୍‌ଲାଇନ୍‌ରେ ନିଲାମ ଡାକିବା ଏବଂ ଅଶ୍ଳୀଳ କମେଣ୍ଟ କରିବା ମାମଲାରେ ମୁମ୍ବାଇ ସାଇବର ସେଲ୍‌ ପୁଲିସ ଗତକାଲି ଦୁଇ ଜଣକୁ ଗିରଫ କରିଥିଲା। ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ତେବେ ଗିରଫ ବ୍ୟକ୍ତି ଜଣକ କିଏ ତାଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ନେଇ ପୁଲିସ ଏଯାଏଁ ସୂଚନା ଦେଇନାହିଁ।

ଗତକାଲି ବେଙ୍ଗାଳୁରୁ ଜଣେ ୨୧ ବର୍ଷୀୟ ଇଂଜିନିଅର ଛାତ୍ର ଓ ଉତ୍ତରାଖଣ୍ଡରୁ ୧୮ ବର୍ଷୀୟ ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଥିଲା। ଉକ୍ତ ୧୮ ବର୍ଷୀୟା ଯୁବତୀ ଜଣକ ହିଁ ଏହି ବୁଲ୍ଲି ବାଈ ଆପ୍‌ର ମାଷ୍ଟରମାଇଣ୍ଡ ବୋଲି ପୁଲିସ ସୂଚନା ଦେଇଥିଲା।

ବେଙ୍ଗାଳୁରୁରୁ ବିଶାଲ କୁମାର ଝା ନାମକ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଉତ୍ତରାଖଣ୍ଡରୁ ଯୁକ୍ତ ଦୁଇ ଛାତ୍ରୀ ଶ୍ୱେତା ସିଂହଙ୍କୁ ଗିରଫ କରି ପୁଲିସ ମୁମ୍ବାଇ ଆଣିଛି। ଶ୍ୱେତା ହିଁ ଏହି ବୁଲ୍ଲି ବାଈ ଆପ୍‌ରେ ମୁସ୍‌ଲିମ ମହିଳାଙ୍କ ଫଟୋ ଅପ୍‌ଲୋଡ କରୁଥିଲେ।

ତଦନ୍ତରୁ ଜଣାପଡିଛି ଯେ, ଶ୍ୱେତା ଲଗାତାର ନେପାଲରେ ସ୍ଥିତ ଜଣେ ସୋଶାଲ ମିଡିଆରେ ବନ୍ଧୁ ସମ୍ପର୍କରେ ଅଛନ୍ତି। ସେ ଏହି ନେପାଳର ବନ୍ଧୁଙ୍କ ନିର୍ଦ୍ଦେଶରେ ହିଁ ସୋଶାଲ ମିଡିଆରେ ମୁସଲିମ ମହିଳାଙ୍କ ଫଟୋ ପୋଷ୍ଟ କରୁଥିଲେ। ସେ JattKhalsa07 ନାଁରେ ଏକ ଟ୍ୱିଟ୍‌ର ହ୍ୟାଣ୍ଡେଲ ବ୍ୟବହାର କରୁଥିଲେ। ଏହି ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ହିଁ ସେ ଘୃଣ୍ୟ ପୋଷ୍ଟ ଆଉ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଉଥିଲା। ପୁଲିସ ଶ୍ୱେତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇ ମୁମ୍ବାଇ ପହଞ୍ଚି ପଚରାଉଚରା କରୁଛି। ତାଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ।

https://twitter.com/ANI/status/1478593269093208067?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story