ବୁର୍ଖା ପିନ୍ଧି ଧୀରେ ଧୀରେ ଆସିଲେ ମହିଳା, ବୋମା ଫିଙ୍ଗି ଦେଲେ

ଶ୍ରୀନଗର: ଚାରିଆଡେ ହିଜାବକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ବୁର୍ଖା ପିନ୍ଧି ଜଣେ ମହିଳା ଘଟାଇଛନ୍ତି ଅପରାଧ। ବୁର୍ଖା ଭିତରେ ମୁହଁ ଲୁଚାଇ ମହିଳା ଜଣକ ପୁଲିସ ଉପରକୁ କରିଛନ୍ତି ବୋମା ମାଡ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜମ୍ମୁ-କଶ୍ମୀର ବାରାମୁଲା ଜିଲ୍ଲାର ସପୋର ଅଞ୍ଚଳରେ ମଙ୍ଗଳବାର ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ଏହି ବୁର୍ଖା ପିନ୍ଧା ମହିଳା। ସେ ଧୀରେ ଧୀରେ […]

burqa-clad-woman-throws-bomb

burqa-clad-woman-throws-bomb

Madhupriya Mistry
  • Published: Wednesday, 30 March 2022
  • Updated: 30 March 2022, 01:38 PM IST

Sports

Latest News

ଶ୍ରୀନଗର: ଚାରିଆଡେ ହିଜାବକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ବୁର୍ଖା ପିନ୍ଧି ଜଣେ ମହିଳା ଘଟାଇଛନ୍ତି ଅପରାଧ। ବୁର୍ଖା ଭିତରେ ମୁହଁ ଲୁଚାଇ ମହିଳା ଜଣକ ପୁଲିସ ଉପରକୁ କରିଛନ୍ତି ବୋମା ମାଡ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜମ୍ମୁ-କଶ୍ମୀର ବାରାମୁଲା ଜିଲ୍ଲାର ସପୋର ଅଞ୍ଚଳରେ ମଙ୍ଗଳବାର ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ଏହି ବୁର୍ଖା ପିନ୍ଧା ମହିଳା। ସେ ଧୀରେ ଧୀରେ ଆସି ସିଆର୍‌ପିଏଫ୍‌ର କ୍ୟାମ୍ପ ଉପରକୁ ବୋମା ମାଡ କରି ଫେରାର ହୋଇଯାଇଛନ୍ତି। ମହିଳା ଜଣକ ଘଟାଇଥିବା ଏହି ଅପରାଧିକ କାଣ୍ଡ ଏବେ ସିସିଟିଭିରେ କଏଦ୍‌ ହୋଇଛି।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ଜଣକ ହଠାତ୍‌ ଧୀରେ ଧୀରେ ଆସି ରାସ୍ତା ମଝିରେ ଅଟକି ଯାଉଛନ୍ତି। ଏହାପରେ ସେ ଧରିଥିବା ବ୍ୟାଗରୁ ବୋମା ବାହାର କରି CRPF କ୍ୟାମ୍ପ ଆଡକୁ ଫିଙ୍ଗି ଦେଇ ସେଠାରୁ ଛୁ' ହୋଇ ଯାଉଛନ୍ତି।

ତେବେ ଏହି ବୋମାଟି ସୁରକ୍ଷା ଶିବିର ବାହାରେ ପଡିଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି କି କୌଣସି କ୍ଷୟକ୍ଷତି ଘଟିନାହିଁ ବୋଲି ପୁଲିସ କହିଛି।  ପୁଲିସ ଏହା ମଧ୍ୟ କହିଛି ଯେ ଘଟଣାର କିଛି ସମୟ ପରେ ଏହି ଅଞ୍ଚଳକୁ ସବୁ ଦିଗରୁ କର୍ଡନ କରାଯାଇଥିଲା। ଏଭଳି ବୋମା ମାଡ କିଏ କଲା ସେ ନେଇ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଥିଲା।

ସିସିଟିଭି ଫୁଟେଜ ଆଧାରରେ ଉକ୍ତ ବୁର୍ଖା ପିନ୍ଧା ମହିଳାଙ୍କ ପରିଚୟ ମିଳିଛି। ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କଶ୍ମୀର ପୁଲିସ ମହାନୀରିକ୍ଷକ ବିଜୟ କୁମାର କହିଛନ୍ତି।

https://twitter.com/ANI/status/1509031083983007747?s=20&t=onty9DsMvPehAnyNwpw5BA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story