କେନାଲକୁ ଖସିଲା ବସ୍‌, ୩୮ ମୃତ

ଭୋପାଲ: ମଧ୍ୟପ୍ରଦେଶରେ ମଙ୍ଗଳବାର ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ କେନାଳକୁ ଖସି ପଡିଛି। ମଧ୍ୟପ୍ରଦେଶ ରିୱା-ସିଦ୍ଧିସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। କେନାଲରୁ ବର୍ତ୍ତମାନ ଯାଏଁ ୩୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେହିପରି ୭ଜଣ ଯାତ୍ରୀ ପହଁରି ଜୀବିତ କୂଳକୁ ଆସିଛନ୍ତି। ଆଜି ସାକାଳୁ ବସ୍‌ଟି ମଧ୍ୟପ୍ରେଦଶର ସିଦ୍ଧି ଜିଲ୍ଲାରୁ […]

Bus accident

Bus accident

Madhupriya Mistry
  • Published: Tuesday, 16 February 2021
  • Updated: 16 February 2021, 02:56 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶରେ ମଙ୍ଗଳବାର ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ କେନାଳକୁ ଖସି ପଡିଛି। ମଧ୍ୟପ୍ରଦେଶ ରିୱା-ସିଦ୍ଧିସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। କେନାଲରୁ ବର୍ତ୍ତମାନ ଯାଏଁ ୩୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେହିପରି ୭ଜଣ ଯାତ୍ରୀ ପହଁରି ଜୀବିତ କୂଳକୁ ଆସିଛନ୍ତି।

ଆଜି ସାକାଳୁ ବସ୍‌ଟି ମଧ୍ୟପ୍ରେଦଶର ସିଦ୍ଧି ଜିଲ୍ଲାରୁ ସତନାକୁ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କେନାଲକୁ ଖସିପଡିଥିଲା ବସ୍‌। ଏଥିରେ ମୋଟ ୫୪ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଏସଡିଆର୍‌ଏଫ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହନା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।  ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଣସାଗର ଡ୍ୟାମରୁ କେନାଲକୁ ଆସୁଥିବା ପାଣି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଣି କମିଲେ ଉଦ୍ଧାର କାର୍ଯ୍ୟ ଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି। ତେବେ ଏହି ଦୁର୍ଘଟଣା ଯୋଗୁଁ ଗୃହପ୍ରେବଶ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ସ୍ଥଗିତ କରିଛନ୍ତି।

ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍‌ପି,  ଏସ୍‌ଡିଆରଏଫ୍‌ର ଏକ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତର ଏବଂ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ଅଛି।  ବସ୍‌କୁ କେନାଲ ଭିତରୁ ବାହାର କରିବା ପାଇଁ ପ୍ରୟାସ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି।

କୁହାଯାଉଛି ଯେ, ଏହି ବସ୍‌ରେ ମୋଟ ୫୪ ଯାତ୍ରୀଙ୍କ ସମେତ କିଛି ଛୁଆ ମଧ୍ୟ ସାମିଲ ଥିଲେ। କେନାଲରେ ଅଧିକ ପାଣି ଥିବାରୁ ବସଟି ପୁରାପୁରି ବୁଡି ଯାଇଥିଲା। ତେବେ କ୍ରେନ ସହାୟତାରେ ଦୁର୍ଘଟଣାଗ୍ରସ୍ତ ବସକୁ ଉଦ୍ଧାର କରାଯାଇଛି। ଆଖପାଖର ଗାଁ ଲୋକେ ମଧ୍ୟ ଏକାଠି ହୋଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story