ଶିକ୍ଷକଙ୍କ ବିଶାଳ ବିକ୍ଷୋଭ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକା ସରକାର ବିରୋଧରେ ଗର୍ଜିଛନ୍ତି ରାଜ୍ୟରେ ଥିବା ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମକର୍ତ୍ତା। ସରକାର ଟ୍ୟୁସନ ଫି’ ହ୍ରାସ କରିବା ସହ ଘରୋଇ ସ୍କୁଲ ଉପରେ ଏକାଧିକ କଟକଣା ଲଗାଇଥିବାରୁ ଏହା ବିରୋଧରେ ୩ ହଜାରରୁ ଅଧିକ ଶିକ୍ଷକ ଓ କର୍ମକର୍ତ୍ତା ବେଙ୍ଗାଲୁରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଆନ୍ଦୋଳନ ଏତେ ବଡ଼ ଥିଲା ଯେ ଜଣେ ବ୍ୟକ୍ତିର ଆଖି ମଧ୍ୟ ପାଇବ ନାହିଁ। ଆନ୍ଦୋଳନରେ ଶିକ୍ଷକଙ୍କ ସହ ଡ୍ରାଇଭର, ସହାୟକ, ସିକ୍ୟୁରିଟି ଷ୍ଟାଫ […]

Big-Protest-By-Teachers

Big-Protest-By-Teachers

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 06:08 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକା ସରକାର ବିରୋଧରେ ଗର୍ଜିଛନ୍ତି ରାଜ୍ୟରେ ଥିବା ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମକର୍ତ୍ତା। ସରକାର ଟ୍ୟୁସନ ଫି’ ହ୍ରାସ କରିବା ସହ ଘରୋଇ ସ୍କୁଲ ଉପରେ ଏକାଧିକ କଟକଣା ଲଗାଇଥିବାରୁ ଏହା ବିରୋଧରେ ୩ ହଜାରରୁ ଅଧିକ ଶିକ୍ଷକ ଓ କର୍ମକର୍ତ୍ତା ବେଙ୍ଗାଲୁରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଆନ୍ଦୋଳନ ଏତେ ବଡ଼ ଥିଲା ଯେ ଜଣେ ବ୍ୟକ୍ତିର ଆଖି ମଧ୍ୟ ପାଇବ ନାହିଁ।

ଆନ୍ଦୋଳନରେ ଶିକ୍ଷକଙ୍କ ସହ ଡ୍ରାଇଭର, ସହାୟକ, ସିକ୍ୟୁରିଟି ଷ୍ଟାଫ ଓ ସ୍କୁଲ ମ୍ୟାନେଜମେଣ୍ଟର ସଦସ୍ୟମାନେ ସାମିଲ ହୋଇଥିଲେ। ବେଙ୍ଗାଲୁରୁରେ ଥିବା ଗୋଟିଏ ଫ୍ଲାଏଓଭର୍‌ରେ ଏମାନେ ଚାଲିଚାଲି ଯାଉଥିବା ବେଳେ ଏହାର ଦୃଶ୍ୟକୁ ଡ୍ରୋନ କ୍ୟାମେରାରେ କଏଦ କରାଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ୩୦ରୁ ୪୫ ମିନିଟ୍‌ ଧରି ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଥିଲା।

ଭିଡିଓ ସୌଜନ୍ୟ:NDTV
https://twitter.com/i/status/1364155251121561600

ଏହି ଆନ୍ଦୋଳନକୁ କର୍ଣ୍ଣାଟକା ପ୍ରାଇଭେଟ ସ୍କୁଲ ମ୍ୟାନେଜମେଣ୍ଟ, ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା। ପ୍ରାୟ ୩ ହଜାର ଲୋକ ବେଙ୍ଗାଲୁରୁ ମୁଖ୍ୟ ରେଳବାଇ ଷ୍ଟେସନରୁ ସହରର ପ୍ରମୁଖ ଆନ୍ଦୋଳନ ସ୍ଥଳ ଫ୍ରିଡମ ପାର୍କରେ ପହଞ୍ଚିଥିଲେ।

ଚଳିତ ଶିକ୍ଷା ବର୍ଷରେ ଘରୋଇ ସ୍କୁଲ ଗୁଡ଼ିକ ୭୦% ଟ୍ୟୁସନ ଫି’ ଆଦାୟ କରିପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଏଥିପାଇଁ ଘରୋଇ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story