ପ୍ରଶ୍ନକାଳ ହଟାଇବା ନେଇ ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ। ଅଧିବେଶନରୁ ପ୍ରଶ୍ନକାଳ ହଟାଇବା ନେଇ ବିରୋଧୀ ପ୍ରସଙ୍ଗ ଉଠାଇଥିଲେ। ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓବେସୀ ଏ ନେଇ ସରକାରଙ୍କୁ ଘେରିଛନ୍ତି। ଏଭଳି ନିଷ୍ପତ୍ତି ସଂସଦରେ ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି। ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଏହି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦଳର ସହମତି ନିଆଯାଇଛି। ତେବେ କଂଗ୍ରେସର ସାଂସଦ, ତୃଣମୂଳ କଂଗ୍ରେସ ଏବଂ ଏଆଇଏମ୍ଆଇଏମ୍ ଏହି ନିଷ୍ପତ୍ତିକୁ […]

Asaduddin-Owaisi-lok-sabha (1)

Asaduddin-Owaisi-lok-sabha (1)

Subhransu Sekhar
  • Published: Monday, 14 September 2020
  • Updated: 14 September 2020, 05:55 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ। ଅଧିବେଶନରୁ ପ୍ରଶ୍ନକାଳ ହଟାଇବା ନେଇ ବିରୋଧୀ ପ୍ରସଙ୍ଗ ଉଠାଇଥିଲେ। ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓବେସୀ ଏ ନେଇ ସରକାରଙ୍କୁ ଘେରିଛନ୍ତି। ଏଭଳି ନିଷ୍ପତ୍ତି ସଂସଦରେ ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି।

ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଏହି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦଳର ସହମତି ନିଆଯାଇଛି। ତେବେ କଂଗ୍ରେସର ସାଂସଦ, ତୃଣମୂଳ କଂଗ୍ରେସ ଏବଂ ଏଆଇଏମ୍ଆଇଏମ୍ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

ଅସଦୁଦ୍ଦିନ ଓବେସୀ ପ୍ରଶ୍ନ କାଳ ପ୍ରସଙ୍ଗରେ ଭୋଟିଂ ଦାବି କରିଥିଲେ, ଯାହାକୁ ଲୋକସଭା ବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିଲେ। କେବଳ ଏତିକି ନୁହେଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିରୋଧୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରି କହିତିଲେ ଯେ ସେ ଏହି ପ୍ରସଙ୍ଗରେ ଅନେକ ନେତାଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି।

ରାଜନାଥ ସିଂହ କହିଛନ୍ତି, ଏବେ ସାଧାରଣ ସ୍ଥିତି ନାହିଁ। ତେଣୁ ସଂସଦ ମାତ୍ର ଚାରି ଘଣ୍ଟା ବସିବ। ଏହି ସମୟ ମଧ୍ୟରେ ଅନେକ କାମ କରିବାକୁ ହେବ। ତେଣୁ ଶୂନ୍ୟକାଳ ପାଇଁ ସରକାର ଅନୁମତି ଦେଇଛନ୍ତି। ଯେଉଁଥିରେ ସାଂସଦମାନେ ତାରକା ପ୍ରଶ୍ନ ପଚାରିପାରିବେ ଏବଂ ଯାହାର ଉତ୍ତର ସରକାର ଦେବେ। ଏଥିସହ ଯଦି ଆପଣ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି ତେବେ ଆପଣ ମନ୍ତ୍ରୀଙ୍କୁ ପଚାରି ପାରିବେ ବୋଲି ସେ କହିଛନ୍ତି।

ଏହି ସମୟରେ ଓବେସୀ ସଂସଦରେ ପାଟିତୁଣ୍ଡ କରିଥିଲେ। କହିଥିଲେ ଯେ ଆମେ ଆମର ମତ ରଖିବାକୁ ଚାହୁଁଛୁ। ପ୍ରଶ୍ନକାଳ ପାଇଁ ଅନୁମତି ନ ଦେଇ ଆପଣ ସଂସଦର ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି। ଓବେସୀଙ୍କ ସମେତ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଥିଲେ। ଆଜି ସକାଳ ୯ଟା ବେଳେ ଲୋକସଭା ଆରମ୍ଭ ହୋଇଥିଲା। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୩୫୯ ସଦସ୍ୟ ଲୋକସଭାର ଭାଗ ନେଇଥିଲେ। ସେହିଭଳି ୧୭ ସାଂସଦ ସୋମବାର କରୋନା ପଜିଟିଭି ବୋଲି ଜଣାପଡିଛି। ରହିବାର ୫ ଜଣ ଲୋକସଭା ସାଂସଦ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story