ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ବଢ଼ିଲା ଦିଦିଙ୍କ ଅଡୁଆ

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ପାଇଁ ସିବିଆଇ ହାଇକୋର୍ଟରେ ଦାବି କରିଛି। ଏହି ବହୁ ଚର୍ଚ୍ଚିତ ଘୋଟାଲାର ତଦନ୍ତ ବେଳେ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଇନ୍ ମନ୍ତ୍ରୀ ମଳୟ ଘଟକ ଏବଂ ସାଂସଦ କଲ୍ୟାଣ ବାନାର୍ଜୀ ବାଧା ଉପୁଜାଉଛନ୍ତି। ତେଣୁ ଏହି ମାମଲାରେ ମମତାଙ୍କୁ ପକ୍ଷଭୁକ୍ତ କରିଛି ସିବିଆଇ। ଆଉ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବା ଦରକାର ବୋଲି ହାଇକୋର୍ଟରେ ସିବିଆଇ କହିଛି।  ଏହି ଷ୍ଟିଙ୍ଗ ଅପରେସନ […]

mamata-banarjee

mamata-banarjee

Subhransu Sekhar
  • Published: Wednesday, 19 May 2021
  • Updated: 19 May 2021, 03:17 PM IST

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ପାଇଁ ସିବିଆଇ ହାଇକୋର୍ଟରେ ଦାବି କରିଛି। ଏହି ବହୁ ଚର୍ଚ୍ଚିତ ଘୋଟାଲାର ତଦନ୍ତ ବେଳେ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଇନ୍ ମନ୍ତ୍ରୀ ମଳୟ ଘଟକ ଏବଂ ସାଂସଦ କଲ୍ୟାଣ ବାନାର୍ଜୀ ବାଧା ଉପୁଜାଉଛନ୍ତି। ତେଣୁ ଏହି ମାମଲାରେ ମମତାଙ୍କୁ ପକ୍ଷଭୁକ୍ତ କରିଛି ସିବିଆଇ। ଆଉ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବା ଦରକାର ବୋଲି ହାଇକୋର୍ଟରେ ସିବିଆଇ କହିଛି। 

ଏହି ଷ୍ଟିଙ୍ଗ ଅପରେସନ ମାମଲାରେ ସୋମବାର ମମତାଙ୍କ ଦୁଇ ମନ୍ତ୍ରୀ ଓ ନେତାଙ୍କୁ ଗିରଫ କରିଛି। ଆଉ ସିବିଆଇ ଗିରଫ କରିବା ପରେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସକୁ ଆସି ଗିରଫଦାରୀକୁ ପ୍ରତିବାଦ କରିଥିଲେ। ଆଉ 6 ଘଣ୍ଟା ଅଫିସରେ ରହିଥିଲେ। ଆଉ ତାଙ୍କର ସମର୍ଥକମାନେ ସିବିଆଇ ଅଫିସ ଆଗକୁ ଆସି ହୋ ହାଲ୍ଲା କରିବା ସହିତ ଟେକା ମାଡ଼ କରିଥିଲେ। ତେଣୁ ମାମଲା ଅନ୍ୟରାଜ୍ୟକୁ ସ୍ଥାନାନ୍ତର ହେବା ଦରକାର ବୋଲି ସିବିଆଇ ଦାବି କରିଛି।

ସିବିଆଇର ସ୍ୱତନ୍ତ୍ର କୋର୍ଟ ସୋମବାର ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ। ହେଲେ କୋଲକାତା ହାଇକୋର୍ଟ ଏହି ଜାମିନ ଆଦେଶ ଉପରେ ରୋକ୍ ଲଗାଇଥିଲେ। ତେଣୁ ଚାରି ଟିଏମସି ନେତା ଏବେ ସିବିଆଇ ହେପାଜତରେ ରହିଛନ୍ତି। ଆଜି ମାମଲାର ଶୁଣାଣି ହେବ। 

ସୂଚନାଯୋଗ୍ୟ, ୨୦୧୪ରେ ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସି ପଶ୍ଚିମବଙ୍ଗରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ଆସି ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story