ଅନୀଲ ଦେଶମୁଖଙ୍କ ଘରେ ସିବିଆଇ ରେଡ୍‌, ଗିରଫ ହେବେ ପୁଅ

ମୁମ୍ବାଇ: ପୁଣି ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ। ଆଜି ନାଗପୁର ସ୍ଥିତ ତାଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଏଥିସହ ତାଙ୍କ ପୁଅ ସଲିଲ ଦେଶମୁଖଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଜାରି ହୋଇଛି। ସୂଚନା ମୁଚତାବକ, ସିବିଆଇ ଚଢ଼ାଉ ବେଳେ ଘରେ କୌଣସି ପରିବାର ସଦସ୍ୟ ଉପସ୍ଥିତ ନାହାନ୍ତି । ଆଜି ସକାଳେ ଏହି ରେଡ୍‌ କରିଥିଲା ସିବିଆଇ। ନାଗପୁରରେ ଅନିଲ ଦେଶମୁଖଙ୍କ ଘରେ ୬ ରୁ ୭ ଜଣ ସିବିଆଇ […]

Anil Deshmukh

Anil Deshmukh

Madhupriya Mistry
  • Published: Monday, 11 October 2021
  • Updated: 11 October 2021, 01:03 PM IST

Sports

Latest News

ମୁମ୍ବାଇ: ପୁଣି ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ। ଆଜି ନାଗପୁର ସ୍ଥିତ ତାଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଏଥିସହ ତାଙ୍କ ପୁଅ ସଲିଲ ଦେଶମୁଖଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଜାରି ହୋଇଛି।

ସୂଚନା ମୁଚତାବକ, ସିବିଆଇ ଚଢ଼ାଉ ବେଳେ ଘରେ କୌଣସି ପରିବାର ସଦସ୍ୟ ଉପସ୍ଥିତ ନାହାନ୍ତି । ଆଜି ସକାଳେ ଏହି ରେଡ୍‌ କରିଥିଲା ସିବିଆଇ। ନାଗପୁରରେ ଅନିଲ ଦେଶମୁଖଙ୍କ ଘରେ ୬ ରୁ ୭ ଜଣ ସିବିଆଇ ଅଧିକାରୀ ଉପସ୍ଥିତ ଅଛନ୍ତି। ସବୁଥର ପରି ସେଠାରେ ଯେତିକି ସୁରକ୍ଷା ବ୍ୟବସ୍ଥା ରୁହେ, ସେତିକି ସୁରକ୍ଷା କର୍ମୀ ଉପସ୍ଥିତ ଅଛନ୍ତି। ନାଗପୁର ପୁଲିସର ଏହି ସୁରକ୍ଷା କର୍ମୀମାନେ ପୂର୍ବପରି ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। ଘର ବାହାରେ ଫାଟକ ବନ୍ଦ ଅଛି।

ଏହାପୂର୍ବରୁ ମଧ୍ୟ ସିବିଆଇ ଅନୀଲ ଦେଶମୁଖଙ୍କ ପୌତୃକ ଘରେ ପହଞ୍ଚିଥିଲା। କିନ୍ତୁ ସେଠି ମଧ୍ୟ ଅନୀଲ ଦେଶମୁଖଙ୍କ କୌଣସି ଖୋଜଖବର ମିଳିନଥିଲା।

ପୂର୍ବରୁ ମନି ଲଣ୍ଡ୍ରିଂ ମାମଲା ଏବଂ ୧୦୦ କୋଟି ଟଙ୍କା ବଟି ଆଦାୟ ମାମଲାରେ ତାଙ୍କ ବିରୋଧରେ ଇଡି ଏବଂ ସିବିଆଇ ଯାଞ୍ଚ ଜାରି ରଖିଛି। ଗତ ସପ୍ତାହରେ ମୁମ୍ବାଇର ମେଟ୍ରୋପଲିଟାନ କୋର୍ଟ ଅନୀଲ ଦେଶମୁଖଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ନୋଟିସ ଜାରି କରି ନଭେମ୍ବର ୧୬ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସମନ ପରେ ମଧ୍ୟ ଦେଶମୁଖ ତଦନ୍ତ ପାଇଁ ହାଜର ହୋଇନଥିବା ନେଇ ଇଡି କୋର୍ଟରେ ଅଭିଯୋଗ କରିଥିଲା।

ଇଡି ତରଫରୁ କୁହାଯାଇଥିଲା ଯେ ଜୁନ୍ ମାସରୁ ଦେଶମୁଖଙ୍କୁ ଚାରୋଟି ପୃଥକ ପୃଥକ ଦିନରେ ଡକାଯାଇଥିଲା, କିନ୍ତୁ ସେ ବିଭିନ୍ନ କାରଣ ଦର୍ଶାଇ ହାଜର ହେବାରେ ବିଫଳ ହୋଇଥିଲେ। ତେଣୁ ଆଜି ଅନୀଲ ଦେଶମୁଖଙ୍କ ବିରୋଧରେ ୱାରେଣ୍ଟ ନେଇ ସିବିଆଇ ଟିମ୍ ନାଗପୁରର ସ୍ଥିତ ତାଙ୍କ ଘରେ ଚଢ଼ାଉ କରିଛି।

ସେପଟେ ମନି ଲଣ୍ଡ୍ରିଂ ମାମଲାର ଯାଂଚ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଏବଂ ପିଏସ୍‌ ସଞ୍ଜୀବ ପଲାଣ୍ଡେଙ୍କୁ ପୂର୍ବରୁ ଗିରଫ କରିସାରିଛି।

ସୂଚନା ମୁତାବକ, ମହାରାଷ୍ଟ୍ରରେ ୧୦୦ କୋଟି ଟଙ୍କା ବଟି ଆଦାୟ ମାମଲାରେ ଦେଶମୁଖ ଅଭିଯୁକ୍ତ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପାରମ୍ବିର ସିଂ ଦେଶମୁଖ ଏହି ବଟି ଆଦାୟ ରାକେଟ ଚଳାଇଥିବା ଅଭିଯୋଗ କରିଥିଲେ। ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ଦେଶମୁଖଙ୍କୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ଅନେକ ଥର ପଚରାଉଚରା ପାଇଁ ଡକାଇଥିଲେ ମଧ୍ୟ ସେ ଥରେ ବି ହାଜର ହୋଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story