ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା କୋଭିଡ୍‌ କଟକଣା

ନୂଆଦିଲ୍ଲୀ: ଦେଶରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ଓମିକ୍ରନ୍‌ ମାମଲାକୁ ଦୃଷ୍ଟିରେ ରଖି କୋଭିଡ୍ ସଂକ୍ରାନ୍ତୀୟ କଟକଣାକୁ ୨୦୨୨ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେଥିରେ ଲୋକାଲ ଏବଂ ଜିଲ୍ଲା ପ୍ରଶାସନକୁ ନିଜ ଅଞ୍ଚଳରେ ପରିସ୍ଥତି ଆକଳନ କରି ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ଫେଷ୍ଟିଭ ସିଜିନ୍‌ରେ ଲୋକଙ୍କ ଗହଳି ନିୟନ୍ତ୍ରଣ ପାଇଁ ରାଜ୍ୟମାନେ ପଦକ୍ଷେପ ନେବାକୁ […]

Covid19

Covid19

Tapas Behera
  • Published: Monday, 27 December 2021
  • Updated: 27 December 2021, 05:43 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ଓମିକ୍ରନ୍‌ ମାମଲାକୁ ଦୃଷ୍ଟିରେ ରଖି କୋଭିଡ୍ ସଂକ୍ରାନ୍ତୀୟ କଟକଣାକୁ ୨୦୨୨ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେଥିରେ ଲୋକାଲ ଏବଂ ଜିଲ୍ଲା ପ୍ରଶାସନକୁ ନିଜ ଅଞ୍ଚଳରେ ପରିସ୍ଥତି ଆକଳନ କରି ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।

ସେହିପରି ଫେଷ୍ଟିଭ ସିଜିନ୍‌ରେ ଲୋକଙ୍କ ଗହଳି ନିୟନ୍ତ୍ରଣ ପାଇଁ ରାଜ୍ୟମାନେ ପଦକ୍ଷେପ ନେବାକୁ  ଦର୍ଶାଯାଇଛି। ଆବଶ୍ୟକ ପଡ଼ିଲେ କଟକଣା ଜାରି କରିବାକୁ କୁହାଯାଇଛି। ଯଦି କୋଭିଡ୍‌ ମାମଲା ୧୦ ପ୍ରତିଶତରୁ ଅଧିକ ହୁଏ କିମ୍ବା ୪୦ ପ୍ରତିଶତ ବେଡ୍‌ ପୂର୍ଣ୍ଣ ହୋଇଯାଏ  ତେବେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଆବଶ୍ୟକ ନିରାକରଣ ପଦକ୍ଷେପ ନେବାକୁ କୁହାଯାଇଛି।

ସେହିପରି କୋଭିଡ୍ ଟିକାକୁ ତ୍ୱରାନ୍ନିତ, ହସପିଟାଲରେ ବେଡ୍, ଅକ୍ସିଜେନ୍ ଏବଂ ଭେଣ୍ଟିଲେଟର ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟମାନେ ସ୍ୱାସ୍ଥ୍ୟ ସେବାକୁ ଅଧିକ ମଜଭୁତ କରିବା ପାଇଁ ପରାମର୍ଶ ଦିଆଯାଇଛି। ଓମିକ୍ରନ୍‌ ଆତଙ୍କ ମଧ୍ୟରେ ସରକାର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ହେବାପାଇଁ କହିଛନ୍ତି।  ସୂଚନା ଅନୁଯା୍ରୟୀ ମଙ୍ଗଳବାର ସୁଦ୍ଧା ଭାରତରେ ଓମିକ୍ରନ୍‌ ମାମଲା ୫୭୮ଟିରେ ପହଞ୍ଚିଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ପ୍ରତ୍ୟେକ ୧୪୨ଟି କେସ୍‌ ଚିହ୍ନଟ ହୋଇଛି । ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓମିକ୍ରନ୍ କରୋନାଭାଇରସର ଡେଲଟା ଭ୍ୟାରିଆଣ୍ଟଠାରୁ ତିନି ଗୁଣ ଅଧିକ ସଂକ୍ରମିତ କହିଥିଲେ। ଏହାକୁ ଧାରଣ କରିବା ପାଇଁ ଯୁଦ୍ଧ ପ୍ରକୋଷ୍ଠକୁ ସକ୍ରିୟ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story