ଆରମ୍ଭ ହେଲା ଭୋଟ ଗଣତି: କେଉଁ ଦଳ କେଉଁଠି ଆଗରେ ରହିଛି

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ ଗଣତି। ଏବେ ମାତ୍ର କିଛି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ସବୁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ଏଯାଏ ଗଣତି ଆରମ୍ଭ ହୋଇଥିବା ୫୭ଟି ଆସନରୁ ବିଜେପି ୩୨ଟି ଆସନରେ ଆଗରେ ଥିବା ବେଳେ ଟିଏମସି ୨୫ଟିରେ ଆଗୁଆ ରହିଛି। କଂଗ୍ରେସ-ବାମ ମେଣ୍ଟ ଖାତା ଖୋଲି ପାରି ନଥିବା […]

Election

Election

Hemant Lenka
  • Published: Sunday, 02 May 2021
  • Updated: 02 May 2021, 08:31 AM IST

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ ଗଣତି। ଏବେ ମାତ୍ର କିଛି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ସବୁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ଏଯାଏ ଗଣତି ଆରମ୍ଭ ହୋଇଥିବା ୫୭ଟି ଆସନରୁ ବିଜେପି ୩୨ଟି ଆସନରେ ଆଗରେ ଥିବା ବେଳେ ଟିଏମସି ୨୫ଟିରେ ଆଗୁଆ ରହିଛି। କଂଗ୍ରେସ-ବାମ ମେଣ୍ଟ ଖାତା ଖୋଲି ପାରି ନଥିବା ବେଳେ ଅନ୍ୟାନ୍ୟ ଦଳ ସପକ୍ଷରେ ମଧ୍ୟ ଶୂନ ଆସନ ରହିଛି।

ତାମିଲନାଡୁରେ୧୩ଟି ଆସନର ଇଭିଏମ ଖୋଲିଛି। ଏଥିରେ ଡିଏମକେ ୯ଟି ଓ ଶାସକ ଏଆଇଏଡିଏମକେ ୪ଟି ଆସନରେ ଆଗୁଆ ରହିଛି।

କେରଳରେ ୫୫ଟି ଆସନରୁ ଏଲଡିଏଫ ୨୬, କଂଗ୍ରେସ ମେଣ୍ଟ ୨୫, ବିଜେପି ୩ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ଆସମର ଭୋଟ ଗଣତି ହୋଇଥିବା ୧୬ଟି ଆସନରୁ ବିଜେପି ୯ଟି ଓ କଂଗ୍ରେସ ୫ଟି ଆସନରେ ଆଗୁଆ ରହିଛି। ଏଜେପି ୨ଟି ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିନାହାନ୍ତି।

ପୁଡୁଚେରୀର ୫ଟି ଆସନରେ ବିଜେପି ମେଣ୍ଟ ୪ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ମାତ୍ର ୧ଟି ଆସନରେ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story