'ମହିଳାଙ୍କ ପାଇଁ ବିପଦ ପଞ୍ଜାବ ମୁଖ୍ୟମନ୍ତ୍ରୀ'

ଚଣ୍ଡିଗଡ: ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ନେଇଛନ୍ତି। ତେବେ ଶପଥ ନେବା ପରେ ପରେ ନୂଆ ବିବାବ ଘରେକୁ ଟାଣି ହୋଇଯାଇଛନ୍ତି ପଞ୍ଜାବର ନୂଆ ସରଦାର।  ୨୦୧୮ରେ ‘Me Too’ ଅଭିଯୋଗରେ ଛନ୍ଦି ହୋଇଥିବା ଚନ୍ନି ମହିଳାଙ୍କ ପାଇଁ ସୁରକ୍ଷିତ ନୁହଁନ୍ତି। ଏଭଳି କିଛି କହିଛନ୍ତି ରାଷ୍ଟ୍ରୀୟ ମହିଳା ଆୟୋଗ ତଥା ଏନ୍‌ସିଡବ୍ଲୁର ଅଧ୍ୟକ୍ଷା ରେଖା ଶର୍ମା। ଜଣେ ମହିଳା ନେତୃତ୍ତ୍ୱ କରୁଥିବା ଦଳ କିଭଳି ଚନ୍ନିଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ରୂପେ ଚୟନ […]

cm-charanjit-singh-channi

cm-charanjit-singh-channi

Madhupriya Mistry
  • Published: Monday, 20 September 2021
  • Updated: 20 September 2021, 05:06 PM IST

Sports

Latest News

ଚଣ୍ଡିଗଡ: ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ନେଇଛନ୍ତି। ତେବେ ଶପଥ ନେବା ପରେ ପରେ ନୂଆ ବିବାବ ଘରେକୁ ଟାଣି ହୋଇଯାଇଛନ୍ତି ପଞ୍ଜାବର ନୂଆ ସରଦାର।  ୨୦୧୮ରେ 'Me Too' ଅଭିଯୋଗରେ ଛନ୍ଦି ହୋଇଥିବା ଚନ୍ନି ମହିଳାଙ୍କ ପାଇଁ ସୁରକ୍ଷିତ ନୁହଁନ୍ତି। ଏଭଳି କିଛି କହିଛନ୍ତି ରାଷ୍ଟ୍ରୀୟ ମହିଳା ଆୟୋଗ ତଥା ଏନ୍‌ସିଡବ୍ଲୁର ଅଧ୍ୟକ୍ଷା ରେଖା ଶର୍ମା। ଜଣେ ମହିଳା ନେତୃତ୍ତ୍ୱ କରୁଥିବା ଦଳ କିଭଳି ଚନ୍ନିଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ରୂପେ ଚୟନ କରିଛି। ତାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ରେଖା ଶର୍ମା କହିଛନ୍ତି, '୨୦୧୮ରେ 'Me Too' ଆନ୍ଦୋଳନ ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ରାଜ୍ୟ ମହିଳା ଆୟୋଗ ଏହି ମାମଲାକୁ ଗୁରୁତର ରୂପେ ନେଇଥିଲା। ତାଙ୍କୁ ପଦରୁ ହଠାଇବା ପାଇଁ ଦାବି ମଧ୍ୟ କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳିନଥିଲା।' ସେତେବେଳେ ଚନ୍ନି ଅମରିନ୍ଦର ସରକାରରେ ମନ୍ତ୍ରୀ ଥିଲେ।

[caption id="attachment_677412" align="aligncenter" width="650"]Rekha Sharma ଏନ୍‌ସିଡବ୍ଲୁ ଅଧ୍ୟକ୍ଷା ରେଖା ଶର୍ମା[/caption]

ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷା ଆହୁରି କହିଛନ୍ତି, ଆଜି ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ସେହି ଦଳ ତରଫରୁ କରାଯାଇଛି, ଯାହାର ହାଇକମାଣ୍ଡ ଜଣେ ମହିଳା ଅଟନ୍ତି। ସେ ମହିଳା ସୁରକ୍ଷା ପାଇଁ ବିପଦ। ତାଙ୍କ ବିରୋଧରେ ତଦନ୍ତ ହେବା ଜରୁରୀ। ସେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି।' ତାଙ୍କୁ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିବେଦନ କରିଛନ୍ତି।

ସୂଚନା ମୁତାବକ ଶନିବାର କ୍ୟାପଟେନ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ଦଳ ଚରଣଜିତ ସିଂହ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ଆଜି ଚନ୍ନି ରାଜ୍ୟପାଳଙ୍କ ଉପସ୍ଥିତିରେ ରାଜଭବନରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story