ପ୍ରବଳ ବର୍ଷିବ, ୱାର୍କ ଫ୍ରମ୍‌ ହୋମ୍‌ ପରାମର୍ଶ

ନୂଆଦିଲ୍ଲୀ: ବଦଳିଛି ପାଗର ମିଜାଜ। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଗରମରୁ ମିଳିଛି ଆଶ୍ୱସ୍ତି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ହୋଇଛି। ଫଳରେ ରାସ୍ତାଗୁଡିକ ଜଳମଗ୍ନ ହୋଇଯାଇଛି। ଏଥିଯୋଗୁଁ ବ୍ୟାପକ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗୁରୁଗ୍ରାମର ବଖତାୱର ଛକ, ଏମ୍‌ଡିଆଇ ଛକ, ଡିଏଲ୍‌ଏଫ୍‌ ଫେଜ-୧ ମେଟ୍ରୋ ନିକଟସ୍ଥ ଅଞ୍ଚଳ‌ କହ୍ନେୟା ଛକ, ଅଗ୍ରସେନ ଛକ ଏବଂ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ […]

heavy rain water logging

heavy rain water logging

Madhupriya Mistry
  • Published: Monday, 23 May 2022
  • Updated: 23 May 2022, 03:26 PM IST

Sports

Latest News

ନୂଆଦିଲ୍ଲୀ: ବଦଳିଛି ପାଗର ମିଜାଜ। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଗରମରୁ ମିଳିଛି ଆଶ୍ୱସ୍ତି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ହୋଇଛି। ଫଳରେ ରାସ୍ତାଗୁଡିକ ଜଳମଗ୍ନ ହୋଇଯାଇଛି। ଏଥିଯୋଗୁଁ ବ୍ୟାପକ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗୁରୁଗ୍ରାମର ବଖତାୱର ଛକ, ଏମ୍‌ଡିଆଇ ଛକ, ଡିଏଲ୍‌ଏଫ୍‌ ଫେଜ-୧ ମେଟ୍ରୋ ନିକଟସ୍ଥ ଅଞ୍ଚଳ‌ କହ୍ନେୟା ଛକ, ଅଗ୍ରସେନ ଛକ ଏବଂ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁଗ୍ରାମର ଜିଲ୍ଲା ଅଧିକାରୀ ଲୋକଙ୍କୁ ଘରୁ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଜିଲ୍ଲା ଅଧିକାରୀଙ୍କ ତରଫ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ଆଡଭାଇଜରୀ ଜାରି ହୋଇଛି। ଏଥିରେ ଘରୋଇ ସଂସ୍ଥା ଏବଂ କର୍ପୋରେଟ୍‌ ଅଫିସର କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଫଳରେ ଟ୍ରାଫିକ୍‌ ଜାମ ହେବ ନାହିଁ। ଏଥିସହ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଗୁଡିକର ମରାମତି କାର୍ଯ୍ୟ ମଧ୍ୟ ଶୀଘ୍ର ପୂରଣ ହେବାରେ ସହାୟତା ମିଳିବ ବୋଲି କୁହାଯାଇଛି।

ସେପଟେ ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସ ମଧ୍ୟ ଲୋକଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଗୁରୁଗ୍ରାମ ଟ୍ରାଫିକ ପୁଲିସ ଟ୍ୱିଟ୍‌ କରି କହିଛି, 'ଆମ ପାଖରେ ୱାର୍କ ଫ୍ରମ ହୋମ୍‌ ବିକଳ୍ପ ନାହିଁ। କିନ୍ତୁ ଯେଉଁମାନଙ୍କ ପାଖରେ ଅଛି ସେମାନେ ଘରୁ ରହି କାମ କରିବାକୁ ଚିନ୍ତା କରନ୍ତୁ। ଆପଣଙ୍କ ସହାୟତା ପାଇଁ ପୁଲିସ ଅଛି।'

ରାଜଧାନୀ ଦିଲ୍ଲୀରେ ସୋମବାର ସକାଳୁ ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ତାମପାତ୍ରା ୧୮ ଡିଗ୍ରୀ ତଳକୁ ଖସି ଆସିଛି। ଅନେକ ଅଞ୍ଚଳରେ ଗଛ ଉପୁଡି ରାସ୍ତା ଉପରେ ପଡିଛି। ଫଳରେ ପ୍ରବଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ମୁତାବକ, ଆହୁରି ଗୋଟିଏ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସାଧାରଣ ରୂପେ ମାର୍ଚ୍ଚ ଏବଂ ମେ' ମଧ୍ୟରେ ୧୨ରୁ ୧୪ ଦିନ ଭିତରେ ପ୍ରବଳ ଘଡଘଡି ସହ ବର୍ଷା ହୁଏ। କିନ୍ତୁ ଚଳିତ ବର୍ଷ କେବଳ ଚାରିରୁ ପାଞ୍ଚ ଥର ବର୍ଷା ହୋଇଛି।

https://twitter.com/TrafficGGM/status/1528587453086306304?s=20&t=Rzwm2qbfFw3B6N6UkbKVKw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story