ସଂକ୍ରମଣରେ ଲାଗିଲା ସାମାନ୍ୟ ବ୍ରେକ୍‌, କାଲି ଅପେକ୍ଷା କମିଲା

ନୂଆଦିଲ୍ଲୀ: ସଂକ୍ରମଣରେ ଲାଗିଲା ସାମାନ୍ୟ ବ୍ରେକ୍‌। ଦ୍ରୁତ ବେଗରେ ଭାବେ ବୃଦ୍ଧି ପାଉଥିବା କରୋନା ମାମଲାରେ ଆଜି ସାମାନ୍ୟ ଗତିରୋଧ ହୋଇଛି। ଗତକାଲି ଅପେକ୍ଷା ଆଜି ୧୧,୦୦୦ କମ୍ କେସ୍‌ ଚିହ୍ନଟ ହୋଇଛି। କିନ୍ତୁ ମୃତକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମଙ୍ଗଳବାର ୧.୬୮ ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୨୭୭ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର  ୧.୭୯ ଲକ୍ଷ କରୋନା ପଜିଟିଭି  ଚିହ୍ନଟ ହୋଇଥିଲା […]

COVID 19

COVID 19

Tapas Behera
  • Published: Tuesday, 11 January 2022
  • Updated: 11 January 2022, 11:13 AM IST

Sports

Latest News

ନୂଆଦିଲ୍ଲୀ: ସଂକ୍ରମଣରେ ଲାଗିଲା ସାମାନ୍ୟ ବ୍ରେକ୍‌। ଦ୍ରୁତ ବେଗରେ ଭାବେ ବୃଦ୍ଧି ପାଉଥିବା କରୋନା ମାମଲାରେ ଆଜି ସାମାନ୍ୟ ଗତିରୋଧ ହୋଇଛି। ଗତକାଲି ଅପେକ୍ଷା ଆଜି ୧୧,୦୦୦ କମ୍ କେସ୍‌ ଚିହ୍ନଟ ହୋଇଛି। କିନ୍ତୁ ମୃତକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମଙ୍ଗଳବାର ୧.୬୮ ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୨୭୭ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର  ୧.୭୯ ଲକ୍ଷ କରୋନା ପଜିଟିଭି  ଚିହ୍ନଟ ହୋଇଥିଲା ଏବଂ ୧୪୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ ଚିନ୍ତାର ବିଷୟ ହେଉଛି ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି।

ଅର୍ଥାତ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮,୨୧,୪୪୬ରେ ପହଞ୍ଚିଛି।  ଏଥିସହିତ ଟିକାକାକରଣ ସଂଖ୍ୟା ୧୫୨ କୋଟି ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ କୋଭିଡ୍ ପଜିଟିଭିଟି ଆର ବର୍ତ୍ତମାନ ୧୦.୬୪ ପ୍ରତିତ  ରହିଛି।  ଓମିକ୍ରନ୍ ମାମଲାର ମୋଟ ସଂଖ୍ୟା ୪୪୪୬୧କୁ ବୃଦ୍ଧି ପାଇଛି। ସେଥିରୁ ୧୭୧୧ ଜଣ  ରୋଗୀ ଡିସଚାର୍ଜ ହୋଇଛନ୍ତି। ଦେଶର ୫ଟି ରାଜ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩,୪୭୦ଟି ମାମଲା  ରୁଜୁ ହୋଇଛି। ଏଥି ସହିତ ପଶ୍ଚିମବଙ୍ଗରେ ୧୯,୨୮୬, ଦିଲ୍ଲୀରେ ୧୯୧୬୬, ତାମିଲନାଡ଼ୁରେ ୧୩,୯୯୦ ଏବଂ କର୍ଣ୍ଣାଟକରେ ୧୧,୬୯୮ ଟି ମାମଲା ରୁଜୁ ହୋଇଛି।  ଦେଶର ମୋଟ ରୋଗୀଙ୍କ ମଧ୍ୟରୁ ୫୮.୦୮ ପ୍ରତିଶତ ଏହି ୫ଟି ରାଜ୍ୟରୁ ଅଛନ୍ତି।

କେବଳ ମହାରାଷ୍ଟ୍ରରେ ୧୯.୯୨ ପ୍ରତିଶତ ରହିଛି।  ଦିଲ୍ଲୀ ଜେଲରେ ଥିବା ୬୬ ଜଣ କଏଦୀ ଏବଂ ୪୮ଜଣ ଜେଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତିହାର ଜେଲରେ ୪୨ ଜଣ କଏଦୀ ଏବଂ ୩୪ ଜଣ ଜେଲ କର୍ମଚାରୀ, ୨୪ ଜଣ ଅନ୍ତେବାସୀ ଏବଂ ମାଣ୍ଡୋଲି ଜେଲରେ ୮ ଜଣ ଜେଲ କର୍ମଚାରୀ ପଜିଟିଭି ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story