ପୁଣି ସ୍ଥିତି ଜାହିର କଲା କରୋନା, ୨୪ ଘଣ୍ଟାରେ ଅଢ଼େଇ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ସ୍ଥିତି ଜାହିର କଲା କରୋନା।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଅଢ଼େଇ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ତେବେ ୨୪ ଘଣ୍ଟା ମଧ୍ୟରେ ୨,୭୦୬ କରୋନାଭାଇରସ୍‌ ଚିହ୍ନଟ ଓ ୨୫ ଟି ମୃତ୍ୟୁ ରେକର୍ଡ କରାଯାଇଛି। ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୫୫,୭୯୪ରେ ପହଞ୍ଚିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ […]

Covid19

Covid19

Tapas Behera
  • Published: Monday, 30 May 2022
  • Updated: 30 May 2022, 12:27 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ସ୍ଥିତି ଜାହିର କଲା କରୋନା।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଅଢ଼େଇ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ତେବେ ୨୪ ଘଣ୍ଟା ମଧ୍ୟରେ ୨,୭୦୬ କରୋନାଭାଇରସ୍‌ ଚିହ୍ନଟ ଓ ୨୫ ଟି ମୃତ୍ୟୁ ରେକର୍ଡ କରାଯାଇଛି। ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୫୫,୭୯୪ରେ ପହଞ୍ଚିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୬୯୮କୁ ବୃଦ୍ଧି ପାଇଛି ।

ସେହିପରି କରୋନାରେ ଗୋଟିଏ ଦିନରେ ଆଉ ୨୫ଜଣ ଆକ୍ରନ୍ତଙ୍କ ଜୀବନ ଯାଇଥିବା ସୂଚନା ଦିଆଯାଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ମୋଟ୍‌ ୫,୨୪,୬୧୧ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ତୁଳନାରେ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଇଛି ।  ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୬,୧୩,୪୪୦ଜଣ ସୁସ୍ଥ ହୋଇଛନ୍ତି ।

କରୋନାକୁ ମାତ୍‌ ଦେବାକୁ ଏବେ ବି ଦେଶରେ ଟିକାକରଣ କରାଯାଉଛି । ଗତ ୨୪ ଘଣ୍ଟାରେ ହୋଇଥିବା ୨୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୬୧୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୦୭୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୬,୧୩,୪୪୦। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୭୬୮୯। ବର୍ତ୍ତମାନ ସୁଦ୍ଧା ଦେଶରେ ୧୯୩.୩୧ କୋଟିରୁ ଊର୍ଦ୍ଧ୍ଵ କରୋନା ଟିକା ଲୋକଙ୍କୁ ଦିଆସରିଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story