ଆର୍ଯ୍ୟନଙ୍କ ସହ ଖେଳୁଛି ଏନସିବି! ପୁଣି ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ସହଜରେ ଜାମିନ ମିଳିବା ମୁଡରେ ନାହିଁ ଏନସିବି। ଆଜି ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ଥିଲା। ଏଥିପାଇଁ ଆର୍ଯ୍ୟନଙ୍କ ଓକିଲ ମଧ୍ୟ କୋର୍ଟ ରୁମରେ ଉପସ୍ଥିତ ଥିଲେ। ଶୁଣାଣି ପାଇଁ ବିଚାରପତି ପ୍ରସ୍ତୁତ ହେଉଥିବା ବେଳେ ଏନସିବି ଜାମିନ ଆବେଦନ ଉପରେ ନିଜର ଜବାବ ଦାଖଲ କରିବାରେ ବିଳମ୍ବ କରିଥିଲା। ଏନସିବି ଜବାବ ଦାଖଲ କରିବା ପରେ ଏହାକୁ ଆର୍ଯ୍ୟନଙ୍କ ଓକିଲଙ୍କୁ ଦିଆଯାଇଥିଲା। […]

aryan

aryan

Hemant Lenka
  • Published: Wednesday, 13 October 2021
  • Updated: 13 October 2021, 01:49 PM IST

Sports

Latest News

ମୁମ୍ବାଇ: ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ସହଜରେ ଜାମିନ ମିଳିବା ମୁଡରେ ନାହିଁ ଏନସିବି। ଆଜି ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ଥିଲା। ଏଥିପାଇଁ ଆର୍ଯ୍ୟନଙ୍କ ଓକିଲ ମଧ୍ୟ କୋର୍ଟ ରୁମରେ ଉପସ୍ଥିତ ଥିଲେ। ଶୁଣାଣି ପାଇଁ ବିଚାରପତି ପ୍ରସ୍ତୁତ ହେଉଥିବା ବେଳେ ଏନସିବି ଜାମିନ ଆବେଦନ ଉପରେ ନିଜର ଜବାବ ଦାଖଲ କରିବାରେ ବିଳମ୍ବ କରିଥିଲା।

ଏନସିବି ଜବାବ ଦାଖଲ କରିବା ପରେ ଏହାକୁ ଆର୍ଯ୍ୟନଙ୍କ ଓକିଲଙ୍କୁ ଦିଆଯାଇଥିଲା। ହେଲେ ଶୁଣାଣି ବେଳେ ଏନସିବି ପକ୍ଷରୁ କେହି କୋର୍ଟ ରୁମରେ ଉପସ୍ଥିତ ନଥିଲେ। ତେଣୁ ମଧ୍ୟାହ୍ନ ୨.୪୫ ଯାଏ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଆର୍ଯ୍ୟନଙ୍କ ଓକିଲ ଅମିତ ଦେଶାଇ ଓ ସୀତଶ ମାନସିନ୍ଦେ କହିଛନ୍ତି, ଆମେ ଏନସିବିର ଜବାବ ପାଇଛୁ। କିନ୍ତୁ ଶୁଣାଣି ବେଳେ କୋର୍ଟ ରୁମରେ ଏନସିବିର କେହି ଉପସ୍ଥିତ ନଥିବାରୁ ଏହାକୁ ମଧ୍ୟାହ୍ନ ୨.୪୫ ଯାଏ ଘୁଞ୍ଚାଇ ଦିଆଯାଇଛି।

ଆଇନଜୀବୀ ଅଶ୍ୱିନୀ ଥୋଲ ଓ ଅନ୍ୟମାନେ କହିଛନ୍ତି, ଏନସିବି କେବଳ ୩ ଜଣ ଅଭିଯୁକ୍ତଙ୍କ ସମ୍ପର୍କରେ ଜବାବ ଦାଖଲ କରିଛି। ଏନସିପି କେବଳ ଅଭିଯୁକ୍ତମାନଙ୍କ ଓକିଲଙ୍କୁ ନିଜର ଯୁକ୍ତ ସମ୍ପର୍କିତ ଦସ୍ତାବିଜ ଦେଇଛି। ହେଲେ କୋର୍ଟରେ ଏହାକୁ ଦାଖଲ କରାଯାଇ ନାହିଁ। କାରଣ ଏଥିରେ ଏନସିବି କର୍ତ୍ତୃପକ୍ଷଙ୍କ ଦସ୍ତଖତ ଏଯାଏ ହୋଇନାହିଁ ବୋଲି ସେମାନେ କହିଛନ୍ତି।

ଏନସିବିର ଏପରି ଆଚରଣକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି। ସଂସ୍ଥା ଜାଣିଶୁଣି ଜାମିନ ଆବେଦନର ଶୁଣାଣି ବିଳମ୍ବ କରିବାକୁ ଚାହୁଁଥିବା ଅନେକ ଲୋକ କହିଛନ୍ତି।

ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଏନସିବି ନିଜ ଯୁକ୍ତିରେ କହିଛି ଯେ ଅବଶ୍ୟ ଅଭିଯୁକ୍ତ ଆର୍ଯ୍ୟନ ଖାନଙ୍କ ପାଖରୁ ଅସିଦ୍ଧ ନିଶାଦ୍ରବ୍ୟ ଜବତ ହୋଇନାହିଁ। କିନ୍ତୁ ଅନ୍ୟ ଅଭିଯୁକ୍ତଙ୍କ ଭଳି ସେ ମଧ୍ୟ ପୂରା ନିଶାଦ୍ରବ୍ୟ ଘଟଣାର ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ଆର୍ଯ୍ୟନ ଖାନ ଅସିଦ୍ଧ ନିଶାଦ୍ରବ୍ୟ ଅନ୍ୟମାନଙ୍କ ଠାରୁ ଆଣନ୍ତି। ଅରବାଜ ମରଚାଣ୍ଟଙ୍କ ଠାରୁ ନଶାଦ୍ରବ୍ୟ ଠାବ ହୋଇଛି। ଆର୍ଯ୍ୟନ ମଧ୍ୟ ଏହି ନିଶା ଦ୍ରବ୍ୟ କ୍ରୁଜ୍‌କୁ ନେବାରେ ସାମିଲ ଥିଲେ।

ପୂରା ଘଟଣା ସହ ବିଦେଶର ଲିଙ୍କ ରହିଥିବା ଆଶଙ୍କା କରାଯାଉଛି। ବିଦେଶରେ ଥିବା ଲୋକଙ୍କ ସହ କିଛି ଆର୍ଥିକ କାରବାର ହୋଇଥିବା ପ୍ରମାଣ ମିଳିଛି। ଏହାର ତଦନ୍ତ ଚାଲିଛି ଓ ଆଗକୁ ମଧ୍ୟ ଏହାର ବିସ୍ତୃତ ତଦନ୍ତ ହେବା ଆବଶ୍ୟକ। ଅନ୍ୟ ଅଭିଯୁକ୍ତମାନଙ୍କ ଠାରୁ ଆର୍ଯ୍ୟନଙ୍କ ଭୂମିକାକୁ ଅଲଗା ଭାବେ ବିଚାର କରାଯାଇ ପାରିବ ନାହିଁ। ତେଣୁ ତାଙ୍କୁ ଜାମିନ ନ ମିଳିବା ଉଚିତ ବୋଲି ଏନସିବି ତା’ର ଯୁକ୍ତିରେ କହିଛି। ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ପକ୍ଷ ରଖିବେ ବୋଲି ଜଣାପଡ଼ିଛି।

ଜାମିନ ଆବେଦନର ଶୁଣାଣି ପୂର୍ବରୁ ମୁମ୍ବାଇ ସିଭିଲ ସିଟି ଓ ସେସନ୍ସ କୋର୍ଟରେ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଢଡଲାନି ଓ ତାଙ୍କ ବଡିଗାର୍ଡ ରାଜୁ ପହଞ୍ଚିଥିଲେ।

ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡ଼ିଥିଲେ। ଏହାପରେ କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏବେ ଆର୍ଯ୍ୟନ୍‌ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଅଛନ୍ତି।

ଗତ ଶୁକ୍ରବାର ମୁମ୍ବାଇ କିଲା କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅରବାଜ ମରଚାଣ୍ଟ, ମୁନ୍‌ ମୁନ୍‌ ଧମେଚା ଓ ଅନ୍ୟମାନଙ୍କୁ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏମାନଙ୍କ ଜାମିନର ଆବେଦନର ଶୁଣାଣି ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ। ଏହାପରେ ଆର୍ଯ୍ୟନ୍‌ଙ୍କ ଓକିଲ ସତୀଶ ମାନସିନ୍ଦେ ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୋମବାର କୋର୍ଟ ବୁଧବାର ଜାମିନ ଆବେଦନର ଶୁଣାଣି ହେବ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story