ଏନ୍‌ସିପିର ଅଭିଯୋଗ ପରେ ଜବାବ ରଖିଲା ଏନ୍‌ସିବି

ମୁମ୍ବାଇ: ଦିନକୁ ଦିନ ମୁମ୍ବାଇ କ୍ରୁଜ ରେଭ୍‌ପାର୍ଟି ମାମଲାରେ ନୂଆ ନୂଆ ଟ୍ୱିଷ୍ଟ ଆଣ୍ଡ ଟର୍ଣ୍ଣ ସାମ୍ନାକୁ ଆସୁଛି। ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଗିରଫଦାରୀ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନୱାବ୍ ମଲ୍ଲିକ। ସେ ଏନ୍‌ସିବି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଉପରେ ଏନ୍‌ସିବି ସଫେଇ ଦେଇଛି। ଏନ୍‌ସିବି ତା’ର ଜବାବରେ କହିଛି, କୌଣସି ସେଲେବ୍ରିଟି କିମ୍ବା ହାଇପ୍ରୋଫାଇଲ୍ […]

NCB on nawab mallic

NCB on nawab mallic

Madhupriya Mistry
  • Published: Saturday, 09 October 2021
  • Updated: 09 October 2021, 05:09 PM IST

Sports

Latest News

ମୁମ୍ବାଇ: ଦିନକୁ ଦିନ ମୁମ୍ବାଇ କ୍ରୁଜ ରେଭ୍‌ପାର୍ଟି ମାମଲାରେ ନୂଆ ନୂଆ ଟ୍ୱିଷ୍ଟ ଆଣ୍ଡ ଟର୍ଣ୍ଣ ସାମ୍ନାକୁ ଆସୁଛି। ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଗିରଫଦାରୀ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନୱାବ୍ ମଲ୍ଲିକ। ସେ ଏନ୍‌ସିବି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଉପରେ ଏନ୍‌ସିବି ସଫେଇ ଦେଇଛି।

ଏନ୍‌ସିବି ତା'ର ଜବାବରେ କହିଛି, କୌଣସି ସେଲେବ୍ରିଟି କିମ୍ବା ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଦେଖି ନୁହେଁ, ବରଂ ପ୍ରମାଣକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଇଛି। ଗତ ୬ ମାସ ଧରି ଏନ୍‌ସିବି ଏ ଦିଗରେ କାମ କରୁଛି। ବଳିଷ୍ଠ ପ୍ରମାଣ ମିଳିବା ପରେ ଗିରଫଦାରୀ ହୋଇଛି। ଯାହା ନାଁରେ ପ୍ରମାଣ ନାହିଁ, ତାକୁ ହିଁ ଛଡ଼ା ଯାଇଛି। ୩ ଜଣ ନୁହେଁ, ୬ ଜଣଙ୍କୁ ଛଡ଼ା ଯାଇଥିବା ଏନ୍‌ସିବି ଡେପୁଟି ଡିଜି ଘନଶ୍ୟାମ ସିଂହ କହିଛନ୍ତି। ଏନ୍‌ସିବି ଉପରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଏନ୍‌ସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଦୋହରାଇଛନ୍ତି।

ତଦନ୍ତ ସମୟରେ ସ୍ୱତନ୍ତ୍ର ପ୍ରମାଣର ଆବଶ୍ୟକତା ପଡ଼ିଥାଏ। ଏଭଳି ସ୍ଥିତିରେ ପ୍ରମାଣ ବ୍ୟାକ୍‌ଗ୍ରାଉଣ୍ଡ ଯାଂଚ କରିବା ପାଇଁ ଆମ ପାଖରେ ସମୟ ନଥାଏ। ଏହି ମାମଲାରେ ୯ଟି ସ୍ୱତନ୍ତ୍ର ପ୍ରମାଣ ସାମିଲ ଅଛି। ଆମେ ତାଙ୍କୁ ପୂର୍ବରୁ ଜାଣିନଥିଲୁ ବୋଲି ଏନ୍‌ସିବି କହିଛି। ଏଥିସହ ଅଟକ ରଖାଯାଇଥିବା କିମ୍ବା ଗିରଫ କରାଯାଇଥିବା କୌଣସି ବ୍ୟକ୍ତିଙ୍କ କିଛି ଦୁର୍ବବ୍ୟହାର କରାଯାଇନାହିଁ ବୋଲି ଏନ୍‌ସିବି ସ୍ପଷ୍ଟୀକରଣ ଦେଇଛି।

ସୂଚନା ମୁତାବକ, ଆଜି ସକାଳେ ସାମ୍ବାଦିକ ସମ୍ମିଳନୀ କରି ଏନ୍‌ସିବି ନେତା ନୱାବ ମଲ୍ଲିକ ବିଜେପି ପ୍ରତି ଏନ୍‌ସିବିର ଦୁର୍ବଳତା ଥିବା ନେଇ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ ଯେ, କ୍ରୁଜ୍ ରେଭ୍ ପାର୍ଟିରେ ଧରାପଡ଼ିଥିବା ୩ ଜଣଙ୍କୁ ଛାଡ଼ି ଦେଇଛି ଏନ୍‌ସିବି।

ସମୀର ଓ୍ୱାଙ୍ଖଡ଼େ ପ୍ରଥମେ କହିଥିଲେ, ୮-୧୦ ଜଣଙ୍କୁ ଅଟକ ରଖାଯାଇଛି,  କିନ୍ତୁ ପ୍ରକୃତରେ ସେତେବେଳେ ୧୧ ଜଣ ଏନ୍‌ସିବି କବ୍‌ଜାରେ ଥିଲେ।  ପରେ ରିଷଭ ସଚ୍ଚଦେବ, ପ୍ରତୀକ ଗାବା ଓ ଅମିର ଫର୍ଣ୍ଣିଚରଓ୍ୱାଲାଙ୍କୁ ଛାଡ଼ି ଦିଆଯାଇଥିଲା। କାହା ନିର୍ଦ୍ଦେଶରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ବୋଲି ପ୍ରଶ୍ନ କରିଥିଲେ ନଓ୍ୱାବ ମଲ୍ଲିକ। ବିଜେପି ଓ ସମୀର ଓ୍ୱାଙ୍ଖଡ଼େଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିବା ସେ ସନ୍ଦେହ କରିଥିଲେ।  ମୁମ୍ବାଇ ପୁଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ ଏହାର ତଦନ୍ତ କରିବା ଉଚିତ ବୋଲି ସେ କହିଥିଲେ।

https://twitter.com/ANI/status/1446780274616913920?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story