ଡ୍ରଗ୍ସ ପାର୍ଟି ମାମଲା: ୯ ଦିନିଆ ରିମାଣ୍ଡରେ ଗଲେ ୪ ଇଭେଣ୍ଟ ମ୍ୟାନେଜର

ମୁମ୍ବାଇ: କ୍ରୁଜରେ ହାଇପ୍ରୋଫାଇଲ୍‌ ରେଭ୍‌ ପାର୍ଟି ମାମଲାରେ ଏକ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। କ୍ରୁଜରେ ପାର୍ଟି ଆୟୋଜନ କରିଥିବା ଗିରଫ ୪ ଇଭେଣ୍ଟ ମ୍ୟାନେଜରଙ୍କୁ କୋର୍ଟ ରିମାଣ୍ଡରେ ପଠାଇଛନ୍ତି। ମଙ୍ଗଳବାର ଏନ୍‌ସିବି ୪ ଇଭେଣ୍ଟ ମ୍ୟାନେଜର ଗୋପାଲ ଜି ଆନନ୍ଦ, ସମୀର ଶହେଗଲ, ମାନବ ସିଙ୍ଘାଳ ଏବଂ ବିକାଶ ଅରୋରାଙ୍କୁ ଗିରଫ କରିଥିଲା। ଏହାପରେ ଆଜି ଏମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏମାନଙ୍କୁ ୯ ଦିନିଆ ଏନ୍‌ସିବି ରିମାଣ୍ଡକୁ ପଠାଇଛନ୍ତି। ଅର୍ଥାତ୍‌ ଏମାନେ ଅକ୍ଟୋବର […]

Cruise ship party case

Cruise ship party case

Madhupriya Mistry
  • Published: Wednesday, 06 October 2021
  • Updated: 06 October 2021, 05:46 PM IST

Sports

Latest News

ମୁମ୍ବାଇ: କ୍ରୁଜରେ ହାଇପ୍ରୋଫାଇଲ୍‌ ରେଭ୍‌ ପାର୍ଟି ମାମଲାରେ ଏକ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। କ୍ରୁଜରେ ପାର୍ଟି ଆୟୋଜନ କରିଥିବା ଗିରଫ ୪ ଇଭେଣ୍ଟ ମ୍ୟାନେଜରଙ୍କୁ କୋର୍ଟ ରିମାଣ୍ଡରେ ପଠାଇଛନ୍ତି।

ମଙ୍ଗଳବାର ଏନ୍‌ସିବି ୪ ଇଭେଣ୍ଟ ମ୍ୟାନେଜର ଗୋପାଲ ଜି ଆନନ୍ଦ, ସମୀର ଶହେଗଲ, ମାନବ ସିଙ୍ଘାଳ ଏବଂ ବିକାଶ ଅରୋରାଙ୍କୁ ଗିରଫ କରିଥିଲା। ଏହାପରେ ଆଜି ଏମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏମାନଙ୍କୁ ୯ ଦିନିଆ ଏନ୍‌ସିବି ରିମାଣ୍ଡକୁ ପଠାଇଛନ୍ତି। ଅର୍ଥାତ୍‌ ଏମାନେ ଅକ୍ଟୋବର ୧୪ ଯାଏଁ ଏନ୍‌ସିବି କଷ୍ଟଡିରେ ରହିବେ। ପାର୍ଟିରେ ଯୋଗଦେବାକୁ ଆସିଥିବା କିଛି ଲୋକ ଡ୍ରଗ୍ସ ସହ ଧରାପଡ଼ିବା ପରେ ମଧ୍ୟ କ୍ରୁଜକୁ ସମୁଦ୍ରକୁ ଭିତରକୁ ନେଇ ପାର୍ଟି ଜାରି ରଖିଥିବା ନେଇ ଏହି ୪ ଜଣଙ୍କ ନାଁରେ ଅଭିଯୋଗ ରହିଛି।

https://twitter.com/ANI/status/1445703847297441837?s=20

ସେପଟେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅନ୍ୟ ୮ଜଣ ଆସନ୍ତାକାଲି ଯାଏଁ ଏନ୍‌ସିବି କଷ୍ଟଡିରେ ରହିବେ। ବର୍ତ୍ତମାନ ଯାଏଁ ଏହି ମାମଲାରେ ଏନ୍‌ସିବି ୧୭ ଜଣଙ୍କୁ ଗିରଫ କରିସାରଲାଣି। ଗତକାଲି ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି ସରୁଛି। ତାଙ୍କ ଓକିଲ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି। ତେବେ ତାଙ୍କୁ ବେଲ୍‌ ମିଳୁଛି ନା ଜେଲ୍‌? ତାହା ଆସନ୍ତା କାଲି ଜଣାପଡିବ।

ଅନ୍ୟପଟେ ଆଜି ଏନ୍‌ସିବି ସକାଳେ ଜଣେ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରିଥିଲା। ପୂର୍ବରୁ ଧରାପଡିଥିବା ଡ୍ରଗ୍ସ ବ୍ୟବସାୟୀ ଶ୍ରେୟସ ନାୟରଙ୍କୁ ପଚରାଉଚରା ପରେ ଉକ୍ତ ଡ୍ରଗ୍ସ ପେଡଲରକୁ ଧରିଥିଲା ଏନ୍‌ସିବି।

ଗତକାଲି ଅନ୍ୟ ଦୁଇ ଅଭିଯୁକ୍ତ ଏବଂ ଦୁଇ ଡ୍ରଗ୍ସ ବ୍ୟବସାୟୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅବଦୁଲ କାଦିର ଶେଖ, ଶ୍ରେୟସ ନାୟର, ମନୀଷ ରାଜଗଡିଆ, ଅଭିନ୍ନ ସାହୁ,ଏହି ୪ ଜଣଙ୍କୁ ୧୧ ତାରିଖ ଯାଏଁ ଏନ୍‌ସିବି ରିମାଣ୍ଡକୁ ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story