ବନ୍ଦ ଘରେ ତିନି ମୃତଦେହ, କାନ୍ଥରେ ଲେଖାଅଛି- 'ଲାଇଟର୍‌ ଜଳାଇବା ମନା'

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳ। ସକାଳୁ ସକାଳୁ ହୋ ହଲ୍ଲା କରିଥିଲେ ସାହି ପଡୋଶି। କାରଣ ୨୪ ଘଣ୍ଟା ହେଲା ବନ୍ଦ ଥିଲା ଗୋଟିଏ ଘରର କବାଟ ଆଉ ଝରକା। ନା କିଛି ଶବ୍ଦ ଶୁଭୁଥିଲା ନା କେହି ବାହାରକୁ ବାହାରୁଥିଲେ। ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ଆଉ ଘରର କବାଟ ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୁଲିସ ଅଧିକାରୀ। ଘରେ ପଡିଥିଲା ତିନି ତିନିଟି ମୃତଦେହ। ଆଉ କାନ୍ଥରେ ଲେଖ […]

family-members-committed-suicide

family-members-committed-suicide

Madhupriya Mistry
  • Published: Sunday, 22 May 2022
  • Updated: 22 May 2022, 09:55 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳ। ସକାଳୁ ସକାଳୁ ହୋ ହଲ୍ଲା କରିଥିଲେ ସାହି ପଡୋଶି। କାରଣ ୨୪ ଘଣ୍ଟା ହେଲା ବନ୍ଦ ଥିଲା ଗୋଟିଏ ଘରର କବାଟ ଆଉ ଝରକା। ନା କିଛି ଶବ୍ଦ ଶୁଭୁଥିଲା ନା କେହି ବାହାରକୁ ବାହାରୁଥିଲେ। ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ଆଉ ଘରର କବାଟ ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୁଲିସ ଅଧିକାରୀ। ଘରେ ପଡିଥିଲା ତିନି ତିନିଟି ମୃତଦେହ। ଆଉ କାନ୍ଥରେ ଲେଖ ହୋଇଥିଲା 'ଘରେ ପଶିଲେ ଲାଇଟର୍‌ ଜଳାଇବା ମନା।'

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ ବିବହାରରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ମା' ଓ ଦୁଇ ଝିଅ ଫ୍ଲାଟ୍‌କୁ ଚାରିପଟୁ ବନ୍ଦ କରି ଅଙ୍ଗାର ଚୁଲାରେ କିଛି ରାସାୟନିକ ପଦାର୍ଥ ପକାଇ ଛାଡି ଦେଇଥିଲେ। ପ୍ରାଥମିକ ତଦନ୍ତରୁ ତିନି ଜଣକଙ୍କ ମୃତ୍ୟୁ ଅଣନିଶ୍ୱାସ ହେବା ଯୋଗୁଁ ଘଟିଥିବା କୁହାଯାଉଛି। ମା' ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ପାଖରୁ ଏକ ସୁସାଇଡ୍ ନୋଟ୍ ଜବତ କରାଯାଇଛି। ତେଣୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି।

ଦିଲ୍ଲୀ ସାଉଥ୍ ୱେଷ୍ଟ ଡିସିପିଙ୍କ ସୂଚନା ଅନୁସାରେ ଏହି ଫ୍ଲାଟରେ ଜଣେ ବୟସ୍କ ମହିଳା ମଞ୍ଜୁ ତାଙ୍କର ଦୁଇ ଝିଅ ଅଂଶିକା ଓ ଅଙ୍କୁ ସହ ରହୁଥିଲେ। ଦୁଇ ଝିଅଙ୍କ ବୟସ ୩୦ ବର୍ଷ ପାଖପାଖି ଥିବା ଜଣାପଡିଛି। ଏହି ତିନି ଜଣଙ୍କ ମୃତଦେହ ବିଛଣାରେ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି। ରୁମର କବାଟ ଭିତରୁ ଦିଆଯାଇଥିବା ବେଳେ ସମସ୍ତ ଝରକା ବନ୍ଦ ଥିଲା। ତେଣୁ ଅଣନିଶ୍ୱାସୀ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଡିସିପି କହିଛନ୍ତି। ଖୋଲତାଡ଼ କରିବା ପରେ ଘରେ ଫାୟାର ପ୍ଲେସ୍‌ରେ ନିଆ ଜଳୁଥିଲା ଓ ଗ୍ୟାସ୍ ଅଳ୍ପ ଖୋଲା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏଥିସହ ଘର କାନ୍ଥରେ ଘରେ ପଶିଲେ ଲାଇଟର ଜଳାଇବା ମନା ବୋଲି ଲେଖା ହୋଇଥିବା ଡିସିପି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତବର୍ଷ ୨୦୨୧ରେ ମହିଳାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇଥିଲେ। ସେବେଠାରୁ ପୂରା ପରିବାର ଡିପ୍ରେସନରେ ଥିଲା ମଞ୍ଜୁଙ୍କ ଅବସ୍ଥା ମଧ୍ୟ ଭଲ ରହୁନଥିଲା। ସେ ଅସୁସ୍ଥ ହୋଇ ବିଛଣାରେ ହିଁ ପଡ଼ି ରହୁଥିଲେ। ମାନସିକ ଚାପରେ ଆସି ତିନି ମା' ଝିଅ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବି ସନ୍ଦେହ କରାଯାଉଛି। ତେବେ ପୁଲିସ ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story