ଠିକ୍‌ ସମୟରେ ହସ୍ପିଟାଲରେ ଭର୍ତ୍ତି ନ ହେବାରୁ ଯାଇଛି ୧୭୯୫ ଜଣଙ୍କ ଜୀବନ

ଥିରୁଅନନ୍ତପୁରମ: ମହାମାରୀ କରୋନା ସଂକ୍ରମଣ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା କଥା ଆପଣ ଶୁଣିଥିବେ। କିନ୍ତୁ ଏବେ ହସ୍ପିଟାଲରେ ଭର୍ତ୍ତି ହେବାରେ ବିଳମ୍ବ ହେବାରୁ କେରଳରେ ୧୭୯୫ ଜଣ କରୋନା ରୋଗୀଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା ବୈଠକ ବସିଥିଲା। ଏଥିରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ […]

Corona

Corona

Hemant Lenka
  • Published: Monday, 30 August 2021
  • Updated: 30 August 2021, 03:40 PM IST

Sports

Latest News

ଥିରୁଅନନ୍ତପୁରମ: ମହାମାରୀ କରୋନା ସଂକ୍ରମଣ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା କଥା ଆପଣ ଶୁଣିଥିବେ। କିନ୍ତୁ ଏବେ ହସ୍ପିଟାଲରେ ଭର୍ତ୍ତି ହେବାରେ ବିଳମ୍ବ ହେବାରୁ କେରଳରେ ୧୭୯୫ ଜଣ କରୋନା ରୋଗୀଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା ବୈଠକ ବସିଥିଲା। ଏଥିରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ତଥ୍ୟରୁ ଜଣାପଡ଼ିଛି ଯେ ହସ୍ପିଟାଲରେ ଭର୍ତ୍ତି ହେବାରେ ବିଳମ୍ବ ଯୋଗୁ ରାଜ୍ୟରେ ୧୭୯୫ ଜଣ ଲୋକ ପ୍ରାଣ ହରାଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ୪୪୪ ଜଣ ଓ ଘରୁ ହସ୍ପିଟାଲକୁ ଆସୁଥିବା ବାଟରେ ୧୨୭ ଜଣଙ୍କ ଜୀବନ ଯାଇଛି। ସେହିପରି ହସ୍ପିଟାଲରେ ଆଡମିଟ ହେବାର ପ୍ରଥମ ଦିନରେ ୬୯୧ ଜଣ ଓ ହସ୍ପିଟାଲରେ ଚିକିତ୍ସା ହେବାର ୩ ଦିନ ପରେ ୫୩୩ ଜଣ ପ୍ରାଣ ହରାଇଛନ୍ତି।

ଥ୍ରୀସୁରରେ ସର୍ବାଧିକ ୧୪୯ ଜଣ ଘରେ ପ୍ରାଣ ହରାଇଛନ୍ତି। ଏହା ପଛକୁ କୋଲ୍ଲାମରେ ୬୧ ଜଣ, ପାଲାକ୍କଡରେ ୫୪ ଜଣ ଓ ଏର୍ଣ୍ଣାକୁଲମରେ ୪୫ ଜଣଙ୍କ ଜୀବନ ଯାଇଛି। ଅନ୍ୟପକ୍ଷରେ ଥ୍ରୀସୁରରେ ହସ୍ପିଟାଲରେ ବିଳମ୍ବିତ ଆଡମିଶନ ଯୋଗୁ ସର୍ବାଧିକ ୩୧୫ ଜଣ ଓ ପାଲାକ୍କଡରେ ୨୫୦ ଜଣ ଲୋକ ଜୀବନ ହରାଇଛନ୍ତି। କୋଲ୍ଲାମରେ ୧୭୫ ଜଣ, ଏର୍ଣ୍ଣାକୁଲମରେ ୧୬୫, କୋଝିକୋଡରେ ୧୬୩ ଓ ମାଲାପ୍ପୁରମରେ ୧୬୧ ଜଣ ବିଳମ୍ବିତ ହସ୍ପିଟାଲ ଆଡମିଶନ ଯୋଗୁ ମୃତ୍ୟୁବରଣ କରିଛନ୍ତି। ହସ୍ପିଟାଲରେ ଠିକ୍‌ ସମୟରେ ଏମାନେ ଭର୍ତ୍ତି ନ ହେବାରୁ ସଂକ୍ରମଣ ବଢ଼ି ସମସ୍ତଙ୍କ ମୃତ୍ୟୁ ଘଟିଛି।

ଉକ୍ତ ରକ୍ତଜଚାପ, ମଧୁମେହ ଓ କୋରୋନାରୀ ଆର୍ଟେରୀ ଯୋଗୁ ରାଜ୍ୟରେ ଅଧିକାଂଶ କରୋନା ରୋଗୀ ପ୍ରାଣ ହରାଛନ୍ତି। ମୋଟ ମୃତକଙ୍କ ମଧ୍ୟରୁ ୨୬.୫୭% ଲୋକ ମଧୁମେହ, ଉକ୍ତ ରକ୍ତଚାପରେ ୨୬.୨୯% ଓ କୋରୋନାରୀ ଆର୍ଟେରୀରେ ୧୦.୯୨% ଲୋକ ପୀଡ଼ିତ ଥିଲେ।

ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ୩ ଦିନ ହେଲାଣି କେରଳର ୫ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୨୦% ଉପରେ ଓ ୭ଟି ଜିଲ୍ଲାରେ ୧୫% ଉପରେ ରହିଛି। ଥ୍ରୀସୁରରେ ଟିପିଆର ସବୁଠାରୁ ଅଧିକ ୨୨.୬% ରେକର୍ଡ ହୋଇଛି। ୭ ଦିନ ମଧ୍ୟରେ ରାଜ୍ୟର ଦୈନିକ ସଂକ୍ରମଣ ୧୭,୧୦୬ରୁ ବଢ଼ି ୩୨,୮୦୧ରେ ପହଞ୍ଚିଛି।

ସମୀକ୍ଷା ବୈଠକରେ ଆକଳନ କରାଯାଇଛି ଯେ ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ୪୦ ହଜାର ଛୁଇଁପାରେ। ତେଣୁ ଆଜି ଠାରୁ କେରଳରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story