ଆଜି ଦିଲ୍ଲୀ ଦେଖିବ ୨୦,୦୦୦ କରୋନା ରୋଗୀ: ମନ୍ତ୍ରୀ  

ନୂଆଦିଲ୍ଲୀ: ଲଗାତାର ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଦେଶରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। ହଠାତ୍‌ କରୋନାର ମାତ୍ରାଧିକ ବୃଦ୍ଧି ଦେଶରେ ତୃତୀୟ ଲହର ପ୍ରବେଶ କରିଥିବା ଆକଳନ କରାଯାଉଛି। ଦିଲ୍ଲୀରେ କ୍ରମାଗତ ଭାବେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଉଛି। ଶନିବାର ରାଜଧାନୀରେ ୨୦ ହଜାର କରୋନା ମାମଲା ଆସିବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅକଳନ କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀର ପଜିଟିଭିଟି ହାର ୧-୨ ପ୍ରତିଶତକୁ ବୃଦ୍ଧି ପାଇବ। […]

covid

covid

Tapas Behera
  • Published: Saturday, 08 January 2022
  • Updated: 08 January 2022, 06:52 PM IST

ନୂଆଦିଲ୍ଲୀ: ଲଗାତାର ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଦେଶରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। ହଠାତ୍‌ କରୋନାର ମାତ୍ରାଧିକ ବୃଦ୍ଧି ଦେଶରେ ତୃତୀୟ ଲହର ପ୍ରବେଶ କରିଥିବା ଆକଳନ କରାଯାଉଛି। ଦିଲ୍ଲୀରେ କ୍ରମାଗତ ଭାବେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଉଛି। ଶନିବାର ରାଜଧାନୀରେ ୨୦ ହଜାର କରୋନା ମାମଲା ଆସିବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅକଳନ କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀର ପଜିଟିଭିଟି ହାର ୧-୨ ପ୍ରତିଶତକୁ ବୃଦ୍ଧି ପାଇବ। ସେ କହିଛନ୍ତି ଯେ, ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ କେବଳ ୧୦ ପ୍ରତିଶତ ଶଯ୍ୟା ପୂର୍ଣ୍ଣ ହୋଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନାଅନୁସାରେ, ଗତକାଲି ଗୋଟିଏ ଦିନରେ ୯୭,୭୬୨ଟି ପରୀକ୍ଷା କରାଯାଇଥିଲା।  ସେଥିରୁ ୧୭.୭୩ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସମୟରେ ୮,୯୫୧ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ହେତୁ ଦିଲ୍ଲୀର ୭ ହାଜାର ଅଞ୍ଚଳ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ୨୦ ହଜାରରୁ ଅଧିକ ରୋଗୀ ସେମାନଙ୍କ ଘରେ ଚିକିତ୍ସିତ ହେଉଛନ୍ତି। ୧୩୯୦ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ୫୩୦ ରୋଗୀ କୋଭିଡ କେୟାର ସେଣ୍ଟରରେ ଅଛନ୍ତି।

ତଥ୍ୟ ଅନୁଯାୟୀ, ଦିଲ୍ଲୀରେ କରୋନା ମୋଟ ମାମଲା ୧୫ ଲକ୍ଷ ମାର୍କ ଅତିକ୍ରମ କରିଛି। ୨୦୨୦ ମାର୍ଚ୍ଚ ୨ ତାରିଖରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲା।  ଏ ପର୍ଯ୍ୟନ୍ତ ୧୫,୦୬,୭୯୮ଟି ମାମଲା ରେକର୍ଡ଼ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪,୪୧,୭୮୯ ଜଣ ସୁସ୍ଥ ହୋଇଛନ୍ତି। ୨୫୧୩୬ ଜଣଙ୍କର ମୃତ୍ୟୁ ଘଟିଛି।  ବର୍ତ୍ତମାନ ୩୯,୮୭’ଟି ମାମଲା ଆକ୍ଟିଭ୍‌ ରହିଛି। ୬୯୧୨ ଜଣ ଏବେ କଣ୍ଟେନମେଣ୍ଟ ଜୋନ୍‌ରେ ଅଛନ୍ତି। ସେହିପରି ୨୦୬୯୫ ଜଣ ରୋଗୀ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story