ବେଡ଼ି ବାନ୍ଧିଥିଲା ଇଡି, ଖୋଲି ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଇଡି ଜାଲରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ବିଦେଶ ଯାଇପାରିବେ। ଆଜି ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମନିଲଣ୍ଡରିଂ ମାମଲାରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ଲଣ୍ଡନ୍‌ ଯାଉଥିବା ବେଳ ମୁମ୍ବାଇ ବିମାନ ବନ୍ଦରରୁ ତାଙ୍କୁ ଅଟକ ରଖିଥିଲା ଇଡି। ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଣା ଆୟୁବ୍‌ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତେବେ ରାଣାଙ୍କୁ ଦିଲ୍ଲୀ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି।  ଆୟୁବଙ୍କ ପକ୍ଷରୁ ଓକିଲ ବ୍ରିନ୍ଦା ଗ୍ରୋଭର ଉପସ୍ଥିତ […]

ayub

ayub

Tapas Behera
  • Published: Monday, 04 April 2022
  • Updated: 04 April 2022, 05:58 PM IST

Sports

Latest News

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଇଡି ଜାଲରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ବିଦେଶ ଯାଇପାରିବେ। ଆଜି ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମନିଲଣ୍ଡରିଂ ମାମଲାରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ଲଣ୍ଡନ୍‌ ଯାଉଥିବା ବେଳ ମୁମ୍ବାଇ ବିମାନ ବନ୍ଦରରୁ ତାଙ୍କୁ ଅଟକ ରଖିଥିଲା ଇଡି। ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଣା ଆୟୁବ୍‌ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ତେବେ ରାଣାଙ୍କୁ ଦିଲ୍ଲୀ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି।  ଆୟୁବଙ୍କ ପକ୍ଷରୁ ଓକିଲ ବ୍ରିନ୍ଦା ଗ୍ରୋଭର ଉପସ୍ଥିତ ହୋଇଥିଲେ ।

ସେ କହିଥିଲେ ଯେ, ତାଙ୍କ କ୍ଲାଏଣ୍ଟ ନିୟମିତ ଇଡି ଯୋଗାଯୋଗରେ ଅଛନ୍ତି । ସବୁବେଳେ ପଚରାଉଚରା ପାଇଁ  ଇଡିରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଆୟୁବ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁନଥିବା ଇଡି ଆଣିଥିବା ଅଭିଯୋଗୁକୁ ବ୍ରିନ୍ଦା ଗ୍ରୋଭର ଖଣ୍ଡନ କରିଛନ୍ତି । ଇଡିକୁ ଆଡ଼େଇ ଯିବାର କୌଣସି ପ୍ରମାଣ ନାହିଁ। ରାଣା ଆୟୁବ୍‌ ତାଙ୍କ ବିଦେଶ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ପରେ ଇଡି ଲୁକଆଉଟ୍  ସର୍କୁଲାର ଜାରି କରିଥିଲା।  ତେବେ ସାମ୍ବାଦିକା ରାଣାଙ୍କୁ ବିଦେଶ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ୩ଟି ସାମାଜିକ କ୍ୟାମ୍ପେନିଂ କରି ରାଣା ଆୟୁବ୍‌ ୨.୬୯ କୋଟି ଟଙ୍କା ଡୋନେସନ ଆଦାୟ କରିଛନ୍ତି। ସେଥିରୁ ବିଦେଶରୁ ସଂଗୃହୀତ ୮୦.୪୯ ଲକ୍ଷ ଟଙ୍କା ରହିଛି। ବିଦେଶୀ ମୁଦ୍ରା ଦାନ ସମ୍ପର୍କତ ନିୟମ ଉଲ୍ଲଂଘନ ଅଭିଯୋଗ ଆସିବା ପରେ ଆୟକର ବିଭାଗକୁ କିଛି ଟଙ୍କା ଫେରାଇ ଥିଲେ ରାଣା ଆୟୁବ୍‌। ରାଣାଙ୍କ ବୟାନ ରେକର୍ଡ କରିଛି ଇଡି।

ତେବେ ରିଲିଫ କାମରେ ରାଣା ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଥିବା ବେଳେ ଯାଞ୍ଚ ବେଳେ ତାହା ମେଳ ଖାଇ ନାହିଁ। ବିଭିନ୍ନ ବ୍ୟାଙ୍କ ଏବଂ କ୍ରେଡିଟ୍ କାର୍ଡ଼ ରେକର୍ଡ଼ ଅନୁଯାୟୀ ରାଣା ଆୟୁବ୍‌ ମାତ୍ର ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଇଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story