ବେଙ୍ଗଲ ବିଜେପି ମୁଖ୍ୟ ପଦରୁ ଦିଲୀପ ଘୋଷ ହଟିଲେ

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଦୁଇ ଦିନ ତଳେ ଟିଏମସ୍‌ରେ ଯୋଗଦେବା ପରେ ବିଜେପି ବଡ଼ ପଦକ୍ଷେପ ନେଇଛି। ଦଳ ତା’ର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷଙ୍କୁ ନିଜ ପଦରୁ ବିଦା କରିଦେଇଛି। ଦିଲୀପ ଘୋଷ ଅନେକ ସମୟରେ ବିବାଦୀୟ ବୟାନ ଦେଉଥିଲେ। ସେହିପରି ମେ’ ମାସରେ ବେଙ୍ଗଲ ରେଜଲ୍ଟ ପ୍ରକାଶ ପାଇବା ପରେ ଅନେକ ବିଧାୟକ ଓ ସାଂସଦ ବିଜେପି ଛାଡ଼ି ଟିଏମସରେ ଯୋଗଦେବାରେ ଲାଗିଛନ୍ତି। ଏହାକୁ ରୋକିବାରେ ଶ୍ରୀ ଘୋଷ ବିଫଳ ହୋଇଥିବାରୁ […]

dilip-Ghosh

dilip-Ghosh

Hemant Lenka
  • Published: Tuesday, 21 September 2021
  • Updated: 21 September 2021, 07:40 AM IST

Sports

Latest News

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଦୁଇ ଦିନ ତଳେ ଟିଏମସ୍‌ରେ ଯୋଗଦେବା ପରେ ବିଜେପି ବଡ଼ ପଦକ୍ଷେପ ନେଇଛି। ଦଳ ତା’ର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷଙ୍କୁ ନିଜ ପଦରୁ ବିଦା କରିଦେଇଛି। ଦିଲୀପ ଘୋଷ ଅନେକ ସମୟରେ ବିବାଦୀୟ ବୟାନ ଦେଉଥିଲେ।

ସେହିପରି ମେ’ ମାସରେ ବେଙ୍ଗଲ ରେଜଲ୍ଟ ପ୍ରକାଶ ପାଇବା ପରେ ଅନେକ ବିଧାୟକ ଓ ସାଂସଦ ବିଜେପି ଛାଡ଼ି ଟିଏମସରେ ଯୋଗଦେବାରେ ଲାଗିଛନ୍ତି। ଏହାକୁ ରୋକିବାରେ ଶ୍ରୀ ଘୋଷ ବିଫଳ ହୋଇଥିବାରୁ ତାଙ୍କୁ ଦଳ ମୁଖ୍ୟ ପଦରୁ ହଟାଇ ଦେଇଥିବା କୁହାଯାଉଛି।

ଦିଲୀପଙ୍କୁ ଦଳ ବେଙ୍ଗଲ ମୁଖ୍ୟ ପଦରୁ ହଟାଇ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି। ଏବେ ସାଂସଦ ସୁକାନ୍ତ ମଜୁମଦାର ବେଙ୍ଗଲର ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିବେ। ସେ କହିଛନ୍ତି, “ଦିଲୀପ ଘୋଷଙ୍କ କଠିନ ପରିଶ୍ରମ ଯୋଗୁ ବେଙ୍ଗଲରେ ବିଜେପି ଗୋଟିଏ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଉଭା ହୋଇଛି।

ଦଳ ପ୍ରତି ତାଙ୍କର ଅନେକ ଅବଦାନ ରହିଛି। ମୋର ଆଶା ଦଳ ଆହୁରି ଆଗକୁ ଯିବ।” ଶ୍ରୀ ଘୋଷ ମଧ୍ୟ ସୁକାନ୍ତ ମଜୁମଦାରଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ବେଙ୍ଗଲ ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଥିଲା। କିନ୍ତୁ ଦଳ ମାତ୍ର ୭୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ୭୭ ଜଣ ବିଧାୟକଙ୍କ ମଧ୍ୟରୁ ୪ ଜଣ ଟିଏମସିକୁ ଫେରି ଯାଇଛନ୍ତି। ସେହିପରି ଆସନସୋଲ ସାଂସଦ ବାବୁଲ ସୁପ୍ରିୟୋଗ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story