ମାଲିକକୁ କିଡ୍‌ନାପ କରିବାକୁ ଆସିଥିଲେ, କୁକୁର ବଞ୍ଚାଇ ଦେଲା

ଭୋପାଳ: ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ଭାବେ ପରିଚିତ କୁକୁରକୁ ନେଇ ଅନେକ କାହାଣୀ ରହିଛି। ମାଲିକକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେବା ଭଳି ଦୁଃସାହସିକ ପଦକ୍ଷେପ କୁକୁର ଯେ, ନେଇପାରେ ତାର ବହୁ ଉଦାହରଣ ରହିଛି। ଏବେ ତାକୁ ନେଇ ମଧ୍ୟପ୍ରଦେଶରୁ ସେମିତି ଏକ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି।  ଏଠାରେ ଏକ ପୋଷା କୁକୁରର ସଂଘର୍ଷ ଯୋଗୁ ମାଲିକ  ଜଣକ ଅପହରଣରୁ ବର୍ତ୍ତି ଯାଇଛନ୍ତି। ଗୁଆଲିଅରର ଅଶୋକ ନଗରରେ ଏହି ଘଟଣା ଘଟିଛି। ସୂଚନା […]

dog-2

dog-2

Tapas Behera
  • Published: Thursday, 06 January 2022
  • Updated: 06 January 2022, 04:59 PM IST

ଭୋପାଳ: ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ଭାବେ ପରିଚିତ କୁକୁରକୁ ନେଇ ଅନେକ କାହାଣୀ ରହିଛି। ମାଲିକକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେବା ଭଳି ଦୁଃସାହସିକ ପଦକ୍ଷେପ କୁକୁର ଯେ, ନେଇପାରେ ତାର ବହୁ ଉଦାହରଣ ରହିଛି। ଏବେ ତାକୁ ନେଇ ମଧ୍ୟପ୍ରଦେଶରୁ ସେମିତି ଏକ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି।  ଏଠାରେ ଏକ ପୋଷା କୁକୁରର ସଂଘର୍ଷ ଯୋଗୁ ମାଲିକ  ଜଣକ ଅପହରଣରୁ ବର୍ତ୍ତି ଯାଇଛନ୍ତି। ଗୁଆଲିଅରର ଅଶୋକ ନଗରରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ନୀତିନ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କୁ ଅପହରଣ ପାଇଁ ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ନୀତିନଙ୍କ ପୋଷା କୁକୁର ଆସି ଭୋକିବା ଆରମ୍ଭ କରିଥିଲା। ଏମିତିକି ଅପହରଣକାରୀଙ୍କ ସହ ଲଢ଼େଇ ଆରମ୍ଭ କରି ଦେଇଥିଲା। ଫଳରେ ଦୁର୍ବୃତ୍ତଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା।

ସେମାନେ ପଛଘୁଞ୍ଚା ଦେବା ସହ ଘଟଣାସ୍ଥଳକରୁ ପଳାଇ ଯାଥିଲେ।  କୁକୁର ଏବଂ ଦୁର୍ବୃତ୍ତଙ୍କ ମଧ୍ୟରେ ଲଢ଼େଇର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଜର୍ମାନ ସେପହାର୍ଡ଼ ପ୍ରଜାତିର ଏହି କୁକୁର ମାଲିକଙ୍କୁ ବଞ୍ଚାଇବା ପାଇଁ ବେଶ ସଂଘର୍ଷ କରିଥିଲା। ସ୍ଥାନୀୟ ଅତିରିକ୍ତ ଏସପି ରାଜେଶ ଦାଣ୍ଡୋତିଆ କହିଛନ୍ତି ଯେ, ନୀତିନ ଘରେ ଏକା ଥିଲା ବେଳେ ୫ରୁ ୬ ଜଣ ଦୁର୍ବୃତ୍ତ ଏକ ଭ୍ୟାନରେ ଆସିଥିଲେ।

ପରେ ନୀତିନଙ୍କୁ ବାହାରକୁ ଡାକି କିଛି ସମୟ ମୁହାମୁହିଁ ପରେ  ହଠାତ ପିଟାପିଟି କରିଥିଲେ। ଏଥିସହ ନୀତିନଙ୍କୁ ଜବରଦସ୍ତ ଅପହରଣ ପାଇଁ ଉଦ୍ୟମ କରିଥିଲେ। ଏହି ସମୟମରେ ନୀତିନିଙ୍କ କୁକୁର ଭୋକିବା ସହ ଦୁର୍ବୃତ୍ତମାନଙ୍କୁ ଘଉଡ଼ାଇଥିଲା ।  ଫଳରେ ସେମାନେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଏହି ଘଟଣାରଆ ମାମଲା ରୁଜୁ ହେବା ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story