ଏହି ପର୍ଣ୍ଣଷ୍ଟାରଙ୍କୁ ଟ୍ରମ୍ପ୍‌ ଦେବେ ୩୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଦେବେ ୩୩ ଲକ୍ଷ ଟଙ୍କା। କାର୍ଲିଫର୍ଣ୍ଣିଆ କୋର୍ଟ ଟ୍ରମ୍ପଙ୍କୁ ଏହି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପର୍ଣ୍ଣ ଷ୍ଟାରଙ୍କର ନାମ ଷ୍ଟ୍ରୋମି ଡାନିଏଲସ୍‌। ଷ୍ଟ୍ରୋମିଙ୍କର କହିବା ଅନୁସାରେ ଟ୍ରମ୍ପଙ୍କ ସହିତ ତାଙ୍କର ଆଫେୟାର୍‌ ଥିଲା। କିନ୍ତୁ ଟ୍ରମ୍ପ ଏହାକୁ ଅସ୍ୱୀକାର କରି ଆସୁଛନ୍ତି। ରିପୋର୍ଟ ଅନୁସାରେ ୪୧ ବର୍ଷୀ ଷ୍ଟ୍ରୋମି ଡାନିଏଲସ୍‌ ଟ୍ରମ୍ପଙ୍କ ନାମରେ ମାମଲା ଦାୟର କରିଥିଲେ। ହେଲେ ପରେ […]

t1

t1

Puspanjali Panda
  • Published: Sunday, 23 August 2020
  • Updated: 23 August 2020, 05:44 PM IST

Sports

Latest News

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଦେବେ ୩୩ ଲକ୍ଷ ଟଙ୍କା। କାର୍ଲିଫର୍ଣ୍ଣିଆ କୋର୍ଟ ଟ୍ରମ୍ପଙ୍କୁ ଏହି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପର୍ଣ୍ଣ ଷ୍ଟାରଙ୍କର ନାମ ଷ୍ଟ୍ରୋମି ଡାନିଏଲସ୍‌। ଷ୍ଟ୍ରୋମିଙ୍କର କହିବା ଅନୁସାରେ ଟ୍ରମ୍ପଙ୍କ ସହିତ ତାଙ୍କର ଆଫେୟାର୍‌ ଥିଲା। କିନ୍ତୁ ଟ୍ରମ୍ପ ଏହାକୁ ଅସ୍ୱୀକାର କରି ଆସୁଛନ୍ତି।

ରିପୋର୍ଟ ଅନୁସାରେ ୪୧ ବର୍ଷୀ ଷ୍ଟ୍ରୋମି ଡାନିଏଲସ୍‌ ଟ୍ରମ୍ପଙ୍କ ନାମରେ ମାମଲା ଦାୟର କରିଥିଲେ। ହେଲେ ପରେ ତାଙ୍କ ମାମଲାକୁ ରଦ୍ଦ କରାଯାଇଥିଲା। ଏବେ କୋର୍ଟଙ୍କର କହିବା ଅନୁସାରେ ଏହି ମାମଲା ବାବଦରେ ଷ୍ଟ୍ରୋମି ଯେଉଁ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହା ଟ୍ରମ୍ପଙ୍କୁ ଦେବାକୁ ପଡ଼ିବ। ତେଣୁ ଷ୍ଟ୍ରୋମି ଖର୍ଚ୍ଚ କରିଥିବା ୩୩ ଲକ୍ଷ ଟଙ୍କା ଟ୍ରମ୍ପଙ୍କୁ ଦେବା ପାଇଁ କାର୍ଲିଫର୍ଣ୍ଣିଆ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କର ଏହି ନିଷ୍ପତ୍ତି ପରେ ଷ୍ଟ୍ରୋମିଙ୍କର ଓକିଲ ଏହି ବିଷୟରେ ସୂଚନା ଦେଇଥିଲେ। ଯାହାକୁ ଷ୍ଟ୍ରୋମି ଡାନିଏଲସ୍‌ ସୋଶାଲ ମିଡିଆରେ ଶେଆର୍‌ କରି ‘ପୁଣି ଏକ ବିଜୟ’ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମଙ୍କ ସହିତ ଷ୍ଟ୍ରୋମି ଡାନିଏଲସ୍‌ଙ୍କର ଆଫେୟାର୍‌ ଥିବା ଚର୍ଚ୍ଚା ହେବା ପରେ ଷ୍ଟ୍ରୋମି ଏକ ପୁସ୍ତକ ଲେଖିଥିଲେ। ଯେଉଁ ପୁସ୍ତକରେ ସେ ଟ୍ରମ୍ପ ଓ ତାଙ୍କର ସମ୍ପର୍କ ବିଷୟରେ ଖୋଲାସା କରିଥିଲେ। ଏହି ପୁସ୍ତକଟି ସେହି ସମୟରେ ଚର୍ଚ୍ଚାରେ ରହିଥିଲା। ହେଲେ ଷ୍ଟ୍ରୋମିଙ୍କ ସହିତ ସମ୍ପର୍କକୁ ନେଇ ଟ୍ରମ୍ପ ଅସ୍ୱୀକାର କରିଥିଲେ।

ତେବେ ଷ୍ଟ୍ରୋମିଙ୍କର କହିବା ଅନୁସାରେ ୨୦୦୬ ମସିହାରେ ଟ୍ରମ୍ପଙ୍କ ସହିତ ଆଫେୟାର୍‌କୁ ନେଇ ଚର୍ଚ୍ଚା ହେବା ପରେ ତାଙ୍କୁ ଚୁପ ରହିବା ପାଇଁ ଟ୍ରମ୍ପ ଓ ତାଙ୍କ ଓକିଲ ୯୭ ଲକ୍ଷ ଟଙ୍କା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story