DRDOକୁ ଆଉଏକ ବଡ଼ ସଫଳତା, ପ୍ରସ୍ତୁତ କଲା ଆଣ୍ଟବଡି ଟେଷ୍ଟିଂ କିଟ୍ ‘DIPCOVAN’

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ପ୍ରକୋପ ବ୍ୟାପିବାରେ ଲାଗିଛି । କରୋନର ଦ୍ୱିତୀୟ ଲହରର ଆତଙ୍କକୁ ଭିତରେ ଟେଷ୍ଟିଂକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଏପରିକି କରୋନାର ଟେଷ୍ଟିଂର ରେଜଲ୍ଟ ବାହାରିବାରେ ଅନେକ ବିଳମ୍ବରେ ହେଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ DRDO ବଡ଼ ସଫଳତା ହାସଲ କରିଛି। କରୋନାର ଶୀଘ୍ର ସ୍କ୍ରିନିଂ ଲାଗି DRDO ଆଣ୍ଟିବଡି ପରୀକ୍ଷା ପାଇଁ ଏକ ନୂତନ କିଟ୍ ପ୍ରସ୍ତୁତ କରିଛି। ଏହି କିଟ୍ ର ନାମ ହେଉଛି […]

DRDO

DRDO

Ranjit Kumar Jena
  • Published: Friday, 21 May 2021
  • Updated: 21 May 2021, 08:07 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ପ୍ରକୋପ ବ୍ୟାପିବାରେ ଲାଗିଛି । କରୋନର ଦ୍ୱିତୀୟ ଲହରର ଆତଙ୍କକୁ ଭିତରେ ଟେଷ୍ଟିଂକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଏପରିକି କରୋନାର ଟେଷ୍ଟିଂର ରେଜଲ୍ଟ ବାହାରିବାରେ ଅନେକ ବିଳମ୍ବରେ ହେଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ DRDO ବଡ଼ ସଫଳତା ହାସଲ କରିଛି। କରୋନାର ଶୀଘ୍ର ସ୍କ୍ରିନିଂ ଲାଗି DRDO ଆଣ୍ଟିବଡି ପରୀକ୍ଷା ପାଇଁ ଏକ ନୂତନ କିଟ୍ ପ୍ରସ୍ତୁତ କରିଛି। ଏହି କିଟ୍ ର ନାମ ହେଉଛି DIPCOVAN। ଏହି କିଟ୍‌ ୯୭% ଉଚ୍ଚ ସମ୍ବେଦନଶୀଳତା ସହ ଭାଇରସର ସ୍ପାଇକକୁ ଡିଟେକ୍ଟ କରିପାରିବ ଏବଂ ସ୍ପାଇକ୍ ପ୍ରୋଟିନକୁ ୯୯% ସମ୍ବେଦନଶୀଳ ସହ ଚିହ୍ନଟ କରିପାରିବ ।

ଦିଲ୍ଲୀ ସ୍ଥିତ ଭାନଗାର୍ଡ ଡାଇଗ୍ନୋଷ୍ଟିକ୍ସ ପ୍ରାଇଭେଟ୍‌ ଲିମିଟେଡର ସହଯୋଗରେ ଏହାକୁ ବିକଶିତ କରାଯାଇଛି। ଏହି କିଟ୍ ସମ୍ପୂର୍ଣ୍ଣ ସ୍ୱଦେଶୀ ଏବଂ ଏହାକୁ ଏଠାକାର ବୈଜ୍ଞାନିକମାନେ ହିଁ ବିକଶିତ କରିଛନ୍ତି। ଏହା ପରେ ଦିଲ୍ଲୀର ବିଭିନ୍ନି କୋଭିଡ୍‌ ହସ୍ପଟାଲରେ ୧୦୦୦ରୁ ଅଧିକ ରୋଗୀଙ୍କର ନମୁନା ଉପରେ ବ୍ୟାପକ ଯାଞ୍ଚ ପରେ ଏହାର କ୍ଷମତା ପରବର୍ତ୍ତୀ ସମୟରେ, ଦିଲ୍ଲୀର ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ୧୦୦୦ ରୁ ଅଧିକ ରୋଗୀଙ୍କ ନମୁନା ଉପରେ ବ୍ୟାପକ ଅନୁସନ୍ଧାନ ପରେ ଏହାର କ୍ଷମତା ଯାଞ୍ଚ କରାଯାଇଛି।

ଭାନଗାର୍ଡ ଡାଇଗ୍ନୋଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ଏହାକୁ ଚଳିତ ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଲଞ୍ଚ କରିବ। ଭାନଗାର୍ଡ ଡାଇଗ୍ନୋଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ DIPCOVANର ପ୍ରାୟ ୧୦୦ କିଟ୍ ଲଞ୍ଚ କରିବ, ଯେଉଁଥିରେ ପାଖାପାଖି ୧୦ହଜାର ପରୀକ୍ଷଣ କରାଯାଇ ପାରିବ। ଏହି ପରୀକ୍ଷାର ଦାମ ୭୫ ଟଙ୍କା ହେବ ବୋଲି କୁହାଯାଉଛି ।

ବୁଧବାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କୋଭିସେଲ୍ଫ ନାମର ହୋମ୍ ଟେଷ୍ଟିଂ କିଟକୁ ମଧ୍ୟ ଅନୁମୋଦନ ଦେଇଥିଲା, ଯାହା ଏକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ (RAT) କିଟ୍‌। ଏହି କିଟ୍ ସହାୟତାରେ ଲୋକେ ଘରେ ବସି ନିଜର କରୋନା ଟେଷ୍ଟ କରାଇପାରିବେ।

କିଛି ଦିନ ତଳେ ଡିଆରଡିଓର 2-deoxy-D-glucose (2-DG) କରୋନା ଔଷଧକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ(ଡିସିଜିଆଇ) ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ସୂଚନାଯୋଗ୍ୟ, କରୋନାକୁ ମାତ ଦେବାର କ୍ଷମତା ରଖିଥିବା ୨ଡିଜି ଔଷଧକୁ ଡିଆରଡିଓ ଲ୍ୟାବ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଓ ଆଲଇଡ ସାଇନ୍ସ ହାଇଦ୍ରାବାଦ ସ୍ଥିତ ଡା ରେଡ୍ଡୀ ଲ୍ୟାବ ସହାୟତାରେ ପ୍ରସ୍ତୁତ କରିଛନ୍ତି। ଏହାର ଉତ୍ପାଦନ ରେଡ୍ଡୀ ଲ୍ୟାବରେ ହିଁ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story