ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡ଼ କରାଯାଇଛି। କର୍ଣ୍ଣାଟକର ଉତ୍ତର-ଉତ୍ତରପୂର୍ବରେ ଆଜି ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍ଏସସି) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଇଛି । ୩.୩ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଆଜି ସକାଳେ ୭ଟା ୧୪ରେ ହୋଇଥିବା ଏନ୍ଏସସି ରିପୋର୍ଟ ଦେଇଛି।
ଏହି ଭୂକମ୍ପର ଠିକଣାସ୍ଥଳ ଅକ୍ଷାଂଶ ୧୩.୫୫ ଥିବା ବେଳେ ଦ୍ରାଘିମା ୭୭.୭୬ ରେକର୍ଡ଼ କରାଯାଇଛି । ବେଙ୍ଗାଲୁରଠାରୁ ୬୬ କିମି (ଏନଏନଇ) ଦୂର ୨୩ କିମି ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଏନ୍ଏସସି ତଥ୍ୟ ଜାରି କରିଛି। ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ଜନିତ ରିପୋର୍ଟ ଆସି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମାଗଣା ବିଜୁଳି ଓ ପାଣିର ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଭୋଟରଙ୍କୁ ପ୍ରଲୋଭିତ କରିବ ବିଜେପି!
ଏବେ ମହିଳାମାନେ ସବୁ ଦଳର ଭୋଟ ବ୍ୟାଙ୍କ ଭାବେ ଉଭା ହୋଇଛନ୍ତି। ସେମାନଙ୍କ ହାତକୁ ସିଧା ନଗଦ ଟଙ୍କା ଦେବାକୁ ସବୁ ଦଳ ଭିନ୍ନଭିନ୍ନ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି।
Offbeat
'ସ୍ତ୍ରୀ ମୁହଁକୁ କେତେ ସମୟ ଚାହିଁ ରହିବ?' ରବିବାର ବି କାମ କରିବାକୁ ସୁବ୍ରମଣ୍ୟନଙ୍କ ପରାମର୍ଶ
କହିଲେ ରବିବାର କର୍ମଚାରୀଙ୍କୁ କାମ କରାଇପାରୁନଥିବାରୁ ମୁଁ ଦୁଃଖିତ। ସପ୍ତାହରେ ୯୦ଘଣ୍ଟା କାମ କରିବାକୁ କର୍ମଚାରୀଙ୍କୁ ସୁବ୍ରମଣ୍ୟନଙ୍କ ପରାମର୍ଶ।
National
ସମସ୍ତେ ଭାବିଥିଲେ ମରିଯାଇଛନ୍ତି, କିନ୍ତୁ ୨୪ ବର୍ଷ ପରେ ପରିବାର ପାଖକୁ ଫେରିଲେ
ଅୟାଲ ଗାଁରେ ରହୁଥିବା ପ୍ରମୋଦ ୨୦୦୦ ମସିହା ଡିସେମ୍ବର ୪ରେ ହଠାତ୍ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ।
Politics
'ଇଣ୍ଡିଆ' ମେଣ୍ଟ ଭାଙ୍ଗି ଦେବା ଉଚିତ: ଓମାର ଅବଦୁଲ୍ଲା
ଦିଲ୍ଲୀ ନିର୍ବାଚନରେ ଆପ୍-କଂଗ୍ରେସ ମୁହାଁମୁହିଁ ହେବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଲେ ଓମାର ଅବଦୁଲ୍ଲା। ଯଦି କେବଳ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା, ଏହାକୁ ଭାଙ୍ଗିଦେବା ଉଚିତ ବୋଲି କହିଲେ।
National
ବିଷ ପିଇ ଦେଲେ ଆନ୍ଦୋଳନ କରୁଥିବା ଚାଷୀ, ହସ୍ପିଟାଲରେ ଚାଲିଗଲା ଜୀବନ
ସେ ଆନ୍ଦୋଳନସ୍ଥଳରେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ପଟିଆଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।