ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରବିବାର ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନର ସୂଚନା ମୁତାବିକ, ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ୩ଟା୬ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ଥିବା ଜଣାପଡ଼ିଛି । ତେବେ ଏଥିରେ କେହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଥିବା ବେଳେ କେହି ମୃତାହତ ମଧ୍ୟ ହୋଇନାହାନ୍ତି। ଅନ୍ୟପଟେ ଗୁଜୁରାଟର କଚ୍ଛ ଜିଲ୍ଲାରେ […]

Earth quake

Earth quake

Madhupriya Mistry
  • Published: Sunday, 19 September 2021
  • Updated: 19 September 2021, 05:45 PM IST

Sports

Latest News

ଇଟାନଗର: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରବିବାର ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନର ସୂଚନା ମୁତାବିକ, ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ୩ଟା୬ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ଥିବା ଜଣାପଡ଼ିଛି । ତେବେ ଏଥିରେ କେହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଥିବା ବେଳେ କେହି ମୃତାହତ ମଧ୍ୟ ହୋଇନାହାନ୍ତି।

ଅନ୍ୟପଟେ ଗୁଜୁରାଟର କଚ୍ଛ ଜିଲ୍ଲାରେ ରବିବାର ସକାଳେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଗାନ୍ଧୀନଗର ସ୍ଥିତ ଭୂକମ୍ଫ ବିଜ୍ଞାନ ଅନୁସନ୍ଧାନ ସଂସ୍ଥାର ତଥ୍ୟ ଅନୁସାରେ ଭୂକମ୍ପ ସକାଳ ୮.୩୮ରେ ହୋଇଥିଲା । ଭୂକମ୍ପର କେନ୍ଦ୍ର ଦୁଧଇ ଠାରୁ ୨୬ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ୯.୩ କିଲୋମିଟର ଗଭୀର ଖାତ ଥିବା ଜଣାପଡ଼ିଥିଲା ।

ସେହିପରି ଶନିବାର ଦିନ ଜମ୍ମୁ-କଶ୍ମୀରରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। କିଛି ସମୟ ପାଇଁ ଥରି ଉଠିଥିଲା କଶ୍ମୀର ଉପତ୍ୟକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଥିଲା। ଲୋକେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଥିଲା।

https://twitter.com/NCS_Earthquake/status/1439526262611984389?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story