ଥରିଲା କାଠମାଣ୍ଡୁ, ବିହାରର ଅନେକ ଜିଲ୍ଲା ବି ପ୍ରଭାବିତ

କାଠମାଣ୍ଡୁ: ଥରିଲା ନେପାଲର କାଠମାଣ୍ଡୁ। ଆଜି ଭୋରୁ କାଠମାଣ୍ଡୁ ସମେତ ଅଧିକାଂଶ ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ର ନେପାଳର ରାଜଧାନୀ କାଠମାଣ୍ଡୁର ଦକ୍ଷିଣ-ପୂର୍ବରେ ୧୪୭ କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ଜଣାପଡିଛି । ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ। ସେପଟେ ଭୂମିକମ୍ପ ଯୋଗୁ ଲୋକେ ଭୟଭିତ ହୋଇପଡିଛନ୍ତି। ଭୂକମ୍ପ ଝଟ୍‌କା ଅନୁଭବ କରିବା […]

Earthquake

Earthquake

Madhupriya Mistry
  • Published: Sunday, 31 July 2022
  • Updated: 31 July 2022, 09:29 AM IST

Sports

Latest News

କାଠମାଣ୍ଡୁ: ଥରିଲା ନେପାଲର କାଠମାଣ୍ଡୁ। ଆଜି ଭୋରୁ କାଠମାଣ୍ଡୁ ସମେତ ଅଧିକାଂଶ ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଛି।

ଭୂମିକମ୍ପର କେନ୍ଦ୍ର ନେପାଳର ରାଜଧାନୀ କାଠମାଣ୍ଡୁର ଦକ୍ଷିଣ-ପୂର୍ବରେ ୧୪୭ କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ଜଣାପଡିଛି । ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ। ସେପଟେ ଭୂମିକମ୍ପ ଯୋଗୁ ଲୋକେ ଭୟଭିତ ହୋଇପଡିଛନ୍ତି। ଭୂକମ୍ପ ଝଟ୍‌କା ଅନୁଭବ କରିବା ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।

https://twitter.com/ANI/status/1553573040297897984?s=20&t=vS3s79yxhJ16eiSe3UVDRw

ସୂଚନା ଅନୁଯାୟୀ, ନେପାଳ ସୀମାବର୍ତ୍ତୀ ବିହାରର ମଧୁବନୀ, ସମସ୍ତିପୁର, ଅରରିୟା, କଟିହାର, ସୀତାମଢି, ମୁଜଫରପୁର, ଭାଗଲପୁର ଆଦି ଅଞ୍ଚଳରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏସବୁ ଇଲାକାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେ ରେକର୍ଡ କରାଯାଇଛି। ରବିବାର ସକାଳ ୭ଟା ୫୮ ରେ ନେପାଳ ସଂଲଗ୍ନ ବିହାରର ବିଭିନ୍ନ ଅଞ୍ଚଳ ଭୂକମ୍ପ ଯୋଗୁ ଥରି ଉଠିଥିଲା।

୬ ଦିନ ପୂର୍ବରୁ ମଧ୍ୟ ନେପାଳରେ ଭୂକମ୍ପ ଅନୁଭୂତ ହୋଇଥିଲା, କିନ୍ତୁ ଏଥର ଗତ ସପ୍ତାହ ତୁଳନାରେ ଅଧିକ ତୀବ୍ର ଥିଲା। ସେତେବେଳେ ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଥିଲା। କାଠମାଣ୍ଡୁ ଠାରୁ ୧୬୧ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story