କେବେ ହେବ ଗୁଜରାଟ ନିର୍ବାଚନ? ଆଜି ହୋଇପାରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ। ନିର୍ବାଚନ ଆୟୋଗ ଆଜି ମଧ୍ୟାହ୍ଣରେ ତାରିଖ ଘୋଷଣା କରିପାରନ୍ତି। ଗୁଜରାଟର ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟାଗରିଷ୍ଠତା ପାଇଁ ଯେକୌଣସି ଦଳ ୯୨ଟି ସିଟ୍‌ରେ ଜିତିବା ଉଚିତ। ଏଥିର ଏଠାରେ ତ୍ରିକୋଣ ଲଢ଼େଇ ଦେଖିବାକୁ ମିଳିପାରେ। ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ। ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଗୁଜରାଟ […]

gujarat-assembly-election

gujarat-assembly-election

Madhupriya Mistry
  • Published: Thursday, 03 November 2022
  • Updated: 03 November 2022, 12:55 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ। ନିର୍ବାଚନ ଆୟୋଗ ଆଜି ମଧ୍ୟାହ୍ଣରେ ତାରିଖ ଘୋଷଣା କରିପାରନ୍ତି।

ଗୁଜରାଟର ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟାଗରିଷ୍ଠତା ପାଇଁ ଯେକୌଣସି ଦଳ ୯୨ଟି ସିଟ୍‌ରେ ଜିତିବା ଉଚିତ। ଏଥିର ଏଠାରେ ତ୍ରିକୋଣ ଲଢ଼େଇ ଦେଖିବାକୁ ମିଳିପାରେ। ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ।

ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବ ବୋଲି ଆକଳନ କରାଯାଉଛି। ଆସନ୍ତା ଫେବ୍ରୁଆରୀ ୨୦୨୩ରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେବେ ଏହାପୂର୍ବରୁ ତଥା ଚଳିତ ବର୍ଷ ଶେଷ ସୁଦ୍ଧା ଏଠାରେ ନିର୍ବାଚନ ହେବ।

ଏହାପୂର୍ବରୁ ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଆସନ୍ତା ୧୨ ତାରିଖରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story