ବାହାଘର ପ୍ରୋସେସନରେ ଆସିଥିବା ହାତୀର ତୁମୁଳକାଣ୍ଡ: ବର ବି ଭୟରେ ଦୌଡ଼ିଲେ

ପ୍ରାୟଗରାଜ: ବାହାଘର ପ୍ରୋସେସନରେ ସାମିଲ ଥିବା ଗୋଟିଏ ହାତିର ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ବର ଘୋଡ଼ାଗାଡ଼ିରେ ବିବାହ ମଣ୍ଡପକୁ ଆସିଥିବା ବେଳେ ହାତୀଟି ମଧ୍ୟ ତାଙ୍କ ଆଗେଆଗେ ସେଠାରେ ପହଞ୍ଚିଥିଲା। କିଛି ସମୟ ପାଇଁ ସବୁ କିଛି ଠାକ ଠାକ ଥିଲା। ହେଲେ ହଠାତ୍‌ ବାଣ ଫୁଟିବାରୁ ହାତୀଟି ରାଗି ଯାଇ ବ୍ୟାପକ ଭଙ୍ଗାରୁଜା କରିଛି। ହାତୀର ଏପରି ଉଗ୍ର ରୂପ ଦେଖି ଘୋଡ଼ା ଗାଡ଼ିରେ ବସିଥିବା ବର ଜଣଙ୍କ ମଧ୍ୟ ଜୀବନ ବିକଳରେ ଦୌଡ଼ିଛନ୍ତି। ଉତ୍ତର […]

Elephant

Elephant

Hemant Lenka
  • Published: Saturday, 12 June 2021
  • Updated: 13 June 2021, 07:49 AM IST

Sports

Latest News

ପ୍ରାୟଗରାଜ: ବାହାଘର ପ୍ରୋସେସନରେ ସାମିଲ ଥିବା ଗୋଟିଏ ହାତିର ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ବର ଘୋଡ଼ାଗାଡ଼ିରେ ବିବାହ ମଣ୍ଡପକୁ ଆସିଥିବା ବେଳେ ହାତୀଟି ମଧ୍ୟ ତାଙ୍କ ଆଗେଆଗେ ସେଠାରେ ପହଞ୍ଚିଥିଲା। କିଛି ସମୟ ପାଇଁ ସବୁ କିଛି ଠାକ ଠାକ ଥିଲା। ହେଲେ ହଠାତ୍‌ ବାଣ ଫୁଟିବାରୁ ହାତୀଟି ରାଗି ଯାଇ ବ୍ୟାପକ ଭଙ୍ଗାରୁଜା କରିଛି।

ହାତୀର ଏପରି ଉଗ୍ର ରୂପ ଦେଖି ଘୋଡ଼ା ଗାଡ଼ିରେ ବସିଥିବା ବର ଜଣଙ୍କ ମଧ୍ୟ ଜୀବନ ବିକଳରେ ଦୌଡ଼ିଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଥିବା ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଜୁନ୍‌ ୧୧ ତାରିଖ ରାତିରେ ଅମଲପୁରରେ ଏହି ଘଟଣା ଘଟିଛି। ବାହା ହେବାକୁ ଆନନ୍ଦ ତ୍ରିପାଠୀ ଘୋଡ଼ା ଗାଡ଼ିରେ ବସି ହାତୀର ପ୍ରୋସେସନରେ ଅମଲପୁରକୁ ନାରାୟଣପୁର ଗାଁରୁ ଆସିଥିଲେ। ପରିବାର ଲୋକ ଓ ବର ଯାତ୍ରୀମାନେ ମଧ୍ୟ ଅମଲପୁରରେ ଥିବା ମଣ୍ତପରେ ପହଞ୍ଚି ନାଚଗୀତ କରୁଥିଲେ।

ତେବେ ମଣ୍ଡପ ନିକଟରେ ହଠାତ୍‌ ବାଣ ଫୁଟିବାରୁ ହାତୀଟି ରାଗି ଯାଇଥିଲା। ସେ ମଣ୍ଡପରେ ବ୍ୟାପକ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲା। ଏହି ସମୟରେ ହାତୀକୁ ନିୟନ୍ତ୍ରଣ କରିବାକୁ ତା’ ଉପରେ ବସିଥିବା ବ୍ୟକ୍ତି ଜଣଙ୍କ ଭରପୂର ଚେଷ୍ଟା କରିଥିଲେ। ହେଲେ ହାତୀଟି ଆଦୌ ବୋଲ ମାନି ନଥିଲା।

ସେ ମଣ୍ଡପ ଭଙ୍ଗାରୁଜା କରିବା ବେଳେ ବର ଜଣଙ୍କ ଭୟରେ ଘୋଡ଼ା ଗାଡ଼ିରୁ ଓହ୍ଲାଇ ଦୌଡ଼ିଥିଲେ। ବରଯାତ୍ରୀ ଓ ଅନ୍ୟମାନେ ମଧ୍ୟ ତୁରନ୍ତ ମଣ୍ଡପ ଖାଲି କରିଦେଇଥିଲେ। ହାତୀଟି ଭଙ୍ଗାରୁଜା କରିବା ପରେ ସେଠାରେ ଥିବା ୪ଟି କାରକୁ ମଧ୍ୟ ଦଳି ଦେଇଥିଲା।

ଶେଷରେ ବାହାଘର ଆୟୋଜନ କରୁଥିବା ଲୋକମାନେ ବନ ଅଧିକାରୀ ଓ ପୁଲିସ୍‌କୁ ଖବର ଦେଇଥିଲେ। ସେମାନେ ଆସି ହାତୀଟିକୁ ନିୟନ୍ତ୍ରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story