ଜଗନ୍‌ଙ୍କ ଟିମ୍‌ର ସବୁ ମନ୍ତ୍ରୀ ଇସ୍ତଫା ଦେଲେ   

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଣ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପୂରା କ୍ୟାବିନେଟ୍‌ ସଦସ୍ୟ ଆଜି ଇସ୍ତଫା ଦେଇଛନ୍ତି। କ୍ଷମତାକୁ ଆସିବାର କାର୍ଯ୍ୟକାଳ ଅବଧି ଅଧା ଅତିକ୍ରମ ହୋଇଥିବା ବେଳେ ଜଗନ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିବେ ଜଗନ । ତେବେ ୨୦୨୪  ନିର୍ବାଚନ ପୂର୍ବରୁ ସବୁ ମନ୍ତ୍ରୀ ଇସ୍ତଫା ଦେବା ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହୋଇଛି। କ୍ୟାବିନେଟ୍ ମିଟିଂ ପରେ  ଜଗନଙ୍କ ଟିମ୍‌ର ୨୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କ୍ୟାବିନେଟ […]

YS-Jaganmohan-Reddy

YS-Jaganmohan-Reddy

Tapas Behera
  • Published: Thursday, 07 April 2022
  • Updated: 07 April 2022, 07:11 PM IST

Sports

Latest News

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଣ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପୂରା କ୍ୟାବିନେଟ୍‌ ସଦସ୍ୟ ଆଜି ଇସ୍ତଫା ଦେଇଛନ୍ତି। କ୍ଷମତାକୁ ଆସିବାର କାର୍ଯ୍ୟକାଳ ଅବଧି ଅଧା ଅତିକ୍ରମ ହୋଇଥିବା ବେଳେ ଜଗନ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିବେ ଜଗନ । ତେବେ ୨୦୨୪  ନିର୍ବାଚନ ପୂର୍ବରୁ ସବୁ ମନ୍ତ୍ରୀ ଇସ୍ତଫା ଦେବା ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହୋଇଛି।

କ୍ୟାବିନେଟ୍ ମିଟିଂ ପରେ  ଜଗନଙ୍କ ଟିମ୍‌ର ୨୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ଏକ ବଡ଼ ପରିବର୍ତ୍ତନ ଲକ୍ଷରେ ଏହି ପଦକ୍ଷେପ ନେଇଛନ୍ତି  ଜଗନ। ଏବେ ନୂଆ ଟିମ ଗଠନ କରିବାକୁ ଯାଉଥିବା ଜଗନ କହିଛନ୍ତି। ଗତ ଡିସେମ୍ବରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ଥିଲା ।ହେଲେ କୋଭିଡ୍‌ ପାଇଁ ଏହା ସ୍ଥଗିତ ଥିଲା। ତେବେ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ । ନୂଆ ମନ୍ତ୍ରିମଣ୍ଡଳରେ ଆନ୍ଧ୍ରର ୨୬ଟି ଜିଲ୍ଲାରୁ ପ୍ରତିନିଧିଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି।

୨୦୧୯ରେ ନିର୍ବାଚନ ବିଜୟ ପରେ ଜାତି, ଧର୍ମ, ଅଞ୍ଚଳ ଏବଂ ଲିଙ୍ଗଭିତ୍ତିକ ସମାନ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଥିଲେ। କ୍ଷମତାକୁ ଆସିବା ପରେ ରେଡ୍ଡୀ ୫ ଜଣ ଉମମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ  ଅନୁସୂଚିତ ଜାତି, ଜଣେ ଉପଜାତି , ଜଣେ ପଛୁଆ ବର୍ଗ, କାପୁ ଜାତି ଏବଂ ମୁସଲିମ କମ୍ୟୁନିଟିରୁ ଥିଲେ। ସେହିପରି କ୍ୟାବିନେଟରେ ୩ ଜଣ ମହିଳା ଥିଲେ। ଦଳିତ ବର୍ଗରୁ ଗୃହ ମନ୍ତ୍ରୀ ଥିଲେ। ତେବେ ସମାନ ଢାଞ୍ଚାର ପୁନରାବୃତ୍ତି ହେବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କୁ ଦଳର ସାଙ୍ଗଠନିକ କ୍ଷେତ୍ରରେ ପ୍ରମୁଖ ଦାୟିତ୍ୱ ମିଳିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story