BMWରେ ଡେୟାର୍ ଡେଭିଲ୍ ଡ୍ରାଇଭ୍‌, ଗଲା ୪ ଜୀବନ

ଲକ୍ଷ୍ନୌ: ଦ୍ରୁତ ଗତି ମହାବିପତ୍ତି। ଏହି ସ୍ଲୋଗାନ ଯେପରି ଏବେ ସତ ପ୍ରମାଣିତ ହୋଇଛି। ଦ୍ରୁତ ଗତିରେ ଗାଡ଼ି ଚଲାଇବା ଆଉ ଅସାବଧାନତା ପାଇଁ ଚାଲି ଯାଇଛି ୪ଟି ଜୀବନ। ଉତ୍ତରପ୍ରଦେଶ ସୁଲତାନପୁରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କିଛି ସମୟ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ବିଏମ୍‌ଡବ୍ଲୁରେ ବସିଥିବା ୪ ଜଣ କିପରି ବେପରୁଆ ଭାବେ ହାଇ ସ୍ପିଡ୍‌ରେ ଗାଡ଼ି ଚଲାଉଛନ୍ତି ତାହା ଦେଖିବାକୁ ମିଳିଛି। ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ଯାଉଥିବା ଏହି […]

Accident

Accident

Madhupriya Mistry
  • Published: Tuesday, 18 October 2022
  • Updated: 18 October 2022, 10:58 AM IST

Sports

Latest News

ଲକ୍ଷ୍ନୌ: ଦ୍ରୁତ ଗତି ମହାବିପତ୍ତି। ଏହି ସ୍ଲୋଗାନ ଯେପରି ଏବେ ସତ ପ୍ରମାଣିତ ହୋଇଛି। ଦ୍ରୁତ ଗତିରେ ଗାଡ଼ି ଚଲାଇବା ଆଉ ଅସାବଧାନତା ପାଇଁ ଚାଲି ଯାଇଛି ୪ଟି ଜୀବନ। ଉତ୍ତରପ୍ରଦେଶ ସୁଲତାନପୁରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କିଛି ସମୟ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ବିଏମ୍‌ଡବ୍ଲୁରେ ବସିଥିବା ୪ ଜଣ କିପରି ବେପରୁଆ ଭାବେ ହାଇ ସ୍ପିଡ୍‌ରେ ଗାଡ଼ି ଚଲାଉଛନ୍ତି ତାହା ଦେଖିବାକୁ ମିଳିଛି।

ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ଯାଉଥିବା ଏହି କାର୍କୁ ୫୦ କି ୬୦ ନୁହେଁ ୧୦୦ କିମ୍ବା ୧୫୦ ସ୍ପିଡ୍ ନୁହେଁ ୨୩୦ରୁ ଅଧିକ ବେଗରେ ଚଲାଉଥିଲେ। କାର୍‌ର ଡ୍ରାଇଭରଙ୍କୁ ଆହୁରି ଜୋର୍‌ରେ ଯିବାକୁ କହୁଥିଲେ ସହଯାତ୍ରୀ । କୌଣସି ଦୁର୍ଘଟଣା କିମ୍ବା ଅଘଟଣକୁ ଯେପରି ଏମାନଙ୍କ ଫିକର୍ ହି ନଥିଲା। ରାସ୍ତା ଖାଲି ପଡ଼ିଥିଲା ତେଣୁ ଦ୍ରୁତ ଗତିରେ ମାଡ଼ି ଚାଲିଥିଲେ। ବିଏମ୍‌ଡବ୍ଲୁ ଗାଡିରେ କରିଥିଲେ ଡେୟାର ଡେଭିଲ୍ ଡ୍ରାଇଭ୍।

https://twitter.com/PunjabOriginals/status/1581546559992274944?s=20&t=ruTeOh0F8ZLx3oKmuaUCEQ

ଏଥିରୁ ଜଣେ ଯାତ୍ରୀ ମୃତ୍ୟୁକୁ ନେଇ ଡର ବି ପ୍ରକାଶ କରିଥିଲେ। ‘ଚାରୋ କେ ଚାରୋ ମରେଙ୍ଗେ...’ ବୋଲି କହି ବି ଥିଲେ। ହେଲେ ହାଇ ସ୍ପିଡ୍‌ରେ ଗାଡି ଚଲାଇବାର ନିଶା ଏମାନଙ୍କୁ ଏତେ ମତୁଆଲା କରିଥିଲା ଯେ, ଏହାକୁ ବି ସେ ଖାତିର କରିନଥିଲେ।

ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେର ସୁଲତାନପୁରରେ ଏହି BMW କାର୍ ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହାପରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ମୁଣ୍ଡ ଏବଂ ହାତ ୨୦ରୁ ୩୦ ମିଟର ଦୂରରେ ପଡିଥିଲା। ମୃତକଙ୍କ ମଧ୍ୟରେ ରୋହତସର ଡାକ୍ତର ଆନନ୍ଦ ପ୍ରକାଶ ବି ଅଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story