ମୌସୁମୀ ଅଧିବେଶନ ବେଳେ ସଂସଦ ବାହାରେ ପ୍ରତିଦିନ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ: ରବିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ଯେ ପ୍ରାୟ ୨୦୦ରୁ ଅଧିକ ଚାଷୀ ମୌସୁମୀ ଅଧିବେଶନ ବେଳେ ପ୍ରତିଦିନ ସଂସଦ ସମ୍ମୁଖରେ ବିକ୍ଷେୋଭ ପ୍ରଦର୍ଶନ କରିବେ। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରିବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ଚାଷୀ ସଂଘ କହିଛି। ସିଙ୍ଗୁର ସୀମାରେ ଆନ୍ଦୋଳନରତ ଚାଷୀ ବୈଠକ କରିବା ପରେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ବସିବ। ଏହି ସମୟରେ ଆନ୍ଦୋଳନକୁ ଜୋରଦାର କରିବାକୁ […]

Parliamentary-Panel

Parliamentary-Panel

Subhransu Sekhar
  • Published: Sunday, 04 July 2021
  • Updated: 04 July 2021, 10:35 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ଯେ ପ୍ରାୟ ୨୦୦ରୁ ଅଧିକ ଚାଷୀ ମୌସୁମୀ ଅଧିବେଶନ ବେଳେ ପ୍ରତିଦିନ ସଂସଦ ସମ୍ମୁଖରେ ବିକ୍ଷେୋଭ ପ୍ରଦର୍ଶନ କରିବେ। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରିବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ଚାଷୀ ସଂଘ କହିଛି। ସିଙ୍ଗୁର ସୀମାରେ ଆନ୍ଦୋଳନରତ ଚାଷୀ ବୈଠକ କରିବା ପରେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ବସିବ। ଏହି ସମୟରେ ଆନ୍ଦୋଳନକୁ ଜୋରଦାର କରିବାକୁ ଯାଇ ଦିଲ୍ଲୀ ସୀମାରେ ନବସି ସଂସଦ ବାହାରେ ଧାରଣା ଦେବାକୁ ଚାଷୀ ନେତା ଯୋଜନା କରିଛନ୍ତି। ଏଭଳି ହେଲେ କେନ୍ଦ୍ର ସରକାର ଉପରେ ଚାପ ପ୍ରୟୋଗ କରିହେବ ବୋଲି ରାକେଶ ଟିକାୟତ ନେତୃତ୍ୱାଧୀନ ଚାଷୀ ସଂଗଠନ ଚିନ୍ତା କରିଛି। ନିକଟରେ ଚାଷୀ ସଂଗଠନ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ସରକାର କହିଥିଲେ ଆଇନ୍ ରଦ୍ଦ ହେବନି। ଯଦି କୌଣସି ଧାରରେ ପରିବର୍ତ୍ତନ ପାଇଁ ଆବଶ୍ୟକ ଯୁକ୍ତି ରୁହେ ତାହେଲେ ସରକାର ସଂଶୋଧନ କରିପାରନ୍ତି।

ଆଜି ଆନ୍ଦୋଳନରତ ଚାଷୀ ନେତା ବଲବୀର ସିଂ ରାଜେଓ୍ୱାଲା କହିଛନ୍ତି, “ଆମେ ବିରୋଧୀ ସାଂସଦମାନଙ୍କୁ ମଧ୍ୟ ପ୍ରତିଦିନ ଗୃହ ଭିତରେ ଏହି ପ୍ରସଙ୍ଗ ଉଠାଇବାକୁ ନିବେଦନ କରିବୁ। ଆମକୁ ପଦଯାତ୍ରାର ସୁବିଧା ଦେବାକୁ ଅନୁମତି ମିଳିନି। ତେଣୁ ଆମେ ଏହାକୁ ନେଇ ବିରୋଧ କରିବୁ। ଯେପର୍ଯ୍ୟନ୍ତ ସରକାର ତିନି କୃଷି ଆଇନକୁ ରଦ୍ଦ କରି ନାହାନ୍ତି ସେ ପର୍ଯ୍ୟନ୍ତ ଆମେ ସଂସଦର ଅଧିବେଶନ ବନ୍ଦ କରିବାକୁ ଦେବୁ ନାହିଁ”।

ଏହି ସମୟରେ ପ୍ରତ୍ୟେକ କୃଷକ ସଂଗଠନର ପାଞ୍ଚ ଜଣଙ୍କୁ ସଂସଦ ବାହାରେ ହେବାକୁ ଥିବା ବିକ୍ଷୋଭରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ବିରୋଧରେ ମଧ୍ୟ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଏ ନେଇ ଚାଷୀ ସଂଗଠନ ଜୁଲାଇ ୮ରେ ଦେଶବ୍ୟାପୀ ବିରୋଧ କରିବ ବୋଲି କହିଛି। ସାଧାରଣ ଲୋକ ତାଙ୍କ ଗାଡି, ଟ୍ରାକ୍ଟର, ଟ୍ରଲି, କାର, ସ୍କୁଟର, ବସକୁ ଜାତୀୟ ରାଜପଥରେ ପାର୍କିଂ କରାଇବାକୁ ଚାଷୀ ନେତା ନିବେଦନ କରିଛନ୍ତି। ସେହିଭଳି ବିକ୍ଷୋଭ ବେଳେ ଏଲପିଜି ସିଲିଣ୍ଡର ଆଣିବାକୁ ମଧ୍ୟ ଚାଷୀ ମାନେ ଆହ୍ୱାନ କରିଛନ୍ତି।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ନିକଟରେ ଦେଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଜୱାଲ କହିଛନ୍ତି ଯେ ଚାଷୀମାନେ କୌଣସି ସର୍ତ୍ତ ରଖି ଆଲୋଚନା କରିବେ ନାହିଁ। ନେତା ସର୍ତ୍ତ ସହିତ କୃଷି ଆଇନ ବିଷୟରେ ଆଲୋଚନା କରିବାକୁ ଚାହୁଁଛନ୍ତି, ଆମେ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ କିନ୍ତୁ ଯଦି ଆଇନ ପ୍ରତ୍ୟାହାର କରିବାକୁ ସରକାର ରାଜି ହେବେ ବୋଲି ରାଜୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story