ଏକାଠି ଯୁଦ୍ଧବିମାନ ଉଡ଼ାଇ ଇତିହାସ ରଚିଲେ ବାପା-ଝିଅ

ନୂଆଦିଲ୍ଲୀ: ଏକାଠି ଯୁଦ୍ଧବିମାନ ଉଡାଇ ଭାରତୀୟ ବାୟୁସେନାରେ ଇତିହାସ ରଚିଲେ ବାପ-ଝିଅ।  ଭଳି ଏକ ବିରଳ ରେକର୍ଡ କରିଛନ୍ତି ବାୟୁସେନାର ଏୟାର କମୋଡର ସଞ୍ଜୟ ଶର୍ମା ଏବଂ ତାଙ୍କ ଝିଅ ତଥା ଫ୍ଲାଇଂ ଅଫିସର ଅନନ୍ୟା ଶର୍ମା। ଉଭୟ ମିଶି ବାୟୁସେନାର ଏକ ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଦେଶର ପ୍ରଥମ ବାପଝିଅ ଭାବେ ସେମାନେ ଏଭଳି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଗତ ମେ’ ୩୦ ତାରିଖରେ ବାୟୁସେନା ପାଇଲଟଙ୍କ ଏକ ଟିମ୍ କର୍ଣ୍ଣାଟକର ବିଦର […]

Father-daughter fighter pilot duo create history

Madhupriya Mistry
  • Published: Wednesday, 06 July 2022
  • Updated: 06 July 2022, 12:02 PM IST

Sports

Latest News

ନୂଆଦିଲ୍ଲୀ: ଏକାଠି ଯୁଦ୍ଧବିମାନ ଉଡାଇ ଭାରତୀୟ ବାୟୁସେନାରେ ଇତିହାସ ରଚିଲେ ବାପ-ଝିଅ।  ଭଳି ଏକ ବିରଳ ରେକର୍ଡ କରିଛନ୍ତି ବାୟୁସେନାର ଏୟାର କମୋଡର ସଞ୍ଜୟ ଶର୍ମା ଏବଂ ତାଙ୍କ ଝିଅ ତଥା ଫ୍ଲାଇଂ ଅଫିସର ଅନନ୍ୟା ଶର୍ମା। ଉଭୟ ମିଶି ବାୟୁସେନାର ଏକ ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଦେଶର ପ୍ରଥମ ବାପଝିଅ ଭାବେ ସେମାନେ ଏଭଳି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।

ଗତ ମେ' ୩୦ ତାରିଖରେ ବାୟୁସେନା ପାଇଲଟଙ୍କ ଏକ ଟିମ୍ କର୍ଣ୍ଣାଟକର ବିଦର ବାୟୁସେନା ଘାଟୀରେ  ଲଢୁଆ ହକ୍- ୧୩୨ ଆଡଭାନ୍ସଡ ଜେଟ୍ ଟ୍ରେନର୍ ବିମାନ ଉଡାଇଥିଲେ।  ଆଉ ଏହି ଫର୍ମେସନରେ ସାମିଲ ହୋଇଥିଲେ ଏୟାର କମୋଡ଼ର ସଞ୍ଜୟ ଶର୍ମା ଏବଂ ତାଙ୍କ ଝିଅ ଅନନ୍ୟା।

ପୂର୍ବରୁ ବାୟୁସେନା ବିମାନକୁ କୌଣସି ବାପା-ଝିଅ ମିଶି ଉଡ଼ାଇ ନ ଥିଲେ। ୨୦୧୬ରେ ଭାରତୀୟ ବାୟୁସେନାରେ ମହିଳା ପାଇଲଟ୍‌କୁ ସାମିଲ ପାଇଁ ନିଷ୍ପତ୍ତି ହେବା ପରେ ନିଜ ଦୀର୍ଘଦିନର ସ୍ୱପ୍ନ ପୂରଣ ପାଇଁ ମନ ବଳାଇଥିଲେ ଅନନ୍ୟା। ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍‌ରେ ବି.ଟେକ୍ ଶେଷ କରିବା ପରେ ଅନନ୍ୟା ଗତ ବର୍ଷ ଡିସେମ୍ବର ମାସରେ ବାୟୁସେନାରେ ଲଢୁଆ ବିମାନର ପାଇଲଟ ଭାବେ ଯୋଗ ଦେଇଥିଲେ।

ସେହିପରି ଏୟାର କମୋଡର ସଞ୍ଜୟ ବାୟୁସେନାର ଜଣେ ଅଭିଜ୍ଞ ଫାଇଟର ପାଇଲଟ। ସେ ୧୯୮୯ ମସିହାରେ ବାୟୁସେନାର ଫାଇଟର ଷ୍ଟ୍ରିମରେ ଯୋଗ ଦେଇଥିଲେ।  ସଞ୍ଜୟ ମିଗ୍-୨୧ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ରହିବା ସହ ତାଙ୍କର ଅନେକ ଲଢୁଆ ବିମାନ ଉଡାଇବାର ଅଭିଜ୍ଞତା ରହିଛି।

୨୦୧୬ ମସିହାରେ ବାୟୁସେନାରେ ମହିଳାଙ୍କୁ ଯୁଦ୍ଧବିମାନର ପାଇଲଟ ଭାବେ ସାମିଲ କରାଯାଇଥିଲା। ୨୦୧୬ ଜୁନ୍‌ରେ ଅବନୀ ଚର୍ତୁବେଦୀ, ଭାବନା କାନ୍ତ ଓ ମୋହନା ସିଂହ ଦେଶର ପ୍ରଥମ ମହିଳା ଫାଇଟର୍ ପାଇଲଟ୍ ବନି ଇତିହାସ ରଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story