ପ୍ରେମିକ-ପ୍ରେମିକାଙ୍କ ମେସେଜରୁ ସନ୍ଦେହ, ୬ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ

ବାଙ୍ଗାଲୋର: ଲଭ୍‌ ଚାଟ୍‌ରୁ ସନ୍ଦେହ। ପ୍ରେମିକା ପଠାଇଲା ପ୍ରେମିକଙ୍କୁ ମେସେଜ୍‌। ଆଉ ବିମାନ ବନ୍ଦରରେ ଏହି ମେସେଜକୁ ନେଇ ଖେଳିଗଲା ଆତଙ୍କ। ଉଡିବାକୁ ପ୍ରସ୍ତୁତ ହୋଇଥିବା ବିମାନରେ ହଠାତ୍‌ ଲାଗିଗଲା ବ୍ରେକ୍‌। ଭୟଭୀତ ହୋଇପଡିଲେ କ୍ରୁ ମେମ୍ବର ଓ ଯାତ୍ରୀ। ବିମାନରୁ ଓହ୍ଲାଇଗଲେ ସମସ୍ତ ଯାତ୍ରୀ। ଏପରିକି ସମସ୍ତଙ୍କ ଲଗେଜକୁ ତନ୍ନ ତନ୍ନ କରି କରାଗଲା ଯାଞ୍ଚ। ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁ ବିମାନ ବନ୍ଦରରେ। ରବିବାର ବାଙ୍ଗାଲରୁ ବିମାନ ବନ୍ଦରରେ ମାଙ୍ଗାଲୁରୁରୁ ମୁମ୍ବାଇ ଯିବା […]

Flight delayed by six hours

Flight delayed by six hours

Madhupriya Mistry
  • Published: Monday, 15 August 2022
  • Updated: 15 August 2022, 02:37 PM IST

Sports

Latest News

ବାଙ୍ଗାଲୋର: ଲଭ୍‌ ଚାଟ୍‌ରୁ ସନ୍ଦେହ। ପ୍ରେମିକା ପଠାଇଲା ପ୍ରେମିକଙ୍କୁ ମେସେଜ୍‌। ଆଉ ବିମାନ ବନ୍ଦରରେ ଏହି ମେସେଜକୁ ନେଇ ଖେଳିଗଲା ଆତଙ୍କ। ଉଡିବାକୁ ପ୍ରସ୍ତୁତ ହୋଇଥିବା ବିମାନରେ ହଠାତ୍‌ ଲାଗିଗଲା ବ୍ରେକ୍‌। ଭୟଭୀତ ହୋଇପଡିଲେ କ୍ରୁ ମେମ୍ବର ଓ ଯାତ୍ରୀ। ବିମାନରୁ ଓହ୍ଲାଇଗଲେ ସମସ୍ତ ଯାତ୍ରୀ। ଏପରିକି ସମସ୍ତଙ୍କ ଲଗେଜକୁ ତନ୍ନ ତନ୍ନ କରି କରାଗଲା ଯାଞ୍ଚ। ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁ ବିମାନ ବନ୍ଦରରେ।

ରବିବାର ବାଙ୍ଗାଲରୁ ବିମାନ ବନ୍ଦରରେ ମାଙ୍ଗାଲୁରୁରୁ ମୁମ୍ବାଇ ଯିବା ପାଇଁ ଇଣ୍ଡିଗୋ ବିମାନରେ ଯାତ୍ରୀମାନେ ବସିଥିଲେ। ଏହି ଯାତ୍ରୀଙ୍କ ମଧ୍ୟରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ସହ ଟେକ୍ସଟ୍‌ ମେସେଜରେ କଥା ହେଉଥିଲେ। ଉକ୍ତ ପ୍ରେମିକଙ୍କ ପାଖ ସିଟ୍‌ରେ ବସିଥିବା ଜଣେ ସହ ଯାତ୍ରୀଙ୍କ ତାଙ୍କ ମେସେଜ ଉପରେ ଆଖି ପଡିଥିଲା। ଏହାପରେ ସେ ସନ୍ଦେହଜନକ ମେସେଜ ଦେଖି ଭୟଭୀତ ହୋଇପଡିଥିଲା। ତୁରନ୍ତୁ ଯାତ୍ରୀ ଜଣକ ବିମାନର କ୍ରୁ ମେମ୍ବରକୁ ଜଣାଇଥିଲେ। କ୍ୟାବିନ୍‌ କ୍ରୁ’ ଏ ସଂକ୍ରାନ୍ତରେ ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌’ଙ୍କୁ ସୂଚନା ଦେଇଥିଲେ। ଫଳରେ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇସାରିଥିବା ଉକ୍ତ ବିମାନ ଅଟକି ଯାଇଥିଲା। ଏହାପରେ ସମସ୍ତ ଯାତ୍ରୀଙ୍କୁ ବିବାମନରୁ ଓହ୍ଳାଇ ସେମାନଙ୍କ ଲଗେଜ୍‌ ଯାଞ୍ଚ କରାଯାଇଥିଲା।

ସୂଚନା ଅନୁସାରେ, ସେହି ବିମାନ ବନ୍ଦରରେ ବେଙ୍ଗାଲୁରୁ ଯିବା ପାଇଁ ବିମାନ ଧରିବାକୁ ଥିବା ପ୍ରେମିକା ସଙ୍ଗରେ ଉକ୍ତ ପୁରୁଷ ଯାତ୍ରୀ ଜଣକ ଚାଟିଂ କରୁଥିଲେ। ଚାଟିଂରେ ଲେଖାଥିଲା 'You are Bomber'। ଏହି ସନ୍ଦେହଜନକ ମେସେଜ ଆସିବା ପରେ ଉକ୍ତ ଯାତ୍ରୀଙ୍କୁ ଆଉ ବିମାନରେ ଚଢ଼ିବା ପାଇଁ ଅନୁମତି ଦିଆଯାଇ ନଥିଲା।  ପୁଲିସ ତାଙ୍କୁ ଜେରା କରିବାକୁ ନେଇଥିଲା। ଦୀର୍ଘ ଘଣ୍ଟା ଧରି ଜେରା ଚାଲିଲା ଏବଂ ତାଙ୍କ ପ୍ରେମିକା ମଧ୍ୟ ବେଙ୍ଗାଲୁରୁ ଯିବା ବିମାନରେ ଯାଇ ପାରିଲେ ନାହିଁ।

ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଉକ୍ତ ବିମାନରେ ସମସ୍ତ ୧୮୫ଜଣ ଯାତ୍ରୀଙ୍କୁ ଚଢ଼ିବା ପାଇଁ ଅନୁମତି ମଳିଥିଲା। ନିର୍ଦ୍ଧାରିତ ସମୟର ୬ ଘଣ୍ଟା ବିଳମ୍ବ ଅର୍ଥାତ୍‌ ସନ୍ଧ୍ୟା ୫ଟାରେ ଇଣ୍ଡିଗୋ ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ଦୁଇ ବନ୍ଧୁଙ୍କ ମଧ୍ୟରେ ତାହା ଆମୋଦପୂର୍ଣ୍ଣ ‘ଚାଟିଙ୍ଗ୍‌’ ଥିବାରୁ କାହା ନାଁରେ କୌଣସି ମାମଲା ରୁଜୁ କରାଯାଇନଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story