ଟିକା ଲଗାନ୍ତୁ, ସୁନା ନିଅନ୍ତୁ

ରାଜକୋଟ: ଗୁଜୁରାଟର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ ଲୋକଙ୍କୁ ଟିକାକରଣରେ ସାମିଲ୍ କରିବା ପାଇଁ କିଛି ସ୍ଥାନୀୟ ସୁନା ବ୍ୟବସାୟୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସରକାରଙ୍କ ସହ ଏହି ସୁନା ବ୍ୟବସାୟ ମିଶି ଟିକା ନେଲେ ନାକ ଫୁଲ୍ ଉପହାର ସ୍ୱରୂପ ଦେଉଛନ୍ତି। ମହିଳାଙ୍କ ପାଇଁ ନାକ ଫୁଲ ଦିଆଯାଉଥିବା ବେଲେ ପୁରୁଷଙ୍କୁ ଉପହାରରେ ସୁନା ରଙ୍ଗର ବ୍ଲେଣ୍ଡର ଉପହାର ଦେଉଛନ୍ତି ସ୍ଥାନୀୟ ବ୍ୟବସାୟୀ। ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ପାଇଁ ରାଜକୋଟର […]

gujrat-gold

gujrat-gold

Subhransu Sekhar
  • Published: Wednesday, 07 April 2021
  • Updated: 07 April 2021, 01:48 PM IST

Sports

Latest News

ରାଜକୋଟ: ଗୁଜୁରାଟର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ ଲୋକଙ୍କୁ ଟିକାକରଣରେ ସାମିଲ୍ କରିବା ପାଇଁ କିଛି ସ୍ଥାନୀୟ ସୁନା ବ୍ୟବସାୟୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସରକାରଙ୍କ ସହ ଏହି ସୁନା ବ୍ୟବସାୟ ମିଶି ଟିକା ନେଲେ ନାକ ଫୁଲ୍ ଉପହାର ସ୍ୱରୂପ ଦେଉଛନ୍ତି। ମହିଳାଙ୍କ ପାଇଁ ନାକ ଫୁଲ ଦିଆଯାଉଥିବା ବେଲେ ପୁରୁଷଙ୍କୁ ଉପହାରରେ ସୁନା ରଙ୍ଗର ବ୍ଲେଣ୍ଡର ଉପହାର ଦେଉଛନ୍ତି ସ୍ଥାନୀୟ ବ୍ୟବସାୟୀ।

ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ପାଇଁ ରାଜକୋଟର ଅଳଙ୍କାର ବ୍ୟବସାୟୀ ଏଭଳି ପଦକ୍ଷେପ ନେଇଥିବା ସୂଚନା ରହିଛି।

ଏପର୍ଯ୍ୟନ୍ତ ମୋଟ୍ ୭୫୧ ମହିଳାଙ୍କୁ ସୁନାର ନାକ ଫୁଲ ଏବଂ୫୮୦ ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଦିଆଯାଇଛି। ଏହି ଉପହାର ରାଜକୋଟ ସହରର ସୋନିବଜାର ସ୍ଥିତ କିଶୋର ସିଂହଜୀ ପ୍ରାଥମିକ ସ୍କୁଲରେ ଆୟୋଜିତ କରୋନା ଟିକାକରଣ ଶିବିରରେ ଲୋକଙ୍କୁ ଉପହାର ଦିଆଯାଉଛି।

ଏହି ଅଳଙ୍କରା ବ୍ୟବସାୟୀ ସଂଘ ବିବୃତ୍ତି ଜାରି କରି କହିଛି ଯେ ଗୁଜୁରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଲୋକମାନେ କିଭିଳି ଅଧିକରୁ ଅଧିକ ଟିକାକରଣରେ ଭାଗ ନେବେ ସେଥିପାଇଁ ତାଙ୍କ ବ୍ୟବସାୟୀ ସଂଘ ଏଭଳି ନୀତି ଆପଣାଇଛି ବୋଲି କହିଛି।

ସୂଚନାଯୋଗ୍ୟ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ସକାଳ ୮ ଟାରୁ ସଂଧ୍ୟା ୬ଟା ମଧ୍ୟରେ ୨୦ଟି ସହରରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ଏଥିସହ ବିବାହ ଉତ୍ସବରେ ୧୦୦ ଲୋକଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇଥିବାବେଳେ ଏପ୍ରିଲ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକ ପ୍ରତ୍ୟେକ ଶନିବାର ୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story