ପୁଣି ବଢ଼ିଲା ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

ନୂଆଦିଲ୍ଲୀ: ଲଗାମ ଛଡା ହୋଇଛି ତୈଳ ଦର। ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ଦାମ୍‌। ଆଜି ପୁଣି କ୍ରମାଗତ ଷଷ୍ଠ ଦିନ ପାଇଁ ବଢ଼ିଛି ତୈଳଦର। ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ଏବଂ ଡେଜେଲ ଲିଟର ପ୍ରତି ୩୫ ପଇସା ମହଙ୍ଗା ହୋଇଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୩.୮୪ ଟଙ୍କାରୁ ବଢ଼ି ୧୦୪.୧୪ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ମଧ୍ୟ ଲିଟର ପିଛା ୯୨.୮୨ଟଙ୍କାକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଲାଗୁ […]

Petrol and diesel Price

Petrol and diesel Price

Madhupriya Mistry
  • Published: Sunday, 10 October 2021
  • Updated: 10 October 2021, 09:02 AM IST

Sports

Latest News

ନୂଆଦିଲ୍ଲୀ: ଲଗାମ ଛଡା ହୋଇଛି ତୈଳ ଦର। ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ଦାମ୍‌। ଆଜି ପୁଣି କ୍ରମାଗତ ଷଷ୍ଠ ଦିନ ପାଇଁ ବଢ଼ିଛି ତୈଳଦର। ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ଏବଂ ଡେଜେଲ ଲିଟର ପ୍ରତି ୩୫ ପଇସା ମହଙ୍ଗା ହୋଇଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୩.୮୪ ଟଙ୍କାରୁ ବଢ଼ି ୧୦୪.୧୪ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ମଧ୍ୟ ଲିଟର ପିଛା ୯୨.୮୨ଟଙ୍କାକୁ ବୃଦ୍ଧି ପାଇଛି।

ବର୍ଦ୍ଧିତ ଦର ଲାଗୁ ହେବା ପରେ ଚାରୋଟି ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ସବୁଠୁ ମହଙ୍ଗା ହୋଇଛି ତୈଳଦର। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ଟପିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୦୯.୮୩ ଟଙ୍କାରୁ ୧୧୦.୧୨ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ମଧ୍ୟ ୧୦୦.୬୬ ଟଙ୍କା ପ୍ରତି ଲିଟର ହୋଇଛି।

ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୫ ଟଙ୍କା ୯୩ ଟଙ୍କାକୁ ବଢ଼ିଛି। ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୧ ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି। ଡିଜେଲ ୯୭ଟଙ୍କା ୨୬ ପଇସା ପ୍ରତି ଲିଟର ରହିଛି।

ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡୁଛି। କେବଳ ଭାରତରେ ନୁହେଁ ବିଶ୍ୱ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଛି।

https://twitter.com/ANI/status/1447031365229109249?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story