ଆଧାର କାର୍ଡ ଜରିଆରେ ମିଳିବ ଋଣ! ଘରେ ବସି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଙ୍କରୁ ଋଣ ପାଇବା ପୂର୍ବାପେକ୍ଷା ଅଧିକ ସହଜ ହୋଇଯାଇଛି। ଯଦି ଆପଣ ଋଣ ପାଇବାକୁ ଯୋଗ୍ୟ, ତା’ହେଲେ ଏଥିପାଇଁ ଆପଣଙ୍କୁ ଅଧିକ କାଗଜପତ୍ର ମଧ୍ୟ ଦେବାକୁ ପଡ଼ୁନି। ଋଣ ପାଇଁ ଆପଣଙ୍କୁ କେବଳ ବ୍ୟାଙ୍କ ନିକଟରେ କେୱାଇସି ଦାଖଲ କରିବାକୁ ପଡ଼ିଥାଏ। ଏହାଦ୍ୱାରା ବ୍ୟାଙ୍କ ଆପଣଙ୍କର ସବୁ ତଥ୍ୟ ହାସଲ କରିଥାଏ। ଏବେ ସବୁଠାରୁ ଭଲ ଖବର ହେଲା ଯେ ଆପଣ ଆଧାର କାର୍ଡ ଜରିଆରେ ମଧ୍ୟ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରିପାରିବେ। […]

Loan

Loan

Hemant Lenka
  • Published: Monday, 27 September 2021
  • Updated: 27 September 2021, 04:35 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଙ୍କରୁ ଋଣ ପାଇବା ପୂର୍ବାପେକ୍ଷା ଅଧିକ ସହଜ ହୋଇଯାଇଛି। ଯଦି ଆପଣ ଋଣ ପାଇବାକୁ ଯୋଗ୍ୟ, ତା’ହେଲେ ଏଥିପାଇଁ ଆପଣଙ୍କୁ ଅଧିକ କାଗଜପତ୍ର ମଧ୍ୟ ଦେବାକୁ ପଡ଼ୁନି। ଋଣ ପାଇଁ ଆପଣଙ୍କୁ କେବଳ ବ୍ୟାଙ୍କ ନିକଟରେ କେୱାଇସି ଦାଖଲ କରିବାକୁ ପଡ଼ିଥାଏ।

ଏହାଦ୍ୱାରା ବ୍ୟାଙ୍କ ଆପଣଙ୍କର ସବୁ ତଥ୍ୟ ହାସଲ କରିଥାଏ। ଏବେ ସବୁଠାରୁ ଭଲ ଖବର ହେଲା ଯେ ଆପଣ ଆଧାର କାର୍ଡ ଜରିଆରେ ମଧ୍ୟ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରିପାରିବେ। KYC ପାଇଁ ଆଧାର କାର୍ଡ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଏହା ଆପଣଙ୍କ ଫଟୋ ପ୍ରୁଫ ସହ ଠିକଣା ପ୍ରମାଣପତ୍ର ଭାବେ ମଧ୍ୟ କାର୍ଯ୍ୟ କରେ।

ଆଧାର କାର୍ଡ ଜରିଆରେ ଆପଣ ତୁରନ୍ତ ବ୍ୟକ୍ତିଗତ ଋଣ ପାଇପାରିବେ। ଏଥିପାଇଁ ଆପଣ ଘରେ ବସି ଅନଲାଇନରେ ଆବେଦନ ମଧ୍ୟ କରିପାରିବେ। ଆପଣଙ୍କୁ କେବଳ ଗୋଟିଏ ଆପ୍ଲିକେସନ ଫର୍ମ ପୂରଣ କରିବାକୁ ପଡ଼ିବ। ସେହିପରି e-KYC ସମ୍ପର୍କିତ ଦସ୍ତାବିଜ ଦେବାକୁ ହେବ। ଆପଣଙ୍କୁ କୌଣସି ଦସ୍ତାବିଜର ହାର୍ଡକପି ବ୍ୟାଙ୍କରେ ଋଣ ପାଇଁ ଦାଖଲ କରିବାକୁ ପଡ଼ିବନି।

ଆଧାର କାର୍ଡରେ ଲୋନ ନେବାର ଉପାୟ

୧-ଆପଣଙ୍କୁ ପ୍ରଥମେ ବ୍ୟାଙ୍କର ଆପ କିମ୍ବା ୱେବସାଇଟରେ ଲଗଇନ କରିବାକୁ ପଡ଼ିବ।

୨-ଆପଣଙ୍କୁ ଏହାପରେ ଋଣ ଲେଖାଥିବା ବିକଳ୍ପ ମିଳିବ। ଏହା ମଧ୍ୟରେ ବ୍ୟକ୍ତିଗତ ଋଣ ଲେଖାଯାଇଥିବା ବିକଳ୍ପକୁ କ୍ଲିକ କରନ୍ତୁ। ଏଠାରେ ଆପଣ ଋଣ ପାଇବାକୁ ଯୋଗ୍ୟ କି ନୁହନ୍ତି, ତା’ର ଯାଞ୍ଚ କରିବାକୁ ହେବ। ଶେଷରେ ଆବେଦନ ବିକଳ୍ପରେ କ୍ଲିକ କରିବାକୁ ହେବ।

୩- ଏହାକୁ କ୍ଲିକ କରିବା କ୍ଷଣି ଗୋଟିଏ ଆପ୍ଲିକେସନ ଫର୍ମ ଆସିବ। ଏହାକୁ ଆପଣଙ୍କୁ ପୂରଣ କରିବାକୁ ହେବ।

୪- ଫର୍ମ ପୂରଣ କରି ଦାଖଲ କରିବା ପରେ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଫୋନ ଆସିବ। ଆପଣ ଦେଇଥିବା ତଥ୍ୟକୁ ସେ ଫୋନ ଦ୍ୱାରା ପୁନଃଯାଞ୍ଚ କରିବେ। ଏହି ଯାଞ୍ଚ ପରେ ଆପଣଙ୍କ ଋଣ ଆବେଦନକୁ ମଞ୍ଜୁରୀ ମିଳିବ।

୫- ମଞ୍ଜୁରୀ ମିଳିବାର କିଛି ସମୟ ମଧ୍ୟରେ ଆପଣଙ୍କ ସେଭିଙ୍ଗ୍ସ ଆକାଉଣ୍ଟକୁ ଋଣ ରାଶି ଆସିଯିବ।

ଋଣ ରାଶି ଆପଣଙ୍କ କ୍ରେଡିଟ ସ୍କୋର ଉପରେ ନିର୍ଭର କରିବ। ସେହିପରି ଆପଣ ବ୍ୟାଙ୍କ ତରଫରୁ ଧାର୍ଯ୍ୟ ହେବାକୁ ଥିବା ଇଏମଆଇକୁ ମଧ୍ୟ ସମୟ ଅନୁସାରେ ଦାଖଲ କରିବାକୁ ଯୋଗ୍ୟ ହେଲେ, ଯାଇ ଆପଣଙ୍କୁ ଋଣ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story