୧୫ ଜଣ ପିଲାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଗିରଫ  

ଚେନ୍ନାଇ: ୧୫ ଜଣ ପିଲାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନାନୁସାରେ ଉକ୍ତ ବିଦ୍ୟାଳୟରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ନବମ ଓ ଦଶମ ଶ୍ରେଣୀରେ ୧୫ ଜଣ ପିଲା ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ। ପିଲାମାନେ ଅଭିଯୋଗ କରିଛନ୍ତି ଯେ ଦୁଇଜଣ ଶିକ୍ଷକ ତଥା ଗଣିତ ଓ ସାମାଜିକ […]

Misbehave

Misbehave

Tapas Behera
  • Published: Saturday, 25 December 2021
  • Updated: 25 December 2021, 07:40 AM IST

Sports

Latest News

ଚେନ୍ନାଇ: ୧୫ ଜଣ ପିଲାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନାନୁସାରେ ଉକ୍ତ ବିଦ୍ୟାଳୟରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ନବମ ଓ ଦଶମ ଶ୍ରେଣୀରେ ୧୫ ଜଣ ପିଲା ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ।

ପିଲାମାନେ ଅଭିଯୋଗ କରିଛନ୍ତି ଯେ ଦୁଇଜଣ ଶିକ୍ଷକ ତଥା ଗଣିତ ଓ ସାମାଜିକ ବିଜ୍ଞାନ ଶିକ୍ଷକ ପଢ଼ାଇବା ବେଳେ ଦ୍ୱି-ଅର୍ଥବୋଧକ ମନ୍ତବ୍ୟ ଦିଅନ୍ତି। ଏପରିକି ଦୁହେଁ ଶିକ୍ଷକ ସେମାନଙ୍କୁ ଅଶାଳୀନ ଢ଼ଙ୍ଗରେ ଛୁଅନ୍ତି।

ସ୍କୁଲ ସରିବା ପରେ ସେମାନଙ୍କୁ ଫୋନ କରି ଅଶ୍ଲୀଳ କଥା ମଧ୍ୟ କୁହନ୍ତି। ଅଭିଯୋଗ ପାଇବା ପରେ ପୁଲିସ ସାମାଜିକ ବିଜ୍ଞାନ ଶିକ୍ଷକଙ୍କୁ ଗିରଫ କରିଛି। ଗଣିତ ଶିକ୍ଷକ ଫେରାର ଅଛନ୍ତି। ସେହିପରି ଅଭିଯୋଗ ମିଳିବା ପରେ ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସ୍ଥାନୀୟ ମହିଳା ପୋଲିସ ଷ୍ଟେସନ ଇନ୍ସପେକ୍ଟର ଅନୁସନ୍ଧାନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story