ଷ୍ଟୋନ୍‌ ବଦଳରେ କିଡନୀ ବାହାର କରିଦେଲେ ଡାକ୍ତର, ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଅହମ୍ମଦାବାଦ: କିଡନୀରୁ ଷ୍ଟୋନ୍‌ ବାହାର କରିବା କଥା। ହେଲେ ଡାକ୍ତର କିଡନୀ ବାହାର କରିଦେଲେ। ଆଉ ରୋଗୀ ମରିଯିବା ପରେ ତାଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଜରାଟରୁ ଏହ ମାମଲା ଆସିଥିବା ବେଳେ ଗୁଜରାଟ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ(Gujarat State Consumer Dispute Redressal Commission) ଶୁଣାଣି କରି ଏହି ରାୟ ଦେଇଛନ୍ତି। ଗୁଜରାଟର ବାଲାସିନୋରରେ ଥିବା କେଏମଜି ଜେନେରାଲ ହସପିଟାକଲକୁ ଏହି ନିର୍ଦ୍ଦେଶ ହୋଇଛି। ମୃତକ […]

Kidney

Kidney

Tapas Behera
  • Published: Tuesday, 19 October 2021
  • Updated: 19 October 2021, 08:08 PM IST

Sports

Latest News

ଅହମ୍ମଦାବାଦ: କିଡନୀରୁ ଷ୍ଟୋନ୍‌ ବାହାର କରିବା କଥା। ହେଲେ ଡାକ୍ତର କିଡନୀ ବାହାର କରିଦେଲେ। ଆଉ ରୋଗୀ ମରିଯିବା ପରେ ତାଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଜରାଟରୁ ଏହ ମାମଲା ଆସିଥିବା ବେଳେ ଗୁଜରାଟ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ(Gujarat State Consumer Dispute Redressal Commission) ଶୁଣାଣି କରି ଏହି ରାୟ ଦେଇଛନ୍ତି। ଗୁଜରାଟର ବାଲାସିନୋରରେ ଥିବା କେଏମଜି ଜେନେରାଲ ହସପିଟାକଲକୁ ଏହି ନିର୍ଦ୍ଦେଶ ହୋଇଛି। ମୃତକ ହେଲେ ଦେବୀନ୍ଦ୍ରଭାଇ ରାଭାଲ। ମୃତକଙ୍କ ସମ୍ପର୍କୀୟଙ୍କ ଆବେଦନର ଶୁଣାଣି କରି  ଗୁଜୁରାଟ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ ଏହି ରାୟ ଶୁଣାଇଛନ୍ତି। କର୍ମଚାରୀଙ୍କ ଅବହେଳା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ଉପଭୋକ୍ତା ଅଧିକାର ପ୍ୟାନେଲ୍।

ଗୁଜରାଟର ଖେଡା ଜିଲ୍ଲାର ଭଙ୍ଗ୍ରୋଲି ଗାଁର ବାସିନ୍ଦା ଦେବେନ୍ଦ୍ରଭାଇ ରାଭାଲ ୨୦୧୧ରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେହିପରି ପରିସ୍ରା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ସେ କେଏମଜି ଜେନେରାଲ ହସପିଟାଲରେ ଭର୍ତ୍ତି ହେବା ସହ ଡାଇଗ୍ନୋସିସ କରିଥିଲେ। ସେଠାରେ ତାଙ୍କ ବାମ କିଡନୀରେ ୧୫ ଏମଏମର ଷ୍ଟୋନ ଥିବା ଜଣାପଡ଼ିଥିଲା। ୨୦୧୧ ସେପ୍ଟମ୍ବର ୩ରେ ଉକ୍ତ ହସପିଟାଲରେ  ଅପରେସନ ହୋଇଥିଲା।  ଅପରେସନ ବେଳେ ଡାକ୍ତର କହିଥିଲେ ଯେ, ଷ୍ଟୋନ୍‌ ବଦଳରେ ରୋଗୀର ବାମ କିଡନୀ ବାହାର କରିବାକୁ ପଡିବ। ରୋଗୀ ଭଲରେ ରହିବାକୁ ହେଲେ କିଡନୀ ବାହାର ପାଇଁ ପରାମର୍ଶ ଦେଇଥିଲେ।

ଅପରେସନର କିଛି ମାସ ମଧ୍ୟରେ ସେ ପରିସ୍ରା ପାସ କରିବାରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଦେବେନ୍ଦ୍ରଭାଇ ରାଭାଲଙ୍କୁ ନାଦିଆଡର କିଡନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅହମ୍ମଦାବାଦର କିଡନୀ ରୋଗ ଏବଂ ଗବେଷଣା କେନ୍ଦ୍ର (ଆଇକେଡିଆରସି) କୁ ରେଫର୍ କରାଯାଇଥିଲା। ଯେଉଁଠି ସେ ୨୦୧୨ଜାନୁଆରୀ ୮ରେ କିଡନୀ ଜଟିଳତାର ଶିକାର ହୋଇଥିଲେ। ପରେ ଦେବେନ୍ଦ୍ରଭାଇଙ୍କ ମୃତ୍ୟୁ ଘଟିଥିଲା। ଏନେଇ ରୋଗୀଙ୍କ ସମ୍ପର୍କୀୟ ଗୁଜୁରାଟ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନଙ୍କ ନିକଟରେ ଦ୍ୱାରସ୍ତ ହୋଇଥିଲେ। କେବଳ କର୍ମଚାରୀ ନୁହେଁ ଏଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ବୋଲି  ଗୁଜରାଟ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ କହିଛନ୍ତି। କେଏମଜି ଜେନେରାଲ ହସପିଟାକଲକୁ ୨୦୧୨ରୁ ୭.୫ ପ୍ରତିଶତ ସୁଦ୍ଧ ହାରରେ ମୋଟ ୧୧.୨୩ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story