ଜ୍ଞାନବ୍ୟାପୀ ମାମଲା: ମୁସ୍‌ଲିମ୍‌ ପକ୍ଷ ପାଇଁ ଲଢ଼ୁଥିବା ଓକିଲଙ୍କ ମୃତ୍ୟୁ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସ୍‌ଜିଦ ମାମଲାରେ ମୁସଲିମ ପକ୍ଷ ପାଇଁ ଲଢ଼ୁଥିବା ଓକିଲଙ୍କ ଦେହାନ୍ତ ହୋଇଛି। ଶୃଙ୍ଗାର ଗୌରୀ ଓ ଜ୍ଞାନବ୍ୟାପୀ ମାମଲାରେ ଲଢ଼ୁଥିବା ଆଇନଜୀବୀ ଅଭୟ ନାଥ ଯାଦବଙ୍କ ବିଳମ୍ବିତ ରାତିରେ ପରଲୋକ ଘଟିଛି।  ରବିବାର ବିଳମ୍ବିତ ରାତ୍ରରେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଜ୍ଞାନବ୍ୟାପୀ ଓ ଶଙ୍ଗାର ଗୌରୀ ମାମଲାରେ […]

gyanvapi-masjid-case

gyanvapi-masjid-case

Madhupriya Mistry
  • Published: Monday, 01 August 2022
  • Updated: 01 August 2022, 11:02 AM IST

Sports

Latest News

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସ୍‌ଜିଦ ମାମଲାରେ ମୁସଲିମ ପକ୍ଷ ପାଇଁ ଲଢ଼ୁଥିବା ଓକିଲଙ୍କ ଦେହାନ୍ତ ହୋଇଛି। ଶୃଙ୍ଗାର ଗୌରୀ ଓ ଜ୍ଞାନବ୍ୟାପୀ ମାମଲାରେ ଲଢ଼ୁଥିବା ଆଇନଜୀବୀ ଅଭୟ ନାଥ ଯାଦବଙ୍କ ବିଳମ୍ବିତ ରାତିରେ ପରଲୋକ ଘଟିଛି।  ରବିବାର ବିଳମ୍ବିତ ରାତ୍ରରେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଜ୍ଞାନବ୍ୟାପୀ ଓ ଶଙ୍ଗାର ଗୌରୀ ମାମଲାରେ ଅଭୟ ନାଥ ଯାଦବ ମୁସଲିମ ପକ୍ଷର ଅନ୍ୟତମ ପ୍ରମୁଖ ଓକିଲ ଥିଲେ। ଶୃଙ୍ଗାର ଗୌରୀ ଓ ଜ୍ଞାନବାପୀ ମାମଲାରେ ସମସ୍ତ ପକ୍ଷ ମଧ୍ୟରେ ବିତର୍କ ଶେଷ ହୋଇଛି। ଏ ଆସନ୍ତା ଅଗଷ୍ଟ ୪ ତାରିଖରେ ମୁସିଲମ ପକ୍ଷଙ୍କ ତରଫରୁ କୋର୍ଟରେ ଉତ୍ତର ରଖାଯିବ। ଏଥିରେ ଆଇନଜୀବୀ ଅଭୟ ନାଥ ଯାଦବ ବଡ ଭୂମିକା ଗ୍ରହଣ କରିଥାନ୍ତେ।

ଏହି ମାମଲାରେ ହିନ୍ଦୁ ପକ୍ଷ ତରଫରୁ ହରିଶଙ୍କର ଜୈନ ଓ ବିଷ୍ଣୁ ଶଙ୍କର ଜୈନ ପକ୍ଷ ରଖୁଛନ୍ତି। ଉଭୟ ପକ୍ଷର ଅଭିଯୋଗର ଶୁଣାଣି ଜାରି ରହିଛି। ବାରଣାସୀରେ ଜିଲ୍ଲା ବିଚାରପତି ଏକେ ବିଶ୍ୱେସଙ୍କ ଅଦାଲତରେ ମାମଲାର ଶୁଣାଣି ଚାଲିଛି। ଏହି ମାମଲାରେ ସୁପ୍ରିମକୋର୍ଟରେ ଅକ୍ଟୋବରରୁ ଶୁଣାଣି ହେବ। କୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ, ଏବେ ମାମଲା ତଳ କୋର୍ଟରେ ବିଚାରାଧିନ ରହିଛି। ତେଣୁ ସେମାନେ ଶୁଣାଣି କରିବେ ନାହିଁ। ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ନରସିମ୍‌ହାଙ୍କ ପୀଠ ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ ଯେ ବାରଣାସୀ କୋର୍ଟ ଜ୍ଞାନବ୍ୟାପୀ ମସ୍‌ଜିଦ ପରିସରର ଭିଡିଓଗ୍ରାଫି କରି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ହିନ୍ଦୁ ପକ୍ଷ ମସ୍‌ଜିଦ ପରିସରରୁ ଏକ ଶିବଲିଙ୍ଗ ମିଳିଥିବା ଦାବି କରିଥିଲେ। ତେବେ ମୁସଲମାନ ପକ୍ଷ ତାକୁ ଫାଉଣ୍ଟେନ୍‌ ତଥା ବୁଜ ଖାନା ବୋଲି ଦାବି କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ବୟାନବାଜୀ ହେବା ସହ ବହୁ ପ୍ରତିବାଦ ଆରମ୍ଭ ହୋଇଥିଲା। ମାମଲା କୋର୍ଟ ଯାଏଁ ଚାଲିଥିଲା। ଯାହାର ଶୁଣାଣି ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story