ଭାରତର ସରକାରୀ ପ୍ରତିଷ୍ଠାନ ଓ ବିଜୁଳି ସେକ୍ଟରକୁ ଟାର୍ଗେଟ କରିଥିଲେ ପାକିସ୍ତାନ ହ୍ୟାକର୍ସ

ନୂଆଦିଲ୍ଲୀ: ନୂଆ ଧାରଣର ମାଲୱେର ଜରିଆରେ ପାକିସ୍ତାନର ହ୍ୟାକର୍ସମାନେ ଚଳିତ ବର୍ଷ ଭାରତର ବିଜୁଳି ଭିତ୍ତିଭୂମି ଓ ଗୋଟିଏ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲେ। ଏ ସମ୍ପର୍କରେ ଆମେରିକାର ଗୋଟିଏ ସଂସ୍କା ବ୍ଲାକ ଲୋଟସ ଲ୍ୟାବ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ହ୍ୟାକର୍ସମାନେ ଗୋଟିଏ ନୂଆ ଧରଣର ରିମୋଟ ଆସେସ ଟ୍ରୋଜନ(ଆରଏଟି)ର ବ୍ୟବହାର କରିଥିଲେ। ଏହା ଏକ ଏମିତି ପ୍ରୋଗ୍ରାମ ଯାହା ଦ୍ୱାରା ସର୍ଭେଲାନ୍ସ ବ୍ୟବସ୍ଥାକୁ ଚକମା ଦେଇ ଜଣଙ୍କ କମ୍ପ୍ୟୁଟରରେ ପ୍ରବେଶ କରି ନିଜ […]

hackers

hackers

Hemant Lenka
  • Published: Tuesday, 13 July 2021
  • Updated: 13 July 2021, 06:33 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ଧାରଣର ମାଲୱେର ଜରିଆରେ ପାକିସ୍ତାନର ହ୍ୟାକର୍ସମାନେ ଚଳିତ ବର୍ଷ ଭାରତର ବିଜୁଳି ଭିତ୍ତିଭୂମି ଓ ଗୋଟିଏ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲେ। ଏ ସମ୍ପର୍କରେ ଆମେରିକାର ଗୋଟିଏ ସଂସ୍କା ବ୍ଲାକ ଲୋଟସ ଲ୍ୟାବ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ହ୍ୟାକର୍ସମାନେ ଗୋଟିଏ ନୂଆ ଧରଣର ରିମୋଟ ଆସେସ ଟ୍ରୋଜନ(ଆରଏଟି)ର ବ୍ୟବହାର କରିଥିଲେ। ଏହା ଏକ ଏମିତି ପ୍ରୋଗ୍ରାମ ଯାହା ଦ୍ୱାରା ସର୍ଭେଲାନ୍ସ ବ୍ୟବସ୍ଥାକୁ ଚକମା ଦେଇ ଜଣଙ୍କ କମ୍ପ୍ୟୁଟରରେ ପ୍ରବେଶ କରି ନିଜ ଇଚ୍ଛା ଅନୁସାରେ ଏହାକୁ ପରିଚାଳନା କରାଯାଇ ପାରିବ।

ପାକିସ୍ତାନ ହ୍ୟାକର୍ସମାନେ ଭାରତରେ ଥିବା ୟୁଆରଏଲଗୁଡ଼ିକ ମଧ୍ୟ ବ୍ୟବହାର କରିଥିଲେ। ବ୍ଲାକ ଲୋଟସ ପକ୍ଷରୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ଓ ନେଟୱର୍କକୁ ଯାଞ୍ଚ କରିବା ପରେ ଏପରି ତଥ୍ୟ ହାସଲ କରିଛନ୍ତି। ପାକିସ୍ତାନରେ ଥିବା ହ୍ୟାକର୍ସମାନେ ଭାରତର ବିଜୁଳି କ୍ଷେତ୍ର ଓ ଗୋଟିଏ ସରକାରୀ ସଂସ୍ଥାକୁ ହ୍ୟାକ କରିବାକୁ ଉଦ୍ୟମ କରିଥିଲେ ବୋଲି ଯଥେଷ୍ଟ ପ୍ରମାଣ ମିଳିଛି।

ବିଜୁଳି ଯୋଗାଣ କମ୍ପାନୀଗୁଡ଼ିକର ଆଇଟି ନେଟୱର୍କକୁ ହ୍ୟାକର୍ସମାନେ ଆରଏଟି ଜରିଆରେ ହାସଲ କରିଥିଲେ। ହେଲେ ଏହାକୁ ସେମାନେ ବ୍ୟବହାର କରି କିଛି ଅଘଟଣ ଘଟାଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

ହ୍ୟାକର୍ସମାନଙ୍କ ଆଇପି ଠିକଣା ପାକିସ୍ତାନ ମୋବାଇଲ ଡାଟା ଅପରେଟର ସିଏମପାକ ଲିଃ ତଥା ଜୋଙ୍ଗ ୪ଜି ସହ ଜଡ଼ିତ ରହିଥିବା ଜଣାପଡ଼ିଛି। ଏହି କମ୍ପାନୀ ୧୦୦% ଚାଇନା ସବସିଡିରେ ଚାଲୁଛି। ତେଣୁ ପାକିସ୍ତାନରୁ ହିଁ ହ୍ୟାକ ଉଦ୍ୟମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story