କେମିତି ହେଉଛି ଧର୍ମ ପରିବର୍ତ୍ତନ: ପ୍ରଶ୍ନ କଲେ ମୋହନ ଭାଗବତ

ନୂଆଦିଲ୍ଲୀ: ଧର୍ମପରିବର୍ତ୍ତନକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗଠନର (ଆରଏସଏସ) ମୁଖ୍ୟ ମୋହନ ଭାଗବତ।  ସେ କହିଛନ୍ତି ଯେ ଯୁବ ହିନ୍ଦୁ ଯୁବକ-ଯୁବତୀମାନେ ଧର୍ମ ପରିବର୍ତ୍ତନ କରିବା ଭୁଲ। ସେମାନେ ନିଜ ଧର୍ମ ଏବଂ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ଉଚିତ। ଏଥିସହ ଧର୍ମ ପରିବର୍ତ୍ତନ କେମିତି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।  କେବଳ ବୈବାହିକ ସ୍ୱାର୍ଥ ପାଇଁ ଯୁବ ହିନ୍ଦୁ ଯୁବକ-ଯୁବତୀମାନେ କେମିତି ଧର୍ମ ପରିବର୍ତ୍ତନ କରିପାରୁଛନ୍ତି ? […]

mohan-bhagwat

mohan-bhagwat

Tapas Behera
  • Published: Monday, 11 October 2021
  • Updated: 11 October 2021, 06:05 PM IST

ନୂଆଦିଲ୍ଲୀ: ଧର୍ମପରିବର୍ତ୍ତନକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗଠନର (ଆରଏସଏସ) ମୁଖ୍ୟ ମୋହନ ଭାଗବତ।  ସେ କହିଛନ୍ତି ଯେ ଯୁବ ହିନ୍ଦୁ ଯୁବକ-ଯୁବତୀମାନେ ଧର୍ମ ପରିବର୍ତ୍ତନ କରିବା ଭୁଲ।

ସେମାନେ ନିଜ ଧର୍ମ ଏବଂ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ଉଚିତ। ଏଥିସହ ଧର୍ମ ପରିବର୍ତ୍ତନ କେମିତି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।  କେବଳ ବୈବାହିକ ସ୍ୱାର୍ଥ ପାଇଁ ଯୁବ ହିନ୍ଦୁ ଯୁବକ-ଯୁବତୀମାନେ କେମିତି ଧର୍ମ ପରିବର୍ତ୍ତନ କରିପାରୁଛନ୍ତି ?  ଯେଉଁମାନେ ଏହା କରୁଛନ୍ତି ସେମାନେ ଭୁଲ କରୁଛନ୍ତି।

ଆମେ ଆମ ପିଲାମାନଙ୍କୁ ଆମ ଧର୍ମ ଓ ପରମ୍ପରା ବିଷୟରେ ଉଚତ୍‌ ଶିକ୍ଷା ଦେଉ ନାହୁଁ ବୋଲି  ସେ କହିଛନ୍ତି।  ଅମ ଘରେ ଆମ ପିଲାମାନଙ୍କୁ ସେ ସବୁ ବିଷୟରେ ଶିକ୍ଷା ଦେବା ଉଚିତ ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡର ହାଲଡୱାନିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଭାଗବତ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହିନ୍ଦୁ ଜାଗିଲେ ଦେଶ ଜାଗିବ। ଆମେ ଅସ୍ପୃଷ୍ୟତାକୁ ଘୃଣା କରିବା ଉଚିତ ବୋଲି ସେ କହିଥିଲେ। ସେହିପରି ଭାରତୀୟ ପରମ୍ପରା, ସଂସ୍କୃତିର ବିଶାଳ ମହନୀୟତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇ ରହିବା ପାଇଁ  ଶ୍ରୀ ଭାଗବତ ୬ଟି ମନ୍ତ୍ର ଦେଥିଲେ। ତାହା ହେଉଛି ଭାଷା, ଖାଦ୍ୟ, ଭକ୍ତି ଗୀତ, ଭ୍ରମଣ, ପୋଷାକ ଏବଂ ଘର। ପାରମ୍ପରିକ ରୀତିନୀତି ପାଳନ କରିବାକୁ ସେ ଲୋକଙ୍କୁ ନିବେଦନ କରିଥିବାବେଳେ ଅସ୍ପୃଶ୍ୟତାକୁ ତ୍ୟାଗ କରାଯିବା ଉଚିତ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story