ସ୍ୱାମୀର ଯୁବତୀ ଧନ୍ଦା ଷ୍ଟିଙ୍ଗ ଅପରେସନ କରିବାରୁ ବିଜେପି ନେତ୍ରୀଙ୍କୁ ମର୍ଡ଼ର

ଲକ୍ଷ୍ନୌ: ନିଜର କଳାକାରନାମାକୁ ଲୁଚାଇବାକୁ ଯାଇ ଜଣେ ବିଜେପି ନେତ୍ରୀଙ୍କ ସ୍ୱାମୀ ଜଘନ୍ୟକାଣ୍ଡ ଘଟାଇଛନ୍ତି।  ‘ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି’ ନ୍ୟାୟରେ ନିଜ ସ୍ତ୍ରୀକୁ ମର୍ଡ଼ର କରିଦେଇଛନ୍ତି ସ୍ୱାମୀ। ଅନ୍ତର୍ଜାତୀୟ ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ସ୍ୱାମୀ ନିଜର ଅନୈତିକ କାରବାରକୁ ଲୁଚାଇବାକୁ ଯାଇ ସ୍ତ୍ରୀକୁ ସବୁଦିନ ପାଇଁ ସଫା କରିଦେଇନ୍ତି । ଉତ୍ତରପ୍ରଦେଶର ବାନ୍ଦା ଇଲାକାରେ ଗତ ବୁଧବାର ଏହି ଘଟଣା ଘଟିଛି। ମୃତକ ହେଲେ  ବିଜେପି ନେତ୍ରୀ ସ୍ୱେତା […]

bjp

bjp

Tapas Behera
  • Published: Monday, 02 May 2022
  • Updated: 02 May 2022, 11:09 AM IST

Sports

Latest News

ଲକ୍ଷ୍ନୌ: ନିଜର କଳାକାରନାମାକୁ ଲୁଚାଇବାକୁ ଯାଇ ଜଣେ ବିଜେପି ନେତ୍ରୀଙ୍କ ସ୍ୱାମୀ ଜଘନ୍ୟକାଣ୍ଡ ଘଟାଇଛନ୍ତି।  ‘ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି’ ନ୍ୟାୟରେ ନିଜ ସ୍ତ୍ରୀକୁ ମର୍ଡ଼ର କରିଦେଇଛନ୍ତି ସ୍ୱାମୀ। ଅନ୍ତର୍ଜାତୀୟ ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ସ୍ୱାମୀ ନିଜର ଅନୈତିକ କାରବାରକୁ ଲୁଚାଇବାକୁ ଯାଇ ସ୍ତ୍ରୀକୁ ସବୁଦିନ ପାଇଁ ସଫା କରିଦେଇନ୍ତି । ଉତ୍ତରପ୍ରଦେଶର ବାନ୍ଦା ଇଲାକାରେ ଗତ ବୁଧବାର ଏହି ଘଟଣା ଘଟିଛି। ମୃତକ ହେଲେ  ବିଜେପି ନେତ୍ରୀ ସ୍ୱେତା ସିଂହ  ଗୌର। ସ୍ୱାମୀର କାଳା କାରନାମା ସମ୍ପର୍କରେ ଜାଣିବା ପରେ ସେ ଭୟରେ  ଜୀବନ ବିତାଉ ଥିଲେ। ଏହି ଅବୈଧ କାରବାର ସମ୍ପର୍କରେ ସ୍ତ୍ରୀ ପ୍ରମାଣ ଯୋଗାଡ଼ କରିବା ସହ ତାଙ୍କ ଫୋନ୍‌ କଲ ରେକର୍ଡ଼ କରିଥିଲେ। ବିଜେପି ନେତ୍ରୀ ଥିବା ସ୍ୱେତା ସିଂହଙ୍କ ସ୍ୱାମୀ ହେଉଛନ୍ତି ଦୀପକ ସିଂହ ଗୌର। ସ୍ୱେତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଦୀପକଙ୍କ ନାମରେ ଏତଲା ଦେଇଛନ୍ତି।

ସ୍ୱେତାଙ୍କୁ ତାଙ୍କ ସ୍ୱାମୀ, ଶାଶୂ, ଶ୍ୱଶୁର ଏବଂ ଦିଅର ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଗତ ବୁଧବାର ସ୍ୱେତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମରେ ଉଦ୍ଧାର କରାଯାଇଥିଲା। ବାପଘର ଳୋକେ ଅଭିଯୋଗ କରିଛନ୍ତି ଯେ, ସ୍ୱେତା ସିହଂଙ୍କ ସ୍ୱାମୀ ଦୀପକଙ୍କର ଅନ୍ତର୍ଜାତୀୟ ସେକ୍କ ରାକେଟ ସହ ସମ୍ପୃକ୍ତି ରହିଛି । ରୁଷୀୟ, ମୋରୋକାନ୍‌, ଆଫ୍ରିକୀୟ ଏବଂ ଅନେକ  ବିଦେଶୀ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଦୀପକ ଯେତେବେଳେ ସେହି ବିଦେଶୀ ଯୁବୀତୀଙ୍କ ସହ ଫୋନରେ ବାର୍ତ୍ତାଳପ କରନ୍ତି ଏହାକୁ ରେକର୍ଡ଼ କରିଥିଲେ ସ୍ୱାତୀ। ସ୍ୱାମୀର ଅନୈତିକ କାର୍ଯ୍ୟର ଗୁମର ଖୋଲିବାକୁ ଚାହିଁଥିଲେ ସ୍ତ୍ରୀ। ମୃତ୍ୟୁ ପୂର୍ବରୁ ଏହି ଅଡ଼ିଓ ସବୁ ସ୍ୱେତା ତାଙ୍କ ପରିବାର ଲୋକଙ୍କୁ ସେୟାର କରିଛନ୍ତି। ଏ ସବୁ ଜାଣିବା ପରେ ସ୍ତ୍ରୀକୁ ମାରିବା ପାଇଁ ଯୋଜନା କରିଥିଲେ ସ୍ୱାମୀ।  ନିଜକୁ ବଞ୍ଚାଇବାକୁ  ଯାଇ ସ୍ୱାମୀ ଦୀପ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୋଟିଏ ଅଡ଼ିଓରେ ଦୀପକ ଜଣେ  ରୁଷୀୟ ଯୁବତୀଙ୍କ ସହ ଡିଲ କରୁଥିବା ଶୁଣିବାକୁ ମିଳୁଛି। ଯୁବତୀ ଯୋଗାଡ଼ଠାରୁ ଆରମ୍ଭ କରି ଟଙ୍କା କାରବାର ଏବଂ ହୋଟେଲ ସମ୍ପର୍କରେ ଭୟୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛି । ଅନ୍ୟ ଏକ ଅଡ଼ିଓରେ ଦୀପକ ଦଲାଲ ଜଣଙ୍କୁ କ୍ୟାସ ଦେବାକୁ ଚାହୁଁଛନ୍ତି  ।

କିନ୍ତୁ ଦଲାଲ ଜଣକ ଅନଲାଇନ୍‌ରେ ପେମେଣ୍ଟ ମାଗୁଛନ୍ତି। ଦଲାଲ ଜଣଙ୍କୁ ଦୁଇଟି ଯୁବତୀ ପଠାଇବାକୁ ଦୀପକ କହୁଛନ୍ତି । ଜଣେ ହେଉଛି ରୁଷୀୟ ଏବଂ ଅନ୍ୟ ଜଣେ ଭାରତୀୟ। ଦାମ ୨୦,୦୦୦ ଟଙ୍କାରେ ମୁଲଚାଲ ହେଉଛି। ଆଉ ଏକ ଅଡ଼ିଓରେ ଦୀପକ ରୁଷୀୟ ଯୁବତୀ ଦାବି କରୁଛନ୍ତି। ହେଲେ ଦଲାଲ ଜଣକ ତାଙ୍କ ପାଖରେ ମୋରୋକାନ୍‌ ଯୁବତୀ ଉପଲବ୍ଧ ଥିବା କହୁଛନ୍ତି। ଉତ୍ତରରେ ଦୀପକ ସେମାନେ ୪ ଜଣ ଅଛନ୍ତି। ଆଉ ଜଣେ ଭାରତୀୟ ଯୁବତୀଙ୍କୁ ପଠାଇବାକୁ ଦୀପକ ଦାବି କରୁଛନ୍ତି । ଏହି ସବୁ ମୁଲଚାଲ ଅଡ଼ିଓ ଦୀପକଙ୍କର ଅସଲ ମୁଖା ଖୋଲିଦେଇଛି। ଏହି ଘଟଣାରେ ଶୁକ୍ରବାର ଦୀପକ ସିଂହଙ୍କୁ ପୁଲିସ ଗିରଫ କରିଛି। ଅନ୍ୟଅଭିଯୁକ୍ତମାନେ ଏହି ଘଟଣାରେ ଫେରାର ଅଛନ୍ତି। ସ୍ଥାନୀୟ ଏସପି ଅଭିନନ୍ଦନ କହିଛନ୍ତି ଯେ, ସେମାନେ ସେକ୍ସ ରାକେଟ ସମ୍ପର୍କରେ ପ୍ରେମର ସୂରୁପ ଅନେକ ଭିଡିଓ ପାଇଛନ୍ତି। ଅଭିଯୋଗକୁ ନେଇ ତଦନ୍ତ ଚାଲୁଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story