ଖେରୀ ହିଂସାରେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିବା କିଛି ଭୁଲ ନୁହଁ: ରାକେଶ ଟିକାୟତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଖେରୀ ହିଂସାରେ ମୃତ୍ୟୁ ଘଟିଥିବା ବିଜେପି କର୍ମୀଙ୍କୁ ନେଇ ଚାଷୀ ନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ କୌଣସି ଭୁଲ ହୋଇ ନାହିଁ। ଆମେ ଏହାକୁ ଲିଚିଂ ବୋଲି ଗ୍ରହଣ କରୁ ନାହୁଁ। ସେ କହିଛନ୍ତି ଯେ, ଲିଚିଂରେ ବିଜେପି କର୍ମୀ ଶିକାର ହେବା ଏହା ହେଉଛି ଗୋଟିଏ କ୍ରିୟାର ପ୍ରତିକ୍ରିୟା।  ତେଣୁ ଏଥିରେ କୌଣସି ଭୁଲ ହୋଇ ନାହିଁ ବୋଲି ସେ କହିଛନ୍ତି। […]

Rakesh

Rakesh

Tapas Behera
  • Published: Saturday, 09 October 2021
  • Updated: 09 October 2021, 04:03 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଖେରୀ ହିଂସାରେ ମୃତ୍ୟୁ ଘଟିଥିବା ବିଜେପି କର୍ମୀଙ୍କୁ ନେଇ ଚାଷୀ ନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ କୌଣସି ଭୁଲ ହୋଇ ନାହିଁ। ଆମେ ଏହାକୁ ଲିଚିଂ ବୋଲି ଗ୍ରହଣ କରୁ ନାହୁଁ। ସେ କହିଛନ୍ତି ଯେ, ଲିଚିଂରେ ବିଜେପି କର୍ମୀ ଶିକାର ହେବା ଏହା ହେଉଛି ଗୋଟିଏ କ୍ରିୟାର ପ୍ରତିକ୍ରିୟା।  ତେଣୁ ଏଥିରେ କୌଣସି ଭୁଲ ହୋଇ ନାହିଁ ବୋଲି ସେ କହିଛନ୍ତି। ଖେରୀ ହିଂସା ଘଟଣାରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଦୁଇ ଜଣ ବିଜେପି କର୍ମୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଡ୍ରାଇଭର ଅଛନ୍ତି।  ସେପଟେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରା ଜେରା ପାଇଁ ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୂରା ଘଟଣା ସମ୍ପର୍କରେ ଆଶିଷ ମିଶ୍ର ୧୦ଟି ଭିଡିଓ ଏବଂ ୧୦ ଜଣଙ୍କର ସତ୍ୟପାଠ ଦାଖଲ କରି ଘଟଣା ଦିନ ସେ କାରରେ ନଥିବା ଦର୍ଶାଇବାକୁ ଚାହିଁଛନ୍ତି।  ଅନ୍ୟପଟେ ସାମ୍ୟୁକ୍ତ କିଶାନ ମୋର୍ଚ୍ଚା କହିଛି ଯେ, ଗତ ସେପ୍ଟେମ୍ବର ୨୫ରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଦେଇଥିବା ଭାଷଣ ହିଁ ଖେରୀ ହିଂସା ସୃଷ୍ଟିର ମୂଳ କାରଣ ।

ଅଜୟ ମିଶ୍ରା  କହିଥିଲେ ଯେ , ଜମି ଲିଜ୍‌ ନେଇ କାମ କରୁଥିବା ଲୋକଙ୍କୁ ତଡ଼ି ଦିଆଯିବ । ତେବେ ଏହି ଆନ୍ଦୋଳନରେ ବିଭିନ୍ନ ବର୍ଗର ଲୋକେ ଯୋଡ଼ି ହୋଇଥିବା ବେଳେ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।  ସେ କହିଛନ୍ତି ଯେ, ସାମ୍ୟୁକ୍ତ କିଶାନ ମୋର୍ଚ୍ଚା ସେପ୍ଟେମ୍ବର ୧୨ରେ  ଲଖିମପୁରରୁ ସହିଦ କିସାନ କ୍ଲାସ ଯାତ୍ରା  ଆରମ୍ଭ କରିବେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆମେ ପ୍ରତ୍ୟେକ ନାଗରିକଙ୍କୁ ସେପ୍ଟେମ୍ବର ୧୨ରେ ସନ୍ଧ୍ୟା ୭ ଟାରେ ନିଜ ଘର ବାହାରେ ୫ଟି ଦୀପ ଜାଳିବାକୁ ଅନୁରୋଧ କରୁଛୁ। ତବେ ଏହାରି ଭିତରେ ଭାରତୀୟ ଯୁବ କଂଗ୍ରେସ  ଲଖିମପୁର ଖେରୀ ହିଂସାକୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story