ଯଦି ରୁଷ-ୟୁକ୍ରେନ୍‌ ମଧ୍ୟରେ ମୋଦି ମଧ୍ୟସ୍ତି ସାଜନ୍ତି...

ନୂଆଦିଲ୍ଲୀ: ମାସେରୁ ଊର୍ଦ୍ଧ୍ୱ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟେ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ କିଭ୍ ଦଖଲ ମିସନ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ମଇଦାନରୁ  ରୁଷ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍ ଶୁଣାଇଛି। ରୁଷର ଘନ ଘନ ଆକ୍ରମଣରେ ୟୁକ୍ରେନ୍‌ ମଧ୍ୟ ଛାରଖାର ହୋଇଗଲାଣି। ତେଣୁ ଯୁଦ୍ଧର ଅବସାନ ନେଇ ଭାରତ ମଧ୍ୟସ୍ତି ହେଉ ବୋଲି ୟୁକ୍ରେନ୍‌ ଚାହିଁଛି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

PM Modi

PM Modi

Tapas Behera
  • Published: Thursday, 31 March 2022
  • Updated: 31 March 2022, 12:57 PM IST

Sports

Latest News

ନୂଆଦିଲ୍ଲୀ: ମାସେରୁ ଊର୍ଦ୍ଧ୍ୱ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟେ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ କିଭ୍ ଦଖଲ ମିସନ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ମଇଦାନରୁ  ରୁଷ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍ ଶୁଣାଇଛି। ରୁଷର ଘନ ଘନ ଆକ୍ରମଣରେ ୟୁକ୍ରେନ୍‌ ମଧ୍ୟ ଛାରଖାର ହୋଇଗଲାଣି। ତେଣୁ ଯୁଦ୍ଧର ଅବସାନ ନେଇ ଭାରତ ମଧ୍ୟସ୍ତି ହେଉ ବୋଲି ୟୁକ୍ରେନ୍‌ ଚାହିଁଛି।

ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ମଧ୍ୟରେ ମଧ୍ୟସ୍ତି ସାଜନ୍ତି ତେବେ ସମାଧାନର ରାସ୍ତା ବାହାରି ପାରନ୍ତା। ଗତକାଲି ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଦମୟତ୍ରୋ କୁଲେବର ଏନଡିଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ଯଦି ମୋଦି ଏହି ଭୂମିକା ପାଇଁ ରାଜି ହୁଅନ୍ତି ତେବେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ବ୍ୟବସାୟିକ କାରବାରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଟ ରହିଛି। ଭାରତୀୟ ପ୍ରଡକ୍ଟର ୟୁକ୍ରେନ ହେଉଛି ଏକ ବିଶ୍ୱସନୀୟ ଉପଭୋକ୍ତା।

ଆମେ ଭାରତୀୟ ଖାଦ୍ୟ ସୁରକ୍ଷାକୁ ମଧ୍ୟ ଗ୍ୟରେଣ୍ଟି ଦେଇ ଥାଉ। ଆମେ ଭାରତକୁ ସର୍ବଦା ସୂର୍ଯ୍ୟମୁଖୀ ତେଲ ଏବଂ ଅନ୍ୟାନ୍ୟ ଶସ୍ୟ ରପ୍ତାନୀ କରିଥାଉ। ଏହାହିଁ  ଭାରତ ଏବଂ ୟୁକ୍ରେନ ମଧ୍ୟରେ ଏକ ଅସାଧାରଣ ବନ୍ଧୁତାକୁ ଦର୍ଶାଏ ବୋଲି ସେ କହିଛନ୍ତି ।

ସେହିପରି ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟରେ ସେ ଶୋକ ପ୍ରକାଶ କରିଛନ୍ତି।  ରୁଷ ଆକ୍ରମଣ ପୂର୍ବରୁ ଭାରତୀୟଙ୍କ ୟୁକ୍ରେନ୍‌ ଏକ ଘର ଥିଲା। ଭାରୀତୀୟମାନେ ପୁଣି ଥରେ ୟୁକ୍ରେନ୍‌ ଫେରି ଆସନ୍ତୁ ବୋଲି ଆମେ ଚାହୁଁଛୁ। ଗତକାଲି ଇସ୍ତାନବୁଲରେ ୟୁକ୍ରେନ-ରୁଷ ମଧ୍ୟରେ ଆଉ ଏକ ଆଲୋଚନା ହୋଇଥିଲା। ହେଲେ ଏଥିରେ ଉଭୟଙ୍କ ମଧ୍ୟରେ ବିଶେଷ ସହମତି ହୋଇ ପାରି ନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story